ଖେଳ

ଆଜି ଘରୋଇ ପଡିଆରେ ଲକ୍ଷ୍ନୌକୁ ଭେଟିବ ହାଇଦ୍ରାବାଦ

ହାଇଦ୍ରାବାଦ,୧୩।୫: ଆଇପିଏଲର ୫୮ତମ ମ୍ୟାଚ ଶନିବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ(ଏଲଏସ୍‌ଜି) ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ ହାଇଦ୍ରାବାଦରେ ଅପରାହ୍ନ ୩.୩୦ରେ ଖେଳାଯିବ। ତେବେ ଲକ୍ଷ୍ନୌ ପ୍ଲେ ଅଫ ଦୌଡରେ...

ଆଇପିଏଲ ୫୯ତମ ମ୍ୟାଚ: ଡିସି-ପିବିକେଏସ ମୁହାଁମୁହିଁ…

ନୂଆଦିଲ୍ଲୀ,୧୩।୫: ଆଇପିଏଲ ୨୦୨୩ର ୫୯ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)ଏବଂ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମୁହାଁମୁହିଁ ହେବେ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଦିଲ୍ଲୀ ୧୧ ଟି ମ୍ୟାଚ...

ଭାରତ ପ୍ରଥମେ ମଙ୍ଗୋଲିଆକୁ ଭେଟିବ

ଭୁବନେଶ୍ୱର, ୧୩।୫(କ୍ରୀଡ଼ା ପ୍ରତିନିଧି): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଫୁଟବଲ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଦଳ ଅଂଶଗ୍ରହଣ କରିବେ। ଜୁନ ୯...

ପିକେଙ୍କ ଜନ୍ମଦିନରେ ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ

ନୂଆଦିଲ୍ଲୀ, ୧୩ା୫ (ପି.ଟି.): ଭାରତୀୟ ଫୁଟ୍‌ବଲ ଆଇକନ ପ୍ରଦୀପ କୁମାର ବାନାର୍ଜୀଙ୍କ ଜନ୍ମଦିନ ଜୁନ ୨୩ ତାରିଖକୁ ‘ଏଆଇଏଫ୍‌ଏଫ୍‌ ଗ୍ରାସ୍‌ରୁଟ୍‌ ଡେ’ ରୂପେ ଘୋଷଣା କରିଛି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)। ଖେଳପ୍ରେମୀଙ୍କ ନିକଟରେ ପିକେ ନାମରେ ପରିଚିତ ସ୍ବର୍ଗତ...

ସାହାଣୀ କପ୍‌: କଟକ-କନ୍ଧମାଳ ଫାଇନାଲ

ଭୁବନେଶ୍ୱର, ୧୩।୫ (କ୍ରୀଡ଼ା ପ୍ରତିନିଧି): ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ଟୁର୍ନାମେଣ୍ଟର ୨ଟି ସେମିଫାଇନାଲ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜୟୀ ହୋଇ କଟକ ଓ କନ୍ଧମାଳ ଦଳ ଫାଇନାଲରେ ପ୍ରବେଶ କରିଛି। କ୍ୟାପିଟାଲ ଫୁଟବଲ ଆରେନାରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ...

ଓଡ଼ିଶା ଏଫ୍‌ସି ସହ ଅମରିନ୍ଦରଙ୍କ ନୂଆ ଚୁକ୍ତି

ଭୁବନେଶ୍ୱର, ୧୩ା୫(ସ୍ପୋଟର୍‌ସ ବ୍ୟୁରୋ): ଅମରିନ୍ଦର ସିଂ ଏକ ନୂଆ ଚୁକ୍ତିରେ ସ୍ବାକ୍ଷର କରିଥିବା ଓଡ଼ିଶା ଏଫ୍‌ସି ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଫଳତଃ ସେ ଏହି କ୍ଲବ ସହ ୨୦୨୬ ପର୍ଯ୍ୟନ୍ତ ରହିବେ। ୨୦୨୩ ହିରୋ ଇଣ୍ଡିଆନ ସୁପର ଲିଗ୍‌...

ଅଲିମ୍ପିକ୍ସ ପଦକ ଶ୍ୱେତାରାଣୀଙ୍କ ସ୍ବପ୍ନ

୨୦୨୩ ମେ ୭ରେ ରୁଷିଆର ମସ୍କୋରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର୍ସ ଚାମ୍ପିୟନଶିପ୍‌ର ସବ୍‌ଜୁନିୟର ବାଳିକା ୪୮ କେଜି ସାଣ୍ଡା (ଫାଇଟ୍‌) ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ଶ୍ୱେତାରାଣୀ ମହନ୍ତ। ମିନାଲ...

ବାପା ଭୂମିକା ତୁଲାଇବେ ଦୂତୀ

ଭୁବନେଶ୍ୱର, ୧୩।୫ (କ୍ରୀଡ଼ା ପ୍ରତିନିଧି): ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଲାଗି ରହିଥିବାବେଳେ ଭାରତର ସ୍ପ୍ରିଣ୍ଟ୍‌ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୪ ବର୍ଷ ତଳେ ସମଲିଙ୍ଗୀ ବିବାହ ସମ୍ପର୍କରେ ପ୍ରକାଶ କରି କ୍ରୀଡ଼ା...

୨୭ ରନରେ ମୁମ୍ବାଇ ବିଜୟୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୧୮ ରନ କରିଥିଲା। ଫଳରେ ଗୁଜରାଟ...

ଗୁଜରାଟକୁ ୨୧୯ ରନର ଟାର୍ଗେଟ୍ ଦେଲା ମୁମ୍ବାଇ…

ମୁମ୍ବାଇ,୧୨।୫ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ୍ ହରାଇ ୨୧୮ ରନ କରିଛି । ଫଳରେ ଗୁଜରାଟ...

ଟସ୍‌ ଜିତିଲା ଜିଟି, ବୋଲିଂ କରିବ…

ମୁମ୍ବାଇ,୧୨।୫ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ...

ଆଇପିଏଲର ୫୭ ତମ ମ୍ୟାଚ: ଆଜି ଜିଟି-ଏମ୍‌ଆଇ ଲଢେଇ

ମୁମ୍ବାଇ,୧୨।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ମ୍ୟାଚ ଜିତି ଗୁଜୁରାଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri