ଖୁସି ଖବର: ବିନା ଟିକେଟ ବୁକିଂରେ ଏହି ଷ୍ଟାଡିୟମରେ ମାଗଣାରେ ଦେଖିପାରିବେ ବିରାଟଙ୍କ ଦମଦାର ଖେଳ
ନୂଆଦିଲ୍ଲୀ,୨୫।୧: ବିରାଟ କୋହଲି ଏବେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଆକ୍ସନରେ ଦେଖିବାକୁ ମିଳିବ। ଇଂଲଣ୍ଡ ସହିତ ଖେଳାଯିବାକୁ ଥିବା ଏକଦିବସୀୟ ସିରିଜ ପୂର୍ବରୁ, କୋହଲି ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳିବାର ଦେଖାଯିବେ। ଏବେ କ୍ରିକେଟ…
ଦ୍ୱିତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳକୁ ଶକ୍ତ ଝଟ୍କା
ଚେନ୍ନାଇ,୨୫।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି। ଭାରତର ବିସ୍ଫୋରକ ଯୁବ…
ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି୨୦ ଆଜି:ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ମ୍ୟାଚ୍
ଚେନ୍ନାଇ, ୨୫।୧ (ପି.ଟି.):ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଆହତ ସମସ୍ୟାରୁ ମୁକୁଳିବାପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ମ୍ୟାଚରେ…
ଯୁଦ୍ଧବୀର ସିଂ କିଏ? ୫ ଭଉଣୀ ମିଶି ପୂରଣ କରିଥିଲେ କ୍ରିକେଟର ହେବାର ସ୍ବପ୍ନ, ଏବେ ରୋହିତ-ଯଶସ୍ବୀଙ୍କ ଉଇକେଟ ନେଇ ଅଛନ୍ତି ଚର୍ଚ୍ଚାରେ…
ନୂଆଦିଲ୍ଲୀ,୨୪।୧: ଦୀର୍ଘ ସମୟ ପରେ ରଣଜୀ ଟ୍ରଫିକୁ ଫେରିଥିବା ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି। ଭାରତୀୟ ଅଧିନାୟକ ଉଭୟ ଇନିଂସରେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ଉମର ନାଜିରଙ୍କ ଦ୍ୱାରା ଆଉଟ୍ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ…
ରଣଜୀରେ ଲଗାତାର ଦ୍ୱିତୀୟ ଥର ପାଇଁ ଫେଲ୍ ହେଲେ ରୋହିତ, ଏଥର ଦ୍ରାବିଡଙ୍କ ବୋଲର୍ ନେଲେ ଉଇକେଟ
ନୂଆଦିଲ୍ଲୀ,୨୪।୧: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ…
ଅନୁଷ୍କାଙ୍କ ଚିନ୍ତାରେ ଖେଳିପାରୁ ନାହାନ୍ତି ବିରାଟ, ବଡ଼ ବୟାନ ଦେଲେ ବରିଷ୍ଠ କ୍ରିକେଟର
ନୂଆଦିଲ୍ଲୀ,୨୪।୧: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ୍ କହିଛନ୍ତି ଯେ ବର୍ତମାନ ସମୟରେ ଷ୍ଟାର ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ପଡ଼ିଆରେ ଘଟୁଥିବା ଘଟଣା ଅପେକ୍ଷା “ବାହାରେ ଘଟୁଥିବା ଘଟଣା” ଯୋଗୁଁ ହୋଇପାରେ। ସେ ଏହା ମଧ୍ୟ କହିଛନ୍ତି…
୧୬ ବର୍ଷ ବୟସରେ ଇତିହାସ ରଚିଲେ ଏହି କ୍ରିକେଟର୍ଙ୍କ ପୁଅ: ପିତାଙ୍କ ୨୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ
ଲଣ୍ଡନ,୨୪।୧: ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଆଣ୍ଡ୍ରୁ ଫ୍ଲିଣ୍ଟଫଙ୍କ ପୁଅ କ୍ରିକେଟରେ ତାଙ୍କଠାରୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରକି ଫ୍ଲିଣ୍ଟଫ ଘରୋଇ କ୍ରିକେଟରେ ଇଂଲଣ୍ଡ ଲାୟନ୍ସ ପାଇଁ ଖେଳି ଏକ ଶତକ ହାସଲ କରିଛନ୍ତି। ସେ ଏବେ ଏହି ଦଳ ପାଇଁ…
ପୁଣି ବାଦ୍ ପଡ଼ିଲେ ଶାମି? ଦ୍ୱିତୀୟ ଟି୨୦ ପୂର୍ବରୁ…
ନୂଆଦିଲ୍ଲୀ,୨୪।୧: ଭେଟେରାନ ଦ୍ରୁତ ବୋଲର୍ ମହମ୍ମଦ ଶାମୀଙ୍କ ପ୍ରଶଂସକଙ୍କ ପାଇଁ ନିରାଶାଜନକ ଖବର। ଆହତ ସମସ୍ୟା ଯୋଗୁ ଦୀର୍ଘ ୧୪ ମାସ ଧରି ଦଳରୁ ସେ ବାଦ୍ ପଡ଼ିଥିବା ବେଳେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିପାରନ୍ତି ବୋଲି କୁହାଯାଉଥିଲା। ହେଲେ ପ୍ରଥମ…
ପତ୍ନୀଙ୍କଠାରୁ ଅଲଗା ହେବା ଖବର ମଧ୍ୟରେ ଚହଲ ଏମିତି ପୋଷ୍ଟ କଲେ ଯାହାକୁ ନେଇ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୪।୧: କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତଥାପି, ଏହି ଦମ୍ପତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସ୍ପଷ୍ଟ ବୟାନ ଦେଇନାହାଁନ୍ତି। ଏବେ ଦୁହେଁ ସୋସିଆଲ ମିଡିଆରେ ଲଗାତାର କ୍ରିପ୍ଟକ୍…
ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର
ନୂଆଦିଲ୍ଲୀ,୨୪।୧: ଟିମ୍ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ…
ମ୍ୟାଚ୍ ପରେ ପିଟିବି ବୋଲି ଧମକ ଦେଇଥିଲେ ଗୌତମ ଗମ୍ଭୀର, ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ…
ନୂଆଦିଲ୍ଲୀ,୨୩।୧: ପୂର୍ବତନ ଟିମ ଇଣ୍ଡିଆ କ୍ରିକେଟର ମନୋଜ ତିୱାରୀ ଏକ ସାକ୍ଷାତକାରରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ବିରୋଧରେ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗମ୍ଭୀର ଏକ ମ୍ୟାଚ ସମୟରେ ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ମାଡ଼ ମାରିବାକୁ ଧମକ…
ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼…
ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ…

