Posted inଖେଳ

୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ

କଟକ,୧୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାନଦୀର ଜଳରାRଶିରେ ପ୍ରାୟ ୨୦ ଫୁଟ୍‌ ଗଭୀର ପାଣିରେ ବୁଡି ଚେସ୍‌ ଖେଳିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ମହାନଦୀ ଜଳରାଶିରେ ଏହି ଅଭିନବ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ କ୍ରୀଡ଼ାମନ୍ତ୍ରୀ ସୂରଜ ପ୍ରାୟ ୩୫ ମିନିଟ୍‌ରେ ଦୁଇ ରାଉଣ୍ଡ ଚେସ୍‌ ଖେଳି ବାଜିମାତ୍‌ କରିଥିଲେ।

ସୂଚନାନୁଯାୟୀ, ଅର୍ନ୍ତଜାତୀୟ ସମୂଦ୍ର ବୁଡାଳି ତଥା ଲିମ୍‌କାବୁକ୍‌ ରେକର୍ଡଧାରୀ ସବୀର ବକ୍ସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଟକରେ ଜଳକ୍ରୀଡ଼ା ପ୍ରତିଭା ଅନ୍ବେଷଣ ଶିବିର ଚାଲିଛି। ଦୁଃସାହସିକ ଜଳକ୍ରୀଡ଼ା ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୯ ଜଣ ଯୁବପ୍ରତିଭା ଭାଗ ନେଇଛନ୍ତି।

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ କ୍ରୀଡ଼ାମନ୍ତ୍ରୀ ସୂରଜ ସବୀରଙ୍କ ଦ୍ୱାରା ଆୟୋଜିତ ଶିବିରରେ ପହଞ୍ଚି ଥିଲେ। ସେଠାରେ ପ୍ରାୟ ୩ ଘଣ୍ଟା ଧରି ସୂରଜ ସ୍କୁବା ଡାଇଭ କରିବା ସହ ପାଣି ଭିତରେ ଚେସ୍‌ ଖେଳିଥିଲେ। ପ୍ରଥମ ରାଉଣ୍ଡରେ ସେ ସବୀରଙ୍କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ପୂର୍ବତନ ନୌସେନା ଅଧିକାରୀ ପୀତବାସ ସାସମଲଙ୍କୁ ହରାଇଥିଲେ। ପିଟି ଅଫିସର ଆକବର ଖାନ୍‌ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଟିମ୍‌ରେ ବଡ଼ ଭୂକମ୍ପ, ଅଧିନାୟକଙ୍କ…

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ଟିମ୍‌ରେ ବିଶୃଙ୍ଖଳା ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ ଶାନ ମାସୁଦଙ୍କ ପଦ ବିପଦରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାସୁଦଙ୍କୁ...

ଓ୍ବାଙ୍ଖଡେ ଷ୍ଟାଡିୟରେ ଉଦ୍‌ଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ, ଭାବବିହ୍ବଳ ହେଲେ ହିଟ୍‌ମ୍ୟାନ୍‌…

ନୂଆଦିଲ୍ଲୀ,୧୬।୫: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୮ ବର୍ଷ ଧରି ବିଶ୍ୱ କ୍ରିକେଟରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ...

ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି

ଦୁବାଇ, ୧୬ା୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ...

ବିରାଟଙ୍କ ସନ୍ୟାସକୁ ନେଇ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୫: ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ତାଙ୍କ ଟେଷ୍ଟ ଅବସର ପୂର୍ବରୁ ତାଙ୍କ ସହ...

ଏସ୍ପାନିଓଲକୁ ପରାସ୍ତ କରି ବାର୍ସିଲୋନା ଜିତିଲା ୨୮ତମ ଲା ଲିଗା ଟାଇଟଲ

ବାର୍ସିଲୋନା,୧୬।୫: ସ୍ପେନର ଫୁଟବଲ ଜଗତରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ବାର୍ସିଲୋନା ଏକ ରୋମାଞ୍ଚକର ମ୍ୟାଚରେ ଏସ୍ପାନିଓଲକୁ ପରାସ୍ତ କରି ୨୮ତମ ଲା ଲିଗା...

ଆଇପିଏଲ୍‌ ପ୍ଲେଅଫ ମିସ କରିବେ ଦକ୍ଷିଣ ଆଫ୍ରିକାର ଏହି ପ୍ରମୁଖ ଖେଳାଳି

ଜୋହାନ୍ସବର୍ଗ,୧୫ା୫: ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଆଇପିଏଲ୍‌ ଫ୍ଲେଅଫ୍‌ ମିସ କରିବେ।...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମୟଙ୍କ

ନୂଆଦିଲ୍ଲୀ,୧୫ା୫: ମୟଙ୍କ ଯାଦବ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲ୍‌ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଏ ନେଇ ଆଇପିଏଲ୍‌ ପକ୍ଷରୁ ଗୁରୁବାର ବିବୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri