ଖେଳ

ମହିଳାମାନଙ୍କୁ ଦୋଷ ଦେବା ଏକ ଫ୍ୟାଶନ ହୋଇଗଲାଣି: ଅନ୍ୟ ଯୁବତୀଙ୍କ ସହ ସ୍ବାମୀଙ୍କ ଫଟୋ ଭାଇରାଲ ପରେ ରାଗିଲେ ଧନଶ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜଭେନ୍ଦ୍ର ଚହଲ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ, ୟୁଜବେନ୍ଦ୍ରଙ୍କୁ ଆରଜେ ମାହଭାଶଙ୍କ ସହ ଦେଖାଯାଇଥିଲା। ଏହି ଫଟୋଗୁଡ଼ିକ ଆସିବା ପରେ,…

Video: ମୁମ୍ବାଇ ବିମାନବନ୍ଦରରେ ରୋହିତ ଶର୍ମାଙ୍କୁ ଅଦ୍ଭୂତପୂର୍ବ ସ୍ୱାଗତ, ଭିଡ଼ରୁ ବାହାର କଲେ ପୋଲିସ

ମୁମ୍ବାଇ,୧୧।୩: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେତେବେଳେ ରୋହିତ ଶର୍ମା ପରିବାର ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟ ପରେ ଭାରତକୁ ଫେରିଥିଲେ। ଫାଇନାଲରେ ଭାରତୀୟ ଅଧିନାୟକ ନ୍ୟୁଜିଲାଣ୍ଡ ବିପକ୍ଷରେ ୮୩ ବଲ୍‌ରେ ୭୬…

ଦୁବାଇରୁ ଟ୍ରଫି ଧରି ସ୍ବଦେଶ ଫେରିଲେ ଚାମ୍ପିୟନ୍ସର ଚାମ୍ପିୟନ, ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ଼

ନୂଆଦିଲ୍ଲୀ,୧୦।୩: ଦୁବାଇରେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ନିଜ ଦେଶକୁ ଫେରିଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। ସୂଚନା ଅନୁସାରେ, ଭାରତୀୟ ଦଳର କିଛି ଖେଳାଳି ଦୁବାଇରୁ ସିଧାସଳଖ ମୁମ୍ବାଇରେ…

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି। ଭାରତର ଏହି ବିଜୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛି। ଏହି କାର୍ଯ୍ୟକ୍ରମ…

ହୋଷ୍ଟ ପାକିସ୍ତାନ, ହେଲେ ଭାରତ ଚାମ୍ପିୟନ: ଟ୍ରଫି ପ୍ରଦାନବେଳେ ମଞ୍ଚକୁ ଗଲେନି ପିସିବିର କୌଣସି ଅଧିକାରୀ

ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲା, କିନ୍ତୁ ଯେତେବେଳେ ରୋହିତ ଶର୍ମା ଏବଂ ଦଳକୁ ବିଜେତା ଟ୍ରଫି ଦିଆଯାଉଥିଲା, ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ମଞ୍ଚରେ ଉପସ୍ଥିତ ନ ଥିଲେ। ଭାରତ ତା’ର ମ୍ୟାଚ ଦୁବାଇରେ ଖେଳୁଥିଲା,…

ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା

ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ଏହି ଇଭେଣ୍ଟ ଶନିବାର ଅନୁଷ୍ଠିତ ହେବ। ୨୦୨୪ ସିଜନରେ ଉଚ୍ଚକୋଟୀର…

IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା

ଲଣ୍ଡନ,୧୦ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ ଓହରି ଯାଇଛନ୍ତି। ଏଥିଯୋଗୁ ତାଙ୍କୁ ଆଇପିଏଲରୁ ଦୁଇ ବର୍ଷ ଲାଗି ବାସନ୍ଦ କରାଯାଇଛି। ଲଗାତର ଦ୍ୱିତୀୟ…

ରୋହିତଙ୍କୁ ଝଟକା: ଚାମ୍ପିୟନ୍ସ ଟ୍ରଫିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ନାଁ ଘୋଷଣା କଲା ICC, ଭାରତର ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୦।୩: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଦ୍ୱାଦଶ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ମଜାଦାର କଥା ହେଉଛି ଯେ ପାକିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ବଡ଼ ଦଳଗୁଡ଼ିକର ଜଣେ ବି…

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଶୁବମନ। ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ…

ରବିନ୍ଦ୍ର ଜାଡେଜାଙ୍କ ବଡ଼ ଘୋଷଣା: ODI ଫର୍ମାଟରୁ ଅବସରକୁ ନେଇ…

ନୂଆଦିଲ୍ଲୀ,୧୦।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କ ODI ଫର୍ମାଟରୁ ଅବସର ନେବାର ଗୁଜବ ଶୀର୍ଷରେ ଥିଲା। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନିଜର ସ୍ପେଲ ସମାପ୍ତ କରିବା ପରେ…

୨୦୨୭ ଓ୍ବାଲର୍ଡ କପ ପ୍ଲାନକୁ ନେଇ ରୋହିତଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୩: ରବିବାର ଭାରତ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ମାତ୍ରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯାଇଥିଲା। ଯେମିତି ସାରା ଦେଶରେ ହୋଲି ପୂର୍ବରୁ ଦୀପାବଳି ପାଳନ ଆରମ୍ଭ ହୋଇଗଲା। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଷ୍ଟମ୍ପ ଧରି…

ଚାମ୍ପିୟନ ହେବା ପରେ ଟିମ ଇଣ୍ଡିଆକୁ କାହିଁକି ମିଳିଲା ଧଳା କୋଟ୍‌, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ,୧୦।୩: ଭାରତୀୟ କ୍ରିକେଟ ଇତିହାସରେ ୯ ମାର୍ଚ୍ଚ ୨୦୨୫ ଦିନଟି ଅମର ହୋଇଗଲା। ଏହି ଦିନ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ଭାରତକୁ ବିଜୟ ଦେଇଥିବା ରବିନ୍ଦ୍ର ଜାଡେଜାଙ୍କ ଚାରିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?