ଖେଳ

Video: ଚାମ୍ପିୟନ୍ ଭାରତକୁ ଟ୍ରଫି ଦେଲେ ଜୟ ଶାହା, ଦେଖନ୍ତୁ ଭିଡିଓ

ଦୁବାଇ,୯।୩: ରବିବାର ଅନୁଷ୍ଠିତ ଆକର୍ଷଣୀୟ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ରେକର୍ଡ ତୃତୀୟ ICC ଚାମ୍ପୟନ୍ସ ଟ୍ରଫି ଟାଇଟଲ ହାସଲ କରିଛି ଭାରତ। ଏଥିସହ ଭାରତ ଇତିହାସ ରଚି ନିଜ ନାମ ଲିପିବଦ୍ଧ କରିଛି। ଏହି ବିଜୟ…

ଶାମିଙ୍କ ଅଲୋଡ଼ା ରେକର୍ଡ

ଦୁବାଇ,୯ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛନ୍ତି। ଟୁର୍ନାମେଣ୍ଟରେ ଭାରତ ପାଇଁ ମିଳିତ ସର୍ବାଧିକ ଉଇକେଟ ନେଇଥିବା ଶାମି ନ୍ୟୁଜିଲାଣ୍ଡର ବ୍ୟାଟରଙ୍କ ବିପକ୍ଷରେ ଉଇକେଟ ନେବାରେ…

Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ, ଖୁସିର ଅନୁଷ୍କା ଶର୍ମାଙ୍କୁ ଆଲିଙ୍ଗନ କଲେ ବିରାଟ କୋହଲି

ଦୁବାଇ, ୯।୩: ରବିବାର ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ୱିକେଟରେ ରୋମାଞ୍ଚକର ବିଜୟ ପରେ ଭାରତ ରେକର୍ଡ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଉଠାଇ ଇତିହାସ ରଚିଛି। ଭାରତୀୟ ଦଳ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ବିଶ୍ୱ କ୍ରିକେଟରେ ସେମାନଙ୍କର ପ୍ରାଧାନ୍ୟକୁ…

ଚାମ୍ପିୟନ୍ସ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୯ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛନ୍ତି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ…

Video: ତୃତୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ: ଷ୍ଟମ୍ପ ଧରି ଦାଣ୍ଡିଆ ଖେଳିଲେ ରୋହିତ ଶର୍ମା, ବିରାଟ କୋହଲି

ଦୁବାଇ,୯।୨: ରବିବାର ଭାରତ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୪ ୱିକେଟରେ ରୋମାଞ୍ଚକର ବିଜୟ ସହିତ ତୃତୀୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତି ଇତିହାସ ରଚିଲା। ଅଧିନାୟକ ରୋହିତ ଶର୍ମା ଆଗରୁ ନେତୃତ୍ୱ ନେଇଥିଲେ ୭୬ ରନର…

RCB IPL ଟ୍ରଫି ଜିତି ପାରିବ ନାହିଁ: ଅମ୍ବାତି ରାୟୁଡୁ

ମୁମ୍ବାଇ,୯।୩: ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ IPL 2025 ପୂର୍ବରୁ ଏକ ବଡ଼ ବୟାନ ଦେଇଛନ୍ତି। IPL 2025ରେ RCB ଟ୍ରଫି ଜିତି ପାରିବା ନାହିଁ ବୋଲି ଅମ୍ବାତି ରାୟୁଡଙ୍କ ଏହି ବୟାନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅମ୍ବାତି ରାୟୁଡୁ…

ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ବିରାଟଙ୍କ ଆଉଟ୍‌ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ଭାଇରାଲ

ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲାରେ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଦମ୍‌ଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଗିଲ୍‌ଙ୍କ ଆଉଟ୍‌ ପରେ ବିରାଟ କୋହଲି ପଡିଆକୁ ଓହ୍ଲାଇ ଥିଲେ। ହେଲେ…

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ

ଦୁବାଇ, ୯।୩: ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ…

ରୋହିତଙ୍କ ଆଉଟ୍‌ ପରେ ନିରାଶ ହେଲେ ରିତିକା

ଦୁବାଇ,୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ରବିବାର ଚାଲିଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ ମୁକାବିଲା। ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଭାରତ ବୋଲିଂ ଆରମ୍ଭ…

Champions Trophy Final: ଫାଇନାଲ୍ ମ୍ୟାଚରେ ନ୍ୟୁଜିଲାଣ୍ଡ୍ ଦଳକୁ ବଡ଼ ଝଟକା, ଆହତ ହେଲେ ଷ୍ଟାର ବ୍ୟାଟ୍ସମ୍ୟାନ୍

ଦୁବାଇ, ୯।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ବ୍ୟାଟିଂ କରୁଥିବା ସମୟରେ ଆହତ ହେବା ପରେ ସୁପରଷ୍ଟାର ବ୍ୟାଟ୍ସମ୍ୟାନ୍ ଏବଂ ପୂର୍ବତନ ଅଧିନାୟକ କେନ୍ ୱିଲିୟମ୍ସନ୍ ଦ୍ୱିତୀୟ ଇନିଂସରେ ମ୍ୟାଚ୍ ରୁ ବାଦ ପଡିଛନ୍ତି। ୱିଲିୟମ୍ସନ୍ ବହୁତ ଭଲ ଫର୍ମରେ ଅଛନ୍ତି…

କ’ଣ ଦିନିକିଆରୁ ଅବସର ନେବେ ରବିନ୍ଦ୍ର ଜାଡେଜା ? ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ବିରାଟ କୋହଲିଙ୍କ ଏହି ଆକ୍ସନ ଦେଇଥିଲା ସଙ୍କେତ

ଦୁବାଇ, ୯।୩: ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ପରେ ରବିନ୍ଦ୍ର ଜାଡେଜା ଅବସର ନେଇପାରନ୍ତି। ଆମେ ଏହା କହୁନାହୁଁ, କିନ୍ତୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ରେ ଏପରି ସଙ୍କେତ ମିଳିଛି। ପ୍ରକୃତରେ, ଯେତେବେଳେ…

IPL 2025: ମାଥ୍ୟୁ ଓ୍ବେଡଙ୍କୁ ମିଳିଲା ଗୁଜରାଟ ଟାଇଟନ୍ସର ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୯ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ପାଇଁ ଗୁଜରାଟ ଟାଇଟନ୍ସ(ଜିଟି) ଅଷ୍ଟ୍ରେଲିଆର ପୂର୍ବତନ ଉଇକେଟକିପର-ବ୍ୟାଟର ମାଥ୍ୟୁ ଓ୍ବେଡଙ୍କୁ ଦଳର ସହାୟକ କୋଚ ଭାବେ ନିଯୁକ୍ତ କରିଛି। ଓ୍ବେଡ ୨୦୨୨ ଓ ୨୦୨୪ରେ ଗୁଜରାଟ ଫ୍ରାଞ୍ଚାଇଜି ସହିତ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?