ଖେଳ

ODIରୁ ଅବସର ଉପରେ ରୋହିତ ଶର୍ମା କଲେ ବଡ଼ ଘୋଷଣା: ପ୍ରଶଂସକଙ୍କୁ ଚମକାଇଦେଲେ

ନୂଆଦିଲ୍ଲୀ,୧୦।୩: ଚାମ୍ପୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅନୁମାନ କରାଯାଉଥିଲା କି ଟୁର୍ନାମେଣ୍ଟ ଶେଷ ହେବା ପରେ ରୋହିତ ଶର୍ମା ଅବସର ନେଇପାରନ୍ତି। ଫାଇନାଲ ମ୍ୟାଚ ଯେତେ ପାଖେଇ ଆସୁଥିଲା, ରୋହିତଙ୍କ ଅବସର ଗୁଜବ ପୁଣିଥରେ ଜୋର ଧରିବା…

ଆଇପିଏଲରେ ତମାଖୁ, ମଦ୍ୟପାନ ବିଜ୍ଞାପନ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟଟି ହୋମ ଏବଂ ଆୱେ ଫର୍ମାଟରେ ଖେଳାଯିବ, ଯାହା ପାଇଁ ସମସ୍ତ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏହି ସମୟରେ, ସ୍ବାସ୍ଥ୍ୟ…

ଭାରତ ଚାମ୍ପିଅନ ହେବା ପରେ ଆୟୋଜକ ପାକିସ୍ତାନରେ ଦେଖାଦେଲା ଅଶାନ୍ତି! ପ୍ରଶ୍ନ ଉଠାଇଲେ ଓ୍ବାସିମ ଆକ୍ରମ

ଇସଲାମାବାଦ,୧୦।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ପାକିସ୍ତାନ ଥିଲା। କିନ୍ତୁ ଭାରତ ଚାମ୍ପିଅନ ହେବା ପରେ, ପାକିସ୍ତାନ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ଦୁବାଇରେ ଦେଖାଯାଇ ନ ଥିଲେ। ରବିବାର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଭାରତର ବିଜୟ…

ମୁଁ ବହୁତ ଭାଗ୍ୟବାନ: କାହିଁକି ଏମିତି କହିଲେ ବିରାଟ କୋହଲି

ଦୁବାଇ,୧୦।୩: ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ଟିମ ଇଣ୍ଡିଆର ବିଜୟ ଉପରେ…

ଭାରତର ବିଜୟ ପରେ ଭିଡିଓ ଶେୟାର କରି ବଡ଼ ଦାବି କଲେ ଚହଲଙ୍କ ରୁମର୍ଡ ଗର୍ଲ ଫ୍ରେଣ୍ଡ, କହିଲେ…

ନୂଆଦିଲ୍ଲୀ,୧୦।୩: କିଛିଦିନ ହେଲା କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଛାଡପତ୍ର ଖବର ଭାଇରାଲ ହେଉଛି। ଠିକ ସେହି ସମୟରେ, କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ କ୍ରିକେଟର ଧନଶ୍ରୀଙ୍କଠାରୁ ଛାଡପତ୍ର ନେଇଛନ୍ତି ଏବଂ ଦମ୍ପତି ପାରସ୍ପରିକ ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି।…

Champions Trophy: ଭାରତର ବିଜୟ ପାଳନ କରିବାବେଳେ ଲାଠି ଚାର୍ଜ? ଭିଡିଓ ଶେୟାର କରି ବଡ଼ ଦାବି କଲେ ଭାଜପା ନେତା

ହାଇଦ୍ରାବାଦ,୧୦।୩: ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି। ଏବେ ଭାରତୀୟ କ୍ରିକେଟ ଦଳର ପ୍ରଶଂସକଙ୍କ ମଧ୍ୟରେ ଏକ ଉତ୍ସବର ପରିବେଶ ଥିଲା, କିନ୍ତୁ ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି ଯେ ତେଲଙ୍ଗାନା…

ICC ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ: Jio Hotstar’ରେ ଲାଇଭ୍ ଦେଖିଲେ ୯୦ କୋଟିରୁ ଅଧିକ ଦର୍ଶକ

ନୂଆଦିଲ୍ଲୀ,୧୦।୩: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏକ ରୋମାଞ୍ଚକର ଫାଇନାଲରେ, ଭାରତ ନ୍ୟୁଜିଲାଣ୍ଡକୁ ଚାରି ୱିକେଟରେ ପରାସ୍ତ କରି ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ହାସଲ କରି ଇତିହାସରେ ନିଜର ନାମ ଲେଖିଛି। ଏହି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା କେବଳ ପଡ଼ିଆରେ ଏକ…

ଏହି ମହିଳାଙ୍କ ପାଦ ଛୁଇଁ ସମସ୍ତଙ୍କ ହୃଦୟ ଜିତିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ଦୁବାଇ,୧୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ୪ ଉଇକେଟରେ ଜିତିଛି। ଏହା ସହିତ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଏବଂ ୨୦୧୩ ପରେ, ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର ରାଜା ପାଲଟିଛି।…

ଭାରତ ଜିତିବା ପରେ ଛୁଟିଲା ଅଭିନନ୍ଦନର ସୁଅ: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୧୦ା୩: ଭାରତୀୟ ଦଳ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହି ଉପଲବ୍ଧି ପରେ ଭାରତୀୟ ଦଳ ନିକଟକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ଅଭିନନ୍ଦନକାରୀଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଚହଲଙ୍କୁ ମିଳିଗଲା ନୂଆ ଗର୍ଲଫ୍ରେଣ୍ଡ: ମିଷ୍ଟ୍ରି ଗର୍ଲଙ୍କ ସହ ଦେଖିଲେ ଫାଇନାଲ୍‌ ମ୍ୟାଚ୍‌, ଜାଣନ୍ତୁ ସେ କିଏ

ଦୁବାଇ,୧୦।୩: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ ଦୁବାଇରେ ଖେଳାଯାଇଥିଲା। ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମ୍ୟାଚ ଦେଖିବାକୁ ଆସିଥିଲେ। ଚହଲ ବର୍ତ୍ତମାନ ଭାରତୀୟ…

ମାଲାମାଲ୍‌ ହେଲା ଟିମ୍‌ଇଣ୍ଡିଆ: ଜାଣନ୍ତୁ କାହାକୁ କେତେ କ’ଣ ମିଳିଲା

ଦୁବାଇ,୧୦।୩: ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଇତିହାସରେ ଏହା ତୃତୀୟ ଥର ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଜିତିଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତକୁ ୨୫୨ ରନର ଟାର୍ଗେଟ ମିଳିଥିଲା, ଯାହାକୁ…

IND vs NZ Final: ଭାରତର ଐତିହାସିକ ବିଜୟ: ଫାଇନାଲ୍‌ରେ ଭାଙ୍ଗିଲା ଏହିସବୁ ବଡ଼ ବଡ଼ ରେକର୍ଡ

ଦୁବାଇ,୧୦।୩: ଭାରତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଟାଇଟଲ ଜିତିଛି। ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ବିଜୟ ପାଇଁ ୨୫୨ ରନର ଟାର୍ଗେଟ ଦିଆଯାଇଥିଲା। ଜବାବରେ ୪୯ ଓଭରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?