ଖେଳ

ଇନଷ୍ଟାଗ୍ରାମରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୧୨।୩: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚାମ୍ପିୟନ୍ସ ଟ୍ରଫିରେ ବ୍ୟାଟ ଏବଂ ବଲ ଉଭୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ସେ କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ କରିଛନ୍ତି କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ମଧ୍ୟ ଏକ ବଡ଼ ରେକର୍ଡ କରିଛନ୍ତି। ସେ…

ମୁମ୍ବାଇକୁ ବଡ଼ ଝଟକା: ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପ୍ରତିବନ୍ଧକ, ଖେଳିପାରିବେନି ମ୍ୟାଚ

ନୂଆଦିଲ୍ଲୀ,୧୨।୩: ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି। ଜସପ୍ରିତ ବୁମ୍‌ରା ଆଘାତ ଯୋଗୁ କିଛି ମ୍ୟାଚରୁ ବାହାରେ ରହିପାରନ୍ତି ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିବନ୍ଧକ ଯୋଗୁ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ। ମୁମ୍ବାଇ…

ଟେଷ୍ଟ କ୍ରିକେଟକୁ ୧୫୦ ବର୍ଷ ପୂରଣ: ଜାଣନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ କେଉଁ ଦଳ ଜିତିଥିଲା

ନୂଆଦିଲ୍ଲୀ,୧୨।୩: ୨୦୨୭ ବର୍ଷ ପାଇଁ ଏକ ଅଜବ ଏବଂ ଐତିହାସିକ ଟେଷ୍ଟ ମ୍ୟାଚ ଘୋଷଣା କରାଯାଇଛି। ପୁରୁଷ ଟେଷ୍ଟ କ୍ରିକେଟ ଇତିହାସର ୧୫୦ ବର୍ଷ ପୂରଣ ଉପଲକ୍ଷେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବା-ରାତ୍ର ଗୋଲାପୀ ବଲ ମ୍ୟାଚ ଆୟୋଜନ…

IPL 2025ର ପ୍ରଥମ ଦିନ ଦେଖିବାକୁ ମିଳିବ ଅଦ୍ଭୁତ ଦୃଶ୍ୟ: ୧୭ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୩: କିଛି ଦିନ ପରେ IPL 2025 ଆରମ୍ଭ ହେବାକୁ ଯାଉଛି। ଏହା ଏହି ଟୁର୍ନାମେଣ୍ଟର ୧୮ତମ ସିଜିନ ହେବ। ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ମ୍ୟାଚ କୋଲକାତାର ଇଡେନ…

VIDEO: ରିଷଭ ପନ୍ତଙ୍କ ଭଉଣୀ ବାହାଘରରେ ଜବରଦସ୍ତ ଡ୍ୟାନ୍ସ କଲେ ଧୋନୀ, ଭିଡିଓ ଭାଇରାଲ

ମୁମ୍ବାଇ,୧୨।୩: ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତଙ୍କ ବିବାହ ଆଜି ଅନୁଷ୍ଠିତ ହେବ। ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ଖେଳି ଫେରିଥିବା ତାଙ୍କ ଭାଇ ପନ୍ତ ମଙ୍ଗଳବାର ସକାଳେ ମସୁରୀରେ ପହଞ୍ଚିଥିବା ବେଳେ ସାରେ, ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନୀ ତାଙ୍କ…

କିଏ ସେହି ଶିଖର ଧାୱନଙ୍କ ମିଷ୍ଟ୍ରି ଗର୍ଲଫ୍ରେଣ୍ଡ? ଚାମ୍ପିୟନ୍ସ ଟ୍ରଫି ସମୟରେ ଭାଇରାଲ ପରେ…

ନୂଆଦିଲ୍ଲୀ,୧୨।୩: ଶିଖର ଧାୱନ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ସେ ଖବରର ଶିରୋନାମାରେ ରହିବା ବନ୍ଦ କରିନାହାଁନ୍ତି। ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବ୍ରାଣ୍ଡ ଆମ୍ବାସାଡର ଘୋଷଣା କରାଯାଇଥିଲା। ତାଙ୍କୁ ଦୁବାଇରେ ଭାରତୀୟ ଦଳର ଅନେକ ମ୍ୟାଚ ଉପଭୋଗ କରୁଥିବାର ଦେଖାଯାଇଥିଲା।…

ପାକିସ୍ତାନ କ୍ରିକେଟ ଆଇସିୟୁରେ…ଚମକାଇବା ଭଳି ବୟାନ ଦେଲେ…

ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟ ଆଇସିୟୁରେ ଥିବା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍‌ଠାରୁ ଜାତୀୟ ଦଳରୁ…

ପାକିସ୍ତାନ ଟିମ୍‌କୁ ଆଉ ଏକ ବଡ଼ ଝଟ୍‌କା,ଏବେ ଦଳରୁ…

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରେ ବାଦ ପଡ଼ିଥିବା ପାକିସ୍ତାନୀ ଦଳର ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଥିବା ବେଳେ ମାତ୍ର ୨୪ ଘଣ୍ଟା ପୂର୍ବରୁ ଜଣେ ଅଭିଜ୍ଞ ଖେଳାଳି ଓହରିଛନ୍ତି। ଆମେ ପାକିସ୍ତାନ…

ଅଧିନାୟକ ଅଫର୍‌କୁ ସଫାସଫା ମନା କରିଦେଲେ କେ ଏଲ୍‌ ରାହୁଲ, ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୧।୩: ଚାମ୍ପିଅନ୍ସ ଟ୍ରଫିରୁ ଫେରିବା ପରେ କେ ଏଲ୍‌ ରାହୁଲ ଅଧିନାୟକତ୍ୱକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାହୁଲ ଆଇପିଏଲ୍‌ ୨୦୨୫ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ…

ଭଲିବଲ: ଭୁବନେଶ୍ୱରକୁ ହରାଇ ରାଇଜିଂ କ୍ଲବ ଚାମ୍ପିୟନ

ରାଉରକେଲା,୧୧।୩(ଦିନେଶ ମିଶ୍ର):ରାଉରକେଲା ସେକ୍ଟର-୨୦ସ୍ଥିତ ରାଇଜିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍‌ ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଓ ରାଇଜିଂ କ୍ଲବ ମଧ୍ୟରେ ଖେଳାଯାଇଥିଲା। ୩ଟି ସେଟ୍‌ ବିଶିଷ୍ଟ ଏହି ମ୍ୟାଚ୍‌ ପ୍ରତିଦ୍ୱନ୍ଦିତାମୂଳକ…

୧୫ ମାସ ପରେ ଡବ୍ଲ୍ୟୁଏଫଆଇ ଉପରୁ ହଟିଲା ବାସନ୍ଦ

ନୂଆଦିଲ୍ଲୀ,୧୧ା୩: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ଉପରୁ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ବାସନ୍ଦାଦେଶ ହଟାଇ ଦେଇଛି। ଏଥିଯୋଗୁ ଦେଶରେ କୁସ୍ତିକୁ ନେଇ ଗତ ୧୫ ମାସ ହେଲା ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଫଳରେ ଅମ୍ମାନଠାରେ ହେବାକୁ ଥିବା ଆଗାମୀ ଏସିଆନ…

IPL 2025 ପାଇଁ ନୂଆ ଜର୍ସି ଲଞ୍ଚ୍‌ କଲା ଆରସିବି, ଜାଣନ୍ତୁ କେଉଁଠାରୁ କିଣିପାରିବେ ପ୍ରଶଂସକ

ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏବେ ଧୀରେ ଧୀରେ ଚାମ୍ପିୟନ୍ସ ଟ୍ରଫି ଖେଳୁଥିବା ଖେଳାଳିମାନେ ମଧ୍ୟ ନିଜ ନିଜ ଦଳରେ ଯୋଗଦେବା ଆରମ୍ଭ କଲେଣି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?