ଖେଳ

ବଦଳିବ ନାହିଁ ନ୍ୟୁଟ୍ରାଲ ଅମ୍ପାୟର ନିୟମ

ଲଣ୍ଡନ,୧୩।୮(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତକାରୀ ଏମ୍‌ସିସି (ମାରିଲେବୋନ କ୍ରିକେଟ କ୍ଲବ) ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ସମର୍ଥନ କରିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଦୁଇ ନ୍ୟୁଟ୍ରାଲ ଅମ୍ପାୟର ଅତ୍ୟଧିକ ଭୁଲ ନିଷ୍ପତ୍ତି ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ଅମ୍ପାୟର ଜୁଏଲ ଓ୍ବିଲସନ…

ବିଶ୍ୱ ଚାମ୍ପିୟନଶିପ୍‌ରେ ଟ୍ରାଏଲରୁ ହଟିଲେ ପ୍ରବୀଣ ରାଣା

ନୂଆଦିଲ୍ଲୀ,୧୩।୮- ଆସନ୍ତା ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନସ୍ଥିତ ନୁର ସୁଲତାନଠାରେ ବିଶ୍ୱ ରେସଲିଂ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିନେଇ ହେବାକୁ ଥିବା ଚୟନ ଶିବିରରୁ ଡବଲ ଅଲିମ୍ପିକ୍‌ ପଦକଧାରୀ ସୁଶୀଲ କୁମାରଙ୍କ ବଡ଼ ପ୍ରତିଦ୍ୱନ୍ଦ୍ୱୀ ପ୍ରବୀଣ ରାଣା ଓହରିଯାଇଛନ୍ତି।…

ଭାରତ ପାଇଁ ୫୦୦ରୁ ଅଧିକ ପାଳି ଖେଳିଛନ୍ତି ମାତ୍ର ତିନି ଖେଳାଳି

କ୍ରିକେଟ ଏମିତି ଏକ ଖେଳ ଯେଉଁଠି ପ୍ରତି ମ୍ୟାଚ୍‌ରେ କିଛି ରେକର୍ଡ ସଷ୍ଟି ହୁଏ, ଆଉ କିଛି ରେକର୍ଡ ଭାଙ୍ଗେ। କେଉଁ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ରେକର୍ଡ କରନ୍ତି ତ ଆଉ କେବେ ବୋଲ୍‌ର କୀର୍ତ୍ତିମାନ ହାସଲ କରନ୍ତି। ତେବେ ଅନ୍ତର୍ଜାତୀୟ କ୍ରିକେଟ…

ପୋଲାର୍ଡଙ୍କ ସହ ହ୍ୟାଙ୍ଗ ଆଉଟ୍‌ କଲେ ଟିମ୍‌ ଇଣ୍ଡିଆ ଖେଳାଳି

ନୂଆଦିଲ୍ଲୀ,୧୩।୮- ଓ୍ବେଷ୍ଟଇଣ୍ଡିଜ ଦଳର ଅନ୍ୟତମ ବିପଜ୍ଜନକ ବ୍ୟାଟ୍ସମ୍ୟାନ କିରୋନ ପୋଲାର୍ଡ ଭାରତୀୟ କ୍ରିକେଟର ଶିଖର ଧାଓ୍ବନ, ନବଦୀପ ସାଇନି, ଶ୍ରେୟାସ ଆୟାର, ଖଲିଲ ଅହମ୍ମଦ, ରିଦ୍ଦିମାନ ଶାହ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ସହ ପୋର୍ଟ ଅଫ୍‌ ସ୍ପେନଠାରେ ସମୟ ବିତାଇଛନ୍ତି। ଭାରତୀୟ…

କାହିଁକି ପଡିଆରେ ଡ୍ୟାନ୍ସ କରନ୍ତି, ରାଜ୍‌ ଖୋଲିଲେ କୋହଲି

ଗୁୟାନା, ୧୩।୮: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଡିଆରେ ବେଳେବେଳେ ଡ୍ୟାନ୍ସ କରୁଥିବାର ଦେଖାଯାଏ। ନିକଟରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ସେ ଖୁବ୍‌ ଡ୍ୟାନ୍ସ କରିଥିଲେ। ବର୍ଷା ଯୋଗୁ ଖେଳ ବାରମ୍ବାର ବନ୍ଦ ହେଉଥିବାବେଳେ ପଡିଆରେ ଓ୍ବେଷ୍ଟଇଣ୍ଡିଜ୍‌ର…

ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିନେଇ ବିବାହ କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌

ବଲିଉଡ ଏବଂ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ବହୁ ପୁରୁଣା। ବହୁ ପୁରୁଖା କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ପ୍ରେମ ଓ ବିବାହ କରିବା ଖବର ସର୍ବଦା ଚର୍ଚ୍ଚାରେ ଥାଏ। ହେଲେ ବିଦେଶୀ କ୍ରିକେଟର ଭାରତୀୟ ଅଭିନେତ୍ରୀଙ୍କ ପଛରେ ପଡିବା କମ୍‌ ଦେଖାଯାଏ। ସେମିତି…

ଏହି ପଦବୀ ହାତେଇବାକୁ ଚାହୁଁଛନ୍ତି ସେହଓ୍ବାଗ୍‌

ନୂଆଦିଲ୍ଲୀ, ୧୩।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ବେଳେବେଳେ ମଜାକିଆ ପୋଷ୍ଟ କରି ସେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏକ ଟୁଇଟ କରି ଚୟନକର୍ତ୍ତା ହେବାକୁ ଇଚ୍ଛା…

କଶ୍ମୀର ଖେଳାଳିଙ୍କୁ ମାଗଣା ଟ୍ରେନିଂ ଦେବାକୁ ଚାହୁଁଛନ୍ତି ଧୋନୀ

ରାଞ୍ଚି, ୧୩।୮:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଜମ୍ମୁ-କଶ୍ମୀରରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ୩୭୦ ଧାରା ଉଚ୍ଛେଦ…

ବିରାଟ ୧୦୦ ଶତକ ରେକର୍ଡ ଭାଙ୍ଗିଲେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି କହିଲେ ସଚିନ୍‌

ତ୍ରିନିଦାଦ,୧୩।୮- ସ୍ଥାନୀୟ ପୋର୍ଟ ଅଫ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ବିରାଟଙ୍କ ଏହି ଶତକ ଫଳରେ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ଶତକ ସଂଖ୍ୟା ୬୭ରେ ପହଞ୍ଚିଛି।…

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ ମିଳିବ। ଏଥର ବଲ୍‌ ଉପରେ ଏହାର ପ୍ରୟୋଗ କରାଯିବାକୁ ଯାଉଛି। ଆଗାମୀ ଦିନରେ ବଲ୍‌ରେ…

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି ହକି ମିଟ୍‌-୨୦୧୯ ରବିବାର ଉଦ୍‌ଯାପିତ ହୋଇଯାଇଛି। ଜବାହର ନବୋଦୟ ବିଦ୍ୟାଳୟ ଭୋପାଳ କ୍ଷେତ୍ର ଆନୁକୂଲ୍ୟରେ…

ପ୍ରୋ-କବାଡ଼ି ଲିଗ୍‌:ଓ୍ବାରିୟର୍ସ-ଟାଇଟାନ୍ସ ମ୍ୟାଚ ଡ୍ର, ଯୋଦ୍ଧା ବିଜୟୀ

ଅହମ୍ମଦାବାଦ, ୧୩।୮(ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ରେ ସୋମବାର ବେଙ୍ଗଲ ଓ୍ବାରିୟର୍ସ ଓ ତେଲ୍‌ଗୁ ଟାଇଟାନ୍ସ ମ୍ୟାଚ ୨୯-୨୯ ପଏଣ୍ଟରେ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ଏହା ୫ମ ଡ୍ର। ଲିଗ୍‌ ଇତିହାସରେ ଏହା ଏକ ରେକର୍ଡ ମଧ୍ୟ। ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?