ଖେଳ

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ ସିରିଜ୍‌। ଏହି ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ସାମିଲ ହୋଇଛନ୍ତି ସ୍ପିନର ରହକିମ୍‌ କର୍ନଓ୍ବାଲ୍‌।…

ଧୋନୀଙ୍କୁ ‘ମିସ୍‌’ କରୁଛନ୍ତି ସାକ୍ଷୀ: କହିଲେ, ତୁମ ଖେଳନା ଆସିଗଲା, ଏବେ ଅପେକ୍ଷା କରିଛି ତୁମକୁ

ରାଞ୍ଚି, ୧୨।୮:ଟିମ ଇଣ୍ଡିଆର ୱିକେଟକିପର ମହେନ୍ଦ୍ର ସିଂହ ଧୋନୀ ଏବେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ନେଉଛନ୍ତିି। ଧୋନୀ ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ତାଙ୍କ ଅନୁପସ୍ଥିତ ଅନୁଭବ କରୁଛନ୍ତି ସ୍ତ୍ରୀ ସାକ୍ଷୀ।…

ଗୀତ ଗାଇଲେ ପାଣ୍ଡ୍ୟା

ମୁମ୍ବାଇ, ୧୨।୮: ଭାରତୀୟ କ୍ରିକେଟଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଏକ ଦିବସୀୟ ସିରିଜ୍‌ ଖେଳୁଛି। ଏହି ସିରିଜ୍‌ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ସେ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ ତାଙ୍କ ଭାଇ କୃନାଲ ପାଣ୍ଡ୍ୟା…

ମାନସିକ ଶାନ୍ତି ପାଇଁ କ୍ରିକେଟରୁ କିଛିଦିନ ଛୁଟି ନେଲେ ଏହି କ୍ରିକେଟର୍‌

ଢାକା,୧୨।୮: ବାଲାଂଦେଶର ଷ୍ଟାର୍‌ ଖେଳାଳି ତମିମ୍‌ ଇକବାଲ୍‌ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛନ୍ତି। ମାନସିକ ଶାନ୍ତି ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେ ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡକୁ ଚିଠି ଲେଖି ଜଣାଇଥିଲେ। ଯାହାକୁ ବୋର୍ଡ ମଞ୍ଜୁରୀ ଦେଇଛି।…

ଜମ୍ମୁ-କଶ୍ମୀରରେ ରହୁଥିବା ଏହି କ୍ରିକେଟରଙ୍କ ପାଇଁ ରକ୍ଷକ ସାଜିଲେ ସେନା, ଘରେ ନେଇ ପହଞ୍ଚାଇଲେ ଔଷଧ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରରେ ରହୁଥିବା ଦିଲ୍ଲୀ ରଣଜୀ ଟିମର ପୂର୍ବତନ ଅଧିନାୟକ ମିଥୁନ ମାନହସ୍‌ଙ୍କ ପରିବାର ଲୋକଙ୍କ ପାଇଁ ରକ୍ଷକ ସାଜିଛନ୍ତି ଭାରତୀୟ ସେନା। ମିଥୁନଙ୍କ ଜେଜେ-ଜେଜେମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେନା ତାଙ୍କ ଘରେ ନେଇ ଔଷଧ ଏବଂ ଅତ୍ୟାବଶକୀୟ…

ପରିବାର ପୋଷିବା ପାଇଁ ଦିନେ ଚୋରି କରିଥିଲେ, ଏବେ ଭାଙ୍ଗିଲେ ଲାରାଙ୍କ ରେକର୍ଡ

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮: ସ୍ଥାନୀୟ କୁଇନ୍ସ ପାର୍କ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଲାରା…

ବୁଲ୍‌ଗେରିଆନ ଓପନ୍‌ ବ୍ୟାଡ୍‌ମିଣ୍ଟନ: ଭାରତକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ, ୨ବ୍ରୋଞ୍ଜ

ପାଜାର୍ଡଝିକ୍‌ (ବୁଲ୍‌ଗେରିଆ ), ୧୨ା୮ (ପି.ଟି.)-ବୁଲ୍‌ଗେରିଆନ ଜୁନିୟର ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ସହ ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ ବ୍ରୋଞ୍ଜ ସହ ମୋଟ ୬ଟି ପଦକ ଜିତିଛନ୍ତି। ମହିଳା ସିଙ୍ଗଲ୍ସ କାଟେଗୋରିରେ ସାମିୟା…

ଭାରତୀୟ ଯୁବ ଦଳ ଜିତିଲା ତ୍ରି-ରାଷ୍ଟ୍ରୀୟ ସିରିଜ

ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍‌ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ୬ ଉଇକେଟ୍‌ରେ ବାଂଲାଦେଶ ଯୁବ କ୍ରିକେଟ୍‌ ଦଳକୁ ପରାସ୍ତ…

ଡେଭିସ୍‌ କପ୍‌: ଭେନ୍ୟୁ ସ୍ଥାନାନ୍ତର ପାଇଁ ରାଜି ହେଉନି ପାକିସ୍ତାନ

କରାଚୀ, ୧୨ା୮ (ପି.ଟି.)-ପାକିସ୍ତାନ ବିପକ୍ଷରେ ଖେଳାଯିବାକୁଥିବା ଡେଭିସ୍‌ କପ୍‌ ଏସିଆ/ଓସେନିଆ ଗ୍ରୁପ୍‌-୧ ମ୍ୟାଚ୍‌ ଏକ ନିରପେକ୍ଷ ଭେନ୍ୟୁରେ କରିବା ଲାଗି ଭାରତ କରିଥିବା ଅନୁରୋଧକୁ ପାକିସ୍ତାନ ଟେନିସ ଫେଡେରେଶନ (ପିଟିଏଫ୍‌) ପ୍ରତ୍ୟାଖ୍ୟାନ କରିଛି। ଏହି ମ୍ୟାଚ ସେପ୍ଟେମ୍ବର ୧୪ ଓ ୧୫ରେ…

ଝୁହାଇ, ଚାଇନା ଓପନ୍‌ ଖେଳିବେ ମୁରେ

ଲଣ୍ଡନ, ୧୨ା୮ (ଏଏଫ୍‌ପି)-ଆସନ୍ତା ମାସରେ ଝୁହାଇ ଚାମ୍ପିୟନଶିପ୍‌ ଏବଂ ଚାଇନା ଓପନ୍‌ରେ ଖେଳିବେ ବ୍ରିଟିଶ ଟେନିସ ଖେଳାଳି ଆଣ୍ଡି ମୁରେ। ୭ ମାସ ପୂର୍ବେ ବିଶ୍ୱର ଏହି ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଅଷ୍ଟ୍ରେଲିଆରେ କହିଥିଲେ ଇଞ୍ଜୁରି କାରଣରୁ ତାଙ୍କ କ୍ୟାରିୟର…

୨୩ ବର୍ଷରୁ କମ୍‌ ଏସିଆନ ଭଲିବଲ୍‌: ଭାରତ ରନର୍ସଅପ୍‌

ନେ ପାଇ ତାଓ (ମ୍ୟାନମାର୍‌), ୧୨ା୮ (ପି.ଟି.)-ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ପୁରୁଷ ଏସିଆନ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତ ରନର୍ସ ଅପ୍‌ ହୋଇଛି। ମ୍ୟାଚ ପରେ ଭାରତୀୟ କୋଚ୍‌ ପ୍ରୀତମ ସିଂ ଚୌହାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରବିବାର ଆମ…

ଫାଇନାଲରେ ହାରିଲେ ଫୋଗତ୍‌

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଭାରତର ଶୀର୍ଷ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ୍‌ ବେଲାରୁଷର ମିନସ୍କଠାରେ ଚାଲିଥିବା ମେଦ୍‌ଭେଦ୍‌ ଇଭେଣ୍ଟର ୫୩ କେଜି ଶ୍ରେଣୀ ଫାଇନାଲରେ ପରାଜିତ ହୋଇଯାଇଛନ୍ତି। ରୁଷିଆର ଏନ୍‌. ମାଲିସେଭା ତାଙ୍କୁ ୧୦-୧ରେ ବୈଷୟିକ ଶ୍ରେଷ୍ଠତା ଭିତ୍ତିରେ ହରାଇ ଦେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?