ଖବର ଦେବାକୁ ଡରୁଛି ଓସିଏ
କଟକ ଅଫିସ,୯ା୮-ଖବର ଦେବାକୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଡରୁଛି। ବୟସ ଜାଲିଆତିଠାରୁ ଆରମ୍ଭ କରି ବାରମ୍ବାର ବେନିୟମ ଓ ଦୁର୍ନୀତିର ଅଭିଯୋଗ ଯୋଗୁ ଏହାର ଅଧିକାରୀମାନେ ବୋଧହୁଏ ଖବରଦାତାଙ୍କଠାରୁ ଦୂରତା ବଜାୟ ରଖୁଛନ୍ତି। ଲୁଚାଛପାରେ ସମସ୍ତ କାର୍ଯ୍ୟ ଆଗେଇ ନେଉଛନ୍ତି, ଫଳରେ…
ଭିଜା ଲାଗି ସାହାଯ୍ୟ ଲୋଡିଲେ ଦୂତୀ
ନୂଆଦିଲ୍ଲୀ,୯।୮(ପି.ଟି.):ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ ଯୋଗ୍ୟତା ହାସଲ ପାଇଁ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ୟୁରୋପରେ କେତୋଟି ରେସ୍ରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏଥିପାଇଁ ଭିଜା ପାଇବାରେ ସମସ୍ୟା ଉପୁଜିଛି। ଫଳରେ ସେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍.…
ଅମ୍ଲାଙ୍କ ସନ୍ନ୍ୟାସ
ଜୋହାନ୍ସବର୍ଗ,୯।୮- ଦକ୍ଷିଣ ଆଫ୍ରିକା ଦଳର ଓପନିଂ ବ୍ୟାଟ୍ସମ୍ୟାନ ହାସିମ ଅମ୍ଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୫ ବର୍ଷର ଲମ୍ବା କ୍ୟାରିୟର ଶେଷ ହୋଇଛି। ପ୍ରଥମତଃ ମୋତେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ…
ନିରପେକ୍ଷ ଭେନ୍ୟୁ ପାଇଁ ଏଆଇଟିଏ ଅନୁରୋଧର କରିବ
ନୂଆଦିଲ୍ଲୀ,୮।୮(ପି.ଟି.)- ଜମ୍ମୁ- କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଫଳରେ ପାକିସ୍ତାନ ରାଜଧାନୀ ଇସ୍ଲାମାବାଦ୍ରେ ଆସନ୍ତା ମାସରେ ଆୟୋଜନ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଡେଭିସ୍ କପ୍…
କିଙ୍ଗ୍ସ ଇଲେଭେନ ଛାଡ଼ିଲେ ହେସନ: ଭାରତ କୋଚ୍ ହେବା ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, ୮।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍ ମାଇକ୍ ହେସନ ଗୁରୁବାର ଆଇପିଏଲ୍ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ୍ ପଦରୁ ଅବ୍ୟାହତି ନେଇଛନ୍ତି। ଫଳରେ ହେସନ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ହେବା ନେଇ ଚର୍ଚ୍ଚା ଜୋର୍…
ଜାତୀୟ କ୍ରୀଡ଼ା ପୁରସ୍କାର: ଚୟନ କମିଟିରେ ମେରୀକମ୍, ବାଇଚୁଙ୍ଗ୍
ନୂଆଦିଲ୍ଲୀ, ୮।୮ (ପି.ଟି.)- ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ଲାଗି ଗୋଟିଏ ମାତ୍ର କମିଟି ଗଠନ କରାଯାଇଛି। ଯେଉଁଥିରେ ୬ଥର ବିଶ୍ୱ ଟାଇଟଲ ବିଜୟିନୀ ଷ୍ଟାର୍ ବକ୍ସର ଏମ୍.ସି. ମେରୀକମ୍ ଓ ଭାରତୀୟ ଫୁଟ୍ବଲ ଦଳର ପୂର୍ବତନ ଅଧିନାୟକ…
ବିବାହିତା ମହିଳାଙ୍କୁ ବିବାହ କରିଛନ୍ତି ଏହିସବୁ ଭାରତୀୟ କ୍ରିକେଟର୍
ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି କିଛି କ୍ରିକେଟର ଅଛନ୍ତି…
ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ
ଢାକା, ୮।୮ (ଏଏଫ୍ପି)- ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)। ଆସନ୍ତା ସେପ୍ଟେମ୍ବର ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା…
ପ୍ରଥମ ଦିନିକିଆ ପୂର୍ବରୁ ଅନୁଷ୍କାଙ୍କ ସହ ବୁଲିଲେ କୋହଲି
ଗୁଆନା, ୮।୮: ବିଶ୍ୱକପ ପରେ ଭାରତ ପ୍ରଥମଥର ପାଇଁ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଅବତୀର୍ଣ୍ଣ ହେବେ। ଟି୨୦ ସିରିଜରେ ୩-୦ରେ କ୍ଲିନ…
ଗୋଥାମ୍ଙ୍କ ହ୍ୟାଟ୍ରିକ: ଓ୍ବେଷ୍ଟଇଣ୍ଡିଜ-ଏ ୧୯୪ରେ ସୀମିତ
ତରୌବା (ତ୍ରିନିଦାଦ ଆଣ୍ଡ୍ ଟବାଗୋ), ୮।୮ (ପି.ଟି.)- ଅଫ୍-ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ହ୍ୟାଟ୍ରିକ ଉଇକେଟ୍ ସଫଳତା ବଳରେ ଭାରତ-ଏ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଅନ୍ଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ପ୍ରଥମ ଇନିଂସରେ ୧୯୪ ରନରେ ସୀମିତ ରଖି…
ରାଜ୍ୟ କ୍ରିକେଟ ଦଳ ଚୟନ ଶିବିରରେ ଗଞ୍ଜାମରୁ ୬ ଖେଳାଳି
ବ୍ରହ୍ମପୁର ଅଫିସ,୮।୮: କଟକଠାରେ ଶୁକ୍ରବାରଠାରୁ ଓଡ଼ିଶା ୧୬ ବର୍ଷରୁ କମ୍ କ୍ରିକେଟ ଦଳ ଚୟନ ପାଇଁ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଭାଗ ନେବା ପାଇଁ ଗଞ୍ଜାମ ଦଳରୁ ୬ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ଆହ୍ବାନ…
ଏକରମ୍ୟାନଙ୍କ ନାମରେ ଟି୨୦ ବିଶ୍ୱ ରେକର୍ଡ
ଲଣ୍ଡନ, ୮।୮ (ଏଏଫ୍ପି)- ଦକ୍ଷିଣ ଆଫ୍ରିକା ସ୍ପିନର କଲିନ୍ ଏକରମ୍ୟାନ ଟି୨୦ କ୍ରିକେଟ୍ର ଶ୍ରେଷ୍ଠ ବୋଲିଂ ଫିଗର୍ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଟି୨୦ ବ୍ଲାଷ୍ଟର ଏକ ମ୍ୟାଚ୍ରେ ସେ ୧୮ ରନ୍ ବିନିମୟରେ ୭ ଉଇକେଟ୍…

