ଖେଳ

ବନମାଳୀପୁର ଟି-୨୦ କ୍ରିକେଟ ଉଦ୍‌ଯାପିତ: ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଚାମ୍ପିୟନ

ଭାପୁର,୧୨ା୧୦(ଡି.ଏନ୍‌.ଏ.): ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୩୨ତମ ବାର୍ଷିକ ଚ୍ୟାଲେଞ୍ଜ କପ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବ୍ରାହ୍ମଣୀ ଦେବୀ କ୍ରିକେଟ କ୍ଲବ ଝଗଡ଼ପଡ଼ା ରାମଚନ୍ଦ୍ର କ୍ରିକେଟ କ୍ଲବ ବଘେଇକୁ ୯୩ ରନରେ ପରାସ୍ତ କରି…

କମଲେଶ୍‌ଙ୍କୁ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ହରିୟାଣାର କର୍ନଲଠାରେ ଶୁକ୍ରବାର ଶେଷ ହୋଇଥିବା ଚାମୁଣ୍ଡା ଏଆଇଟିଏ ଚାମ୍ପିୟନଶିପ୍‌ ସିରିଜର ୧୨ ବର୍ଷରୁ କମ୍‌ ବିଭାଗରେ ଓଡ଼ିଶାର ଟେନିସ ପ୍ରତିଭା କମଲେଶ ରଥ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ମହାରାଷ୍ଟ୍ରର ଏନ. ଅଭିରାମ…

ସୁଲତାନ ଜୋହର କପ୍‌ ହକି :ଭାରତ- ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌

ଜୋହର ବାହରୁ,୧୨।୧୦(ପି.ଟି.)- ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ଓ ଆୟୋଜକ ମାଲେସିଆ ଉଦ୍‌ଘାଟନୀ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ପ୍ରତିଭାସମ୍ପନ୍ନ ଡିଫେଣ୍ଡର ମନଦୀପ ମୋରଙ୍କ ନେତୃତ୍ୱରେ ଭାରତ ଏହି ଟୁର୍ନାମେଣ୍ଟରେ ବିଜୟରୁ ଅଭିଯାନ…

ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ନର୍ମାନଙ୍କୁ ହକି ଇଣ୍ଡିଆର ଅଭିନନ୍ଦନ

ନୂଆଦିଲ୍ଲୀ,୧୨।୧୦- ଇଣ୍ଡିଆ ଅଷ୍ଟ୍ରେଲିଆ ବିଜ୍‌ନେସ ଓ କମ୍ୟୁନିଟି ଆଓ୍ବଡର୍‌ସ (ଆଇଏବିସିଏ)ରେ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଲିନା ନର୍ମାନଙ୍କୁ ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ଭାବେ ପୁରସ୍କୃତ କରାଯାଇଛି। ବ୍ରିସ୍‌ବେନରେ ନର୍ମାନଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି।…

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ୟୁପି

ଗ୍ରେଟର ନୋଏଡା,୧୨।୧୦(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁପି ଯୋଦ୍ଧା ୪୫- ୩୩ରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏଥିସହିତ ପୂରା ଢଙ୍ଗରେ ୟୁପି ତା’ର ହୋମ୍‌ ଲେଗ୍‌ ସମ୍ପନ୍ନ କରିଛି। ଏହି ବିଜୟ ସହ ୟୁପି…

ଦିନିକିଆ ସିରିଜ ଜିତିଲେ ଭାରତୀୟ ମହିଳା ପୁନମ, ମିଥାଲିଙ୍କ ଅର୍ଦ୍ଧଶତକ

ଭଦୋଦରା,୧୨।୧୦(ପି.ଟି.)- ଅଧିନାୟିକା ମିଥାଲି ରାଜ ଓ ପୁନମ ରାଉତଙ୍କ ଉପଯୋଗୀ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତୀୟ ମହିଳା ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨ ଓଭର ବାକି ରଖି ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି।…

ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲକ୍ଷ୍ୟ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ରେସ୍‌ରେ ନିଜ ନାମରେ ଥିବା ଜାତୀୟ ରେକର୍ଡକୁ ଭାଙ୍ଗିଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା…

ବିସିସିଆଇ ଏଜିଏମ୍‌: ୧୩ରେ ରାଜ୍ୟ ୟୁନିଟ୍‌ଗୁଡ଼ିକ ଏକାଠି ହେବେ

ପୁଣେ,୧୨।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁବନ୍ଧିତ ଆସୋସିଏଶନ ଗୁଡିକ ରବିବାର ଏକ ଅନୌପଚାରିକ ବୈଠକରେ ଏକାଠି ହେବେ। ଏହି ବୈଠକରେ ଆସୋସିଏଶନଗୁଡିକ ସେମାନଙ୍କ ନୂଆ ପଦାଧିକାରୀଙ୍କ ନାମ ନେଇ ଅନ୍ତିମ ନିଷ୍ପତ୍ତି ନେବେ। ଏହି ବୈଠକରେ ପୂର୍ବତନ ଅଧିକାରୀମାନେ…

ଜଉନାଙ୍କୁ ୪୦୦ ମିଟର ହର୍ଡଲ୍ସ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଖେଳାଳି ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ଓ ପୁରୁଷ ୧୦୦ ମିଟର ଇଭେଣ୍ଟରେ ଯଥାକ୍ରମେ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସ୍ବର୍ଣ୍ଣ ପଦକ…

ଜାତୀୟ ରେକର୍ଡ ସହ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ନିଜ ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତାଫର୍ଦ୍ଦ ଯୋଡ଼ିଛନ୍ତି। ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି ଏହି…

ଅମିୟଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପୁରୁଷ ୧୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟପାଇଁ ଆଉ ଏକ ଖୁସି ଖବର ଆଣିଛନ୍ତି ତାରକା ସ୍ପ୍ରିଣ୍ଟର ଅମିୟ ମଲିକ। ଆହତ ସମସ୍ୟା ଏବଂ ଅନ୍ୟାନ୍ୟ…

ହାତରେ ଓଡ଼ିଆ ଟାଟୁ କରି ଚର୍ଚ୍ଚାରେ ଥିଲେ ଭାରତର ପ୍ରସିଦ୍ଧ ଅଲରାଉଣ୍ଡର

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ନିଜ ଗର୍ଲଫ୍ରେଣ୍ଡ୍‌ ପାଇଁ ତ ଆଉ କେତେବେଳେ ନିଜ ଫ୍ୟାଶନ୍‌ ଷ୍ଟାଇଲ୍‌ ପାଇଁ। ମଝିରେ ସେ ନିଜ ଟାଟୁ ପାଇଁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଥିଲେ। ପାଣ୍ଡ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?