ଖେଳ

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ପ୍ୟାରିସ ସେଣ୍ଟ-ଜର୍ମେନ ଦଳର ଷ୍ଟାର୍‌ ଫରଓ୍ବାର୍ଡ ନେମାର ଏହି କୃତିତ୍ୱ ଲାଭ କରିଛନ୍ତି।…

ଜାତୀୟ ଓପନ ଆଥଲେଟିକ୍ସ: ସେମିରେ ଦୂତୀ, ଅମିୟ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୯ତମ ସଂସ୍କରଣ। ପ୍ରଥମ ଦିବସରେ ଅନୁଷ୍ଠିତ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଦୁଇ ତାରକା ଆଥଲେଟ୍‌ ଦୂତୀ ଚାନ୍ଦ ଓ ଅମିୟ କୁମାର ମଲିକ ସେମିଫାଇନାଲରେ…

ସିବିଏସଇ ଜୋନାଲ ସ୍କେଟିଂ: ଓଡ଼ିଶାରୁ ଭାଗନେବେ ୩୫ ସ୍କେଟର

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରଠାରେ ସିବିଏସଇ ଜୋନାଲ ସ୍କେଟିଂ ଚାମ୍ପିୟନଶିପ୍‌ ଚଳିତମାସ ୧୨ରୁ ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ରୋଲର ସ୍କେଟିଂ ଆସୋସିଏଶନ (ଓଆରଏସଏ) ସହ ଅନୁବନ୍ଧିତ ବିଭିନ୍ନ ଜିଲା ଏବଂ ସିବିଏସଇ ସ୍କୁଲରୁ ୩୫ ପ୍ରତିଯୋଗୀ…

ବାଇଲ୍ସଙ୍କୁ ବିଶ୍ୱ ଜିମ୍ନାଷ୍ଟିକ୍ସ ଟାଇଟଲ

ଷ୍ଟୁଟଗାର୍ଟ(ଜର୍ମାନୀ), ୧୧।୧୦(ଏଏଫପି)-ଆମେରିକା ଜିମ୍ନାଷ୍ଟିକ୍ସ ସୁପରଷ୍ଟାର ସିମୋନେ ବାଇଲ୍ସ କ୍ୟାରିୟରରେ ୫ମ ଅଲ-ଆରାଉଣ୍ଡ ଟାଇଟଲ ସହ ୧୬ତମ ବିଶ୍ୱ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୨ ବର୍ଷୀୟା ବାଇଲ୍ସ ଏହାକୁ ମିଶାଇ ୨୨ଥର ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟରେ ପଦକ ହାସଲ…

ଲିପିକାଙ୍କ ମାଉଣ୍ଟ ଏଲବ୍ରୁସ ଆରୋହଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ(୫,୬୪୨ ମିଟର/୧୮,୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ଓଡ଼ିଶାର ଲିପିକା ସେଠ୍‌। ଏହି ସଫଳତା ସହ ବରଗଡ଼ର ଲିପିକା ରାଜ୍ୟରେ ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିବା ଅନ୍ୟମାନଙ୍କ…

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି। ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ଏକମାତ୍ର ଖେଳାଳି ଭାବେ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ…

ନକ୍‌ଆଉଟ୍‌ରେ ଗୁଜରାଟ

ଜୟପୁର, ୧୦।୧୦ (ପି.ଟି.)- ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଗୁଜରାଟ ୧୪ ରନରେ ସର୍ଭିସେସକୁ ପରାସ୍ତ କରିଛି। ଏଥିସହ ଗୁଜରାଟ ଦଳ ନକ୍‌ଆଉଟ୍‌ରେ…

ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କୁ ବିବାହ କରିବେ ମନୀଷ ପାଣ୍ଡେ

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି। ଆସନ୍ତା ଡିସେମ୍ବର ୨ରେ ଏଦୁହିଁଙ୍କର ବିବାହ ମୁମ୍ବାଇଠାରେ ହେବ। କର୍ନାଟକ ଦଳର ଅଧିନାୟକ ପାଣ୍ଡେ ଏବେ…

ପିଲାଦିନେ ପିତାଙ୍କୁ ହରାଇଥିଲେ, ପ୍ରତିଦିନ ଗୋଟିଏ ଡ୍ରେସ୍‌ ସଫା କରି ପିନ୍ଧୁଥିଲେ, ଆଜି ଟିମ୍‌ ଇଣ୍ଡିଆର ସଫଳ ବୋଲର୍‌

ସଫଳତା ସ୍ବାଦ ଚାଖିବା ପାଇଁ ପ୍ରଥମେ ଅସଫଳ ହେଲେ ଭାଙ୍ଗି ପଡିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ହାରିଯାଇ ପୁଣି ଜିତିବାର ଅଭିପ୍ସା ନେଇ ଆଗେଇ ଯିବାକୁ ହିଁ ପ୍ରକୃତ ସଫଳତା କୁହାଯାଏ। ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର…

୭ମ ବିଶ୍ୱ ଟାଇଟଲଠାରୁ ଦୁଇ ପାଦ ଦୂରରେ ମେରୀକମ୍‌

ଉଲାନ-ଉଡେ(ରୁଷିଆ), ୧୦।୧୦: ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରୀକମ୍‌ ଏଠାରେ ଚାଲିଥିବା ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ୮ମ ପଦକ। ମହିଳା ବିଶ୍ୱ ଚାମ୍ପିୟନଶିପ ଟୁର୍ନାମେଣ୍ଟ…

ପୁଣି ଶତକ କଲେ ମୟଙ୍କ

ପୁଣେ, ୧୦।୧୦: ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସର ୫୬ତମ ଓଭରରେ ବର୍ନନ ଫିଲାଣ୍ଡରଙ୍କ…

ପ୍ରଥମ ଟେଷ୍ଟ ସଫଳତାକୁ ଦୋହରାଇ ପାରିଲେନି ହିଟ୍‌ମ୍ୟାନ୍‌: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭୯/୧

ପୁଣେ,୧୦।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟରେ ସଫଳତା ଅର୍ଜନ କରିଥିବା ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ତାକୁ ଦୋହରାଇ ପାରିନାହାନ୍ତି। ମାତ୍ର ୧୪ ରନରେ ରୋହିତ କଗିସୋ ରବାଡାଙ୍କ ଶିକାର ହୋଇଥିଲେ। ଏହାପରେ ମୟଙ୍କ ଅଗ୍ରଓ୍ବାଲ ଏବଂ ଚେତେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?