ଅଶ୍ୱିନ୍ ରଚିଲେ ଇତିହାସ
ବିଶାଖାପାଟଣା,୬।୧୦: ପାଖାପାଖି ବର୍ଷେ ପରେ ଟେଷ୍ଟ କ୍ରିକେଟକୁ ଫେରିଥିବା ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ରଚିଛନ୍ତି। ବିଶାଖାପାଟଣାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଶେଷ ଦିନରେ ଡି ବ୍ରାଏନ୍ଙ୍କ ଉଇକେଟ ନେଇ ଟେଷ୍ଟରେ ଦ୍ରୁତତମ ୩୫୦ ଉଇକେଟ ନେବାରେ ସେ…
ସବ୍ ଜୁନିୟର ଖୋ ଖୋ: ମହାରାଷ୍ଟ୍ର-ଓଡ଼ିଶା ଫାଇନାଲ
ଭୁବନେଶ୍ୱର, ୬।୧୦ (ସ୍ପୋଟର୍ସ ବ୍ୟୁରୋ)- ରାଞ୍ଚତ୍ର ହଟ୍ଓ୍ବରସ୍ଥିତ ଆଲବର୍ଟ ଏକ୍କା ଖୋ ଖୋ ଷ୍ଟାଡିୟମରେ ଚାଲିଥିବା ୩୦ତମ ଜାତୀୟ ସବ୍-ଜୁନିୟର ଖୋ ଖୋ ପ୍ରତିଯୋଗିତାର ଉଭୟ ବାଳିକା ଓ ବାଳକ ଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ରବିବାର ଖେଳାଯିବାକୁ ଥିବା ଉଭୟ…
ଜାତୀୟ ରେକର୍ଡ ସହ ଅବିନାଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
ଦୋହା, ୬।୧୦(ପି.ଟି.)- ଭାରତର ୩୦୦୦ ମିଟର ଷ୍ଟିପଲଚେଜ୍ ଆଥ୍ଲେଟ୍ ଅବିନାଶ ସାବଲେ ଆସନ୍ତାବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ର ପୁରୁଷ ୩୦୦୦ ମିଟର ଷ୍ଟିପଲଚେଜ୍ ଇଭେଣ୍ଟରେ ଅବିନାଶ ନିଜ ଜାତୀୟ…
ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍
ଭୁବନେଶ୍ୱର, ୬।୧୦(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶା ଚେସ୍ ପାଇଁ ଖୁସି ଖବର। ଚେସ୍ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍ ମିଳିଛି। ଗତ ୨ ବର୍ଷ ଧରି ବିଦେଶ ମାଟିରେ ଲଗାତର ସଫଳତା ହାସଲ କରିବା ପରେ ୧୪ ବର୍ଷୀୟ ମହୀତୋଷଙ୍କୁ…
ଏନ୍ବିଏ ପଦାର୍ପଣ: ଭାରତ- ଆମେରିକା ସମ୍ପର୍କର ନୂଆ ଅଧ୍ୟାୟ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୬।୧୦ (ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟ ବଲ୍ ଲିଗ୍ ଏନ୍ବିଏ (ନ୍ୟାଶନାଲ ବାସ୍କେଟବଲ ଆସୋସିଏଶନ) ଭାରତରେ ପଦାର୍ପଣ କରିଛି। ଏହି ଲିଗ୍ର ପ୍ରଥମ ମ୍ୟାଚ୍ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ଏନ୍ବିଏର ଏହି ପଦାର୍ପଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି।…
ହାସନେନଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶ୍ରୀଲଙ୍କା ବିଜୟୀ
ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୫ ରନ ସଂଗ୍ରହ କରିଥିଲା।…
ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ
ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ଅଧିକାରୀ ପ୍ରାର୍ଥୀ ତାଲିକା…
ଏନ୍ବିଏ୍: ଦ୍ୱିତୀୟ ମ୍ୟାଚ୍ ବି ଜିତିଲା ଇଣ୍ଡିଆନା ପେସର୍ସ
ମୁମ୍ବାଇ,୬।୧୦(ପି.ଟି.)- ଆମେରିକାର ହାଇପ୍ରୋଫାଇଲ ବାସ୍କେଟବଲ ଲିଗ ଏନ୍ବିଏ (ନ୍ୟାଶନାଲ ବାସ୍କେଟବଲ୍ ଆସୋସିଏଶନ) ଭାରତରେ ପଦାର୍ପଣ କରିଥିବା ବେଳେ ଶନିବାର ଏହାର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଥିବା ଇଣ୍ଡିଆନା ପେସର୍ସ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ବାଜି ମାରିଛି। ଶୁକ୍ରବାର…
ଓଡ଼ିଶା ରାଜ୍ୟ ଫିଡେ ରେଟିଂ ଚେସ୍: ରାଜେଶ ଚାମ୍ପିୟନ
ବିଶାଖାପାଟଣା,୬।୧୦(ସ୍ପୋଟ୍ସ ବ୍ୟୁରୋ)- ବାଲେଶ୍ୱର ଜିଲା ଚେସ୍ ଆସୋସିଏଶନ ଆନୁକୂଲ୍ୟରେ ବିନୟ ପରାଡାଇଜ୍ରେ ଚାଲିଥିବା ୬୦ତମ ଓଡ଼ିଶା ରାଜ୍ୟ ଫିଡେ ରେଟିଂ (ଓପନ୍) ଚେସ୍ ପ୍ରତିଯୋଗିତାରେ ପୁରୀର ରାଜେଶ ନାୟକ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଅନ୍ତିମ ରାଉଣ୍ଡ ଶେଷ…
ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର
ଭୁବନେଶ୍ୱର, ୬।୧୦(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ ସେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଆଗକୁ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ…
ବିଶ୍ୱ ଆଥ୍ଲେଟିକ ଚାମ୍ପିୟନଶିପ୍ : ପୁରୁଷ ଚାଲିରେ ଜାପାନର ଟାଇଟଲ୍ ସୁଇପ୍
ଦୋହା,୫।୧୦ (ଏଏଫ୍ପି)- ଏଠାରେ ଚାଲିଥିବା ବିଶ୍ୱ ଆଥ୍ଲେଟିକ ଚାମ୍ପିୟନଶିପ୍ର ପୁରୁଷ ୨୦ କିଲୋମିଟର (କିମି) ଚାଲିରେ ଜାପାନର ଜୋଶିକାଜୁ ୟାମାନିଶି ଟାଇଟଲ୍ ଜିତିଛନ୍ତି। ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ଇଭେଣ୍ଟରେ ୨୩ ବର୍ଷୀୟ ଜୋଶିକାଜୁ ୨୦ କିମି ଦୂରତାକୁ ଏକ ଘଣ୍ଟା…
ଡେଭିଡ୍ ହସି କେକେଆର ମୁଖ୍ୟ ମେଣ୍ଟର
କୋଲକାତା,୫।୧୦: ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଶନିବାର ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଡେଭିଡ୍ ହସିଙ୍କୁ ମୁଖ୍ୟ ମେଣ୍ଟର ଭାବେ ନିଯୁକ୍ତ କରିଛି। ପୂର୍ବତନ ନ୍ୟୁଜିଲାଣ୍ଡ ପେସର କାଏଲ ମିଲ୍ସଙ୍କୁ ବୋଲିଂ କୋଚ୍ ପଦରେ ନିଯୁକ୍ତ କରାଯାଇଛି।…

