ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ନିରାଶ କଲେ ଦୂତୀ
ଦୋହା,୨୯।୯(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍ର ୧୭ତମ ସଂସ୍କରଣ ଦ୍ୱିତୀୟ ଦିବସରେ ପହଞ୍ଚିଛି। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିବସରେ ମଧ୍ୟ ଭାରତୀୟ ଆଥଲେଟମାନେ ବିଫଳ ପ୍ରଦର୍ଶନ କରିଛନ୍ତି। ଦେଶର ଦ୍ରୁତତମ ଧାବିକା ଦୂତୀ ଚାନ୍ଦ ୧୦୦ମିଟର ହିଟ୍ରେ କ୍ୱାଲିଫାଏ…
ହରମନପ୍ରୀତଙ୍କ ଡବଲ୍ ଗୋଲ: ଭାରତୀୟ ହକି ଦଳର ବୃହତ ବିଜୟ
ଆଣ୍ଟରେପ୍(ବେଲଜିୟମ), ୨୯।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବାର ଭାରତୀୟ ହକି ଦଳ ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଭ୍ୟାଚ୍ରେ ଭାରତ ଡ୍ରାଗ୍ ଫ୍ଲିକର ହରମନପ୍ରୀତ ସିଂଙ୍କ ଡବଲ୍ଗୋଲ ସହାୟତାରେ ବିଶ୍ୱ ୮ ନମ୍ବର ଦଳ ସ୍ପେନ୍କୁ ବୃହତ…
ବିଶ୍ୱ ଚାମ୍ପିୟନଶିପ୍: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍ ପଡିଲେ ଜବିର
ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍ପି ଜବିର ମଧ୍ୟ ବାଦ୍ ପଡିଛନ୍ତି। ଶନିବାର ଖେଳାଯାଇଥିବା ପୁରୁଷ ୪୦୦ ମିଟର ହର୍ଡଲ୍ସ ରେସ୍ରେ ଜବିର କିଛି କରି ଦେଖାଇବେ ବୋଲି ଆଶା…
ରୁଥ୍ ଜିତିଲେ ପ୍ରଥମ ସ୍ବର୍ଣ୍ଣ
ଦୋହା, ୨୯।୯- ଦୋହାରେ ଚାଲିଥିବା ଆଇଏଏଏଫ୍ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ପ୍ରଥମ ଆଥ୍ଲେଟ୍ ଭାବେ କେନିଆର ଧାବିକା ରୁଥ୍ ଚେପନଗେଟିଚ୍ ସ୍ବର୍ଣ୍ଣ ପଦକ ଜିତିବାର କୃତୀତ୍ୱ ହାସଲ କରିଛନ୍ତି। ମହିଳା ବିଭାଗ ମାରାଥନ (୪୨.୧୯୫ କି.ମି.)ରେ ୨୫ ବର୍ଷୀୟା ରୁଥ୍ ପ୍ରଥମ…
ବିଶ୍ୱ ଚାମ୍ପିୟନଶିପ୍: ଭାରତୀୟ ମିକ୍ସଡ ରିଲେ ଦଳକୁ ଅଲିମ୍ପିକ ଯୋଗ୍ୟତା
ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟଶିପ୍ର ଦ୍ୱିତୀୟ ଦିନରେ ମିକ୍ସଡ ୪ ଗୁଣା ୪୦୦ ରିଲେ ଦଳ ଭାରତୀୟ ଶିବିରରେ ଖୁସି ଆଣିଦେଇଛନ୍ତି। ଭାରତୀୟ ମିକ୍ସଡ ରିଲେ ଦଳ ଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଏହି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ…
ଚାଇନା ପାରା-ବ୍ୟାଡ୍ମିଣ୍ଟନ: ଦୁଇଟି ପଦକ ନିଶ୍ଚିତ କଲେ ପ୍ରମୋଦ
ଭୁବନେଶ୍ୱର, ୨୯।୯(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶାର ଷ୍ଟାର୍ ଶଟ୍ଲର ପ୍ରମୋଦ ଭଗତ ଚାଇନାର ୟୁହାଙ୍ଗ ଝାଙ୍ଗଝୋଉଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ସେ ୨ଟି ପଦକ ନିଶ୍ଚିତ…
ଗୁରୁକୁଳ ଏଆଇଟିଏ-ଓଟିଏ ଟେନିସ: ଅଂଶୁ ଚାମ୍ପିୟନ
ଭୁବନେଶ୍ୱର, ୨୯।୯ (ସ୍ପୋଟର୍ସ ବ୍ୟୁରୋ)- ଏକ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶନିବାର ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋର୍ଟ ଟେନିସ କମ୍ପ୍ଲେକ୍ସ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର…
ବାରବାଟୀ ଷ୍ଟାଡିୟମ: ସୁଧୁରିନି ଫନୀ ପ୍ରକୋପ
କଟକ ଅଫିସ,୨୯।୯- ବାରବାଟୀ ଷ୍ଟାଡିୟମରେ ନ ହୋଇପାରେ ଆସନ୍ତା ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ମ୍ୟାଚ୍। ଏବେ ସୁଦ୍ଧା ଫନୀ ପ୍ରଭାବର କ୍ଷୟକ୍ଷତି ପୂରଣ ହୋଇନି। ଭଙ୍ଗାରୁଜା ଅବସ୍ଥାରେ ପଡ଼ିଛି ରାଜ୍ୟର ଏହି ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ କ୍ରିକେଟ ଷ୍ଟାଡିୟମ। ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ…
ଅଭ୍ୟାସ ମ୍ୟାଚ୍ ଡ୍ର : ରୋହିତ ବିଫଳ; ପଞ୍ଚାଲ, ସିଦ୍ଧେଶ, ଭରତଙ୍କ ଅର୍ଦ୍ଧଶତକ
ବିଜୟନଗରମ,୨୮।୯(ପି.ଟି.)- ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଓପନର ହିସାବରେ ନୂଆ ଭୂମିକାରେ ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଛନ୍ତି। ମାତ୍ର ଦୁଇଟି ବଲ୍…
ଭାରତକୁ ବିଜୟ ଦେଲା ଗୁରଜିତ୍ଙ୍କ ଗୋଲ
ମାର୍ଲୋ(ଇଂଲଣ୍ଡ),୨୮।୯: ଏଠାରେ ଇଂଲଣ୍ଡ ବିପକ୍ଷରେ ଶନିବାର ଖେଳାଯାଇଥିବା ମହିଳା ହକି ମ୍ୟାଚ୍ରେ ଗୁରଜିତ୍ କୌରଙ୍କ ଗୋଲ ଭାରତୀୟ ଦଳକୁ ବିଜୟ ଆଣି ଦେଇଛି। ଏକଦା ଭାରତ ୦-୧ ଗୋଲରେ ପଛୁଆ ଥିଲା। ହେଲେ ଶର୍ମିଲା ଦେବୀ ଓ ଗୁରଜିତ୍ଙ୍କ ଗୋଲ ଯୋଗୁ…
ଜିସିଏ ସଭାପତି ପଦରୁ ଅମିତ ଶାହାଙ୍କ ଇସ୍ତଫା
ମୁମ୍ବାଇ,୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଜିସିଏ ସଭାପତି ପଦ ଖାଲି ହୋଇଛି। ତେବେ ଏହି ପଦ ପାଇଁ ନିକଟ ଭବିଷତରେ ନିର୍ବାଚନ ହେବାର ନାହିଁ। ୨୦୧୪ରେ…
ବର୍ଷା ଯୋଗୁ ଘୁଞ୍ଚିଲା ଦୁଇଦିନ ପରେ ଥିବା ମ୍ୟାଚ୍
କରାଚୀ,୨୮।୯: ଦୀର୍ଘ ୧୦ ବର୍ଷ ପରେ ଏଠାକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିଛି। ହେଲେ ଟସ୍ ପଡ଼ିବା ପୂର୍ବରୁ ମ୍ୟାଚ୍ ବାତିଲ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁ କେବଳ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବାତିଲ…

