ମହିଳା କ୍ରିକେଟ୍: ଭାରତର ସିରିଜ ସୁଇପ୍
ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍କୁ ଭାରତ ୬ ରନରେ ଜିତିନେଇଛି। ଏଥିସହ ୩ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ ସୁଇପ୍…
ଆଇସିସି ଟେଷ୍ଟ : ର଼୍ୟାଙ୍କିଙ୍ଗ୍ ସ୍ମିଥ୍ଙ୍କ ନିକଟତର ହେଲେ କୋହଲି
ଦୁବାଇ, ୧୪ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଥିବା ଷ୍ଟିଭ୍ ସ୍ମିଥ୍ଙ୍କଠାରୁ ମାତ୍ର ଏକ ପଏଣ୍ଟ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ…
ଚାମ୍ପିୟନ କ୍ରିକେଟରଙ୍କୁ ଛୁଇଁଲା ୩୮
ନୂଆଦିଲ୍ଲୀ,୧୪।୧୦- ଚାମ୍ପିୟନ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ସୋମବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ କ୍ରିକେଟ ଜଗତକୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। କ୍ରିକେଟ କ୍ୟାରିୟରରେ ଗମ୍ଭୀର ୧୪୭ ଦିନିକିଆ ଓ ୫୮ ଟେଷ୍ଟ ଖେଳି ଯଥାକ୍ରମେ ୫୨୩୮…
ବକ୍ସିଂ ମ୍ୟାଚ୍ ପରେ କୋମାରେ ୟୁଏସ୍ ବକ୍ସର
ଲସ୍ ଏଞ୍ଜେଲସ,୧୪।୧୦(ଏଏଫ୍ପି)- ଆମେରିକୀୟ ବକ୍ସର ପାଟ୍ରିକ ଡେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶନିବାର ରାତିରେ ଶିକାଗୋ ଓ୍ବନଷ୍ଟ୍ରଷ୍ଟ ଏରିନାଠାରେ ଅନୁଷ୍ଠିତ ଚାର୍ଲସ କନଓ୍ବେଲଙ୍କ ବିପକ୍ଷ ସୁପର ଓ୍ବେଲ୍ଟରଓ୍ବେଟ ନକ୍ଆଉଟ୍ ମ୍ୟାଚ୍ ପରେ ସେ କୋମାକୁ ଚାଲିଯାଇଛନ୍ତି। ୨୭ ବର୍ଷୀୟ…
ସ୍ବତନ୍ତ୍ର ଅଧିନାୟକଙ୍କ ତାଲିକାରେ କୋହଲି
ନୂଆଦିଲ୍ଲୀ,୧୪।୧୦- ଅଧିନାୟକ ଭାବେ ବିରାଟ କୋହଲିଙ୍କ ୫୦ତମ ଟେଷ୍ଟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। କେବଳ ୨୫୪ ରନ୍ର ଅପରାଜିତ ଇନିଂସ, ତାହା ନୁହେଁ ସେ ଅଷ୍ଟ୍ରେଲିଆ ଷ୍ଟିଭ ଓ୍ବ ଏବଂ ରିକି ପଣ୍ଟିଂଙ୍କ ଭଳି ଅଧିନାୟକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଦକ୍ଷିଣ…
ଡ୍ରେସିଂରୁମ୍ କାନ୍ଥକୁ ମୁଥ ମାରି ମାର୍ଶ ଆହତ
ପର୍ଥ,୧୪।୧୦(ଏଏଫ୍ପି)- ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ଶେଫିଲ୍ଡ ସିଲ୍ଡ ମ୍ୟାଚ୍ରେ ନିରାଶ ହୋଇ ଡ୍ରେସିଂରୁମ୍ କାନ୍ଥକୁ ମୁଥ ମାରି ଆହତ ହୋଇଛନ୍ତି। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗତ ମାସରେ ଟେଷ୍ଟ ଦଳକୁ ଫେରିଥିଲେ। ରବିବାର ତାସମାନିଆ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ…
ଗାଙ୍ଗୁଲି ହୋଇପାରନ୍ତି ବିସିସିଆଇ ମୁଖ୍ୟ
କୋଲକାତା,୧୪।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ସର୍ବସମ୍ମତି କ୍ରମେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ର ନୂଆ ସଭାପତି ହୋଇପାରନ୍ତି। ପୂର୍ବତନ କ୍ରିକେଟର ବ୍ରିଜେଶ ପଟେଲ ଅନ୍ୟ ପଦ ପାଇଁ ରାଜି ହୋଇଯାଇଥିବା ସୂଚନା ମିଳିଛି। ଗୃହମନ୍ତ୍ରୀ ଅମିତ…
କାର୍ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ
ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ…
ରାଞ୍ଚି ଟେଷ୍ଟରୁ ମହାରାଜ ବାଦ୍
ପୁଣେ,୧୪।୧୦- ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ ହାରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ସ୍ପିନର କେଶବ ମହାରାଜ ଆହତ ସମସ୍ୟା ଯୋଗୁ ସିରିଜ୍ର ତୃତୀୟ ତଥା ଅନ୍ତିମ ଟେଷ୍ଟ ଖେଳିପାରିବେ ନାହିଁ। ତାଙ୍କ ବଦଳ…
ବାର୍ବାଡସ ଟ୍ରାଇଡେଣ୍ଟକୁ ଦ୍ୱିତୀୟ ସିପିଏଲ୍ ଟାଇଟଲ
ତ୍ରିନିଦାଦ୍,୧୪।୧୦- ଚଳିତ କାରିବିୟନ ପ୍ରିମିୟର ଲିଗ୍ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ବାର୍ବାଡସ ଟ୍ରାଇଡେଣ୍ଟ ଚାମ୍ପିୟନ ହୋଇଛି। ଏହା ଦଳର ଦ୍ୱିତୀୟ ସିପିଏଲ ଟାଇଟଲ। ଏଠାରେ ଶନିବାର ରାତିରେ ଖେଳାଯାଇଥିବା ଫାଇନାଲରେ ବାର୍ବାଡସ ଟ୍ରାଇଡେଣ୍ଟ ଦଳ ୨୭ ରନ୍ରେ ଗୁୟାନା ଆମାଜନ ଓ୍ବାରିଅର୍ସକୁ…
ଜାତୀୟ ହକି ପ୍ରଶିକ୍ଷଣ ଶିବିର ବୀରେନ୍ଦ୍ର, ଅମିତ୍
ନୂଆଦିଲ୍ଲୀ,୧୪।୧୦(ପି.ଟି.)- ଆସନ୍ତା ନଭେମ୍ବର ୧ ଓ ୨ ତାରିଖରେ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ଏଫ୍ଆଇଏଚ୍ ଅଲିମ୍ପିକ୍ସ କ୍ୱାଲିଫାୟର ପାଇଁ ହକି ଇଣ୍ଡିଆ ରବିବାର ୨୨ ଖେଳାଳିଙ୍କୁ ନେଇ ଏକ ତାଲିକା ଘୋଷଣା କରିଛି। ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରଶିକ୍ଷଣ ଶିବିର…
୧୧.୧୫ ଟାଇମିଂ ହେଉଛି ମୂଳ ଲକ୍ଷ୍ୟ: ଦୂତୀ
ଭୁବନେଶ୍ୱର, ୧୪।୧୦(ସ୍ପୋଟର୍ସ ବ୍ୟୁରୋ)- ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି। ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ପୁରସ୍କୃତ…

