ଖେଳ

ପୂର୍ବତନ ଅଲିମ୍ପିକ୍ସ ଚାମ୍ପିୟନଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ବୁଦାପେଷ୍ଟ,୧୬।୧୦- ହଙ୍ଗେରୀର ଏକ ସହରର ମେୟର ଭାବେ ପୁନଃ ନିର୍ବାଚିତ ହୋଇଥିବା ପୂର୍ବତନ ଅଲିମ୍ପିକ୍‌ ଚାମ୍ପିୟନ ଜୋଲ୍ଟ ବୋର୍କାଇ ନିଜ ରାଜନୈତିକ ଦଳ ଫିଡେଜରୁ ଇସ୍ତଫା ଦେଇଛନ୍ତି। ଜୋଲ୍ଟ ୧୯୮୮ ସେଉଲ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏକ ପ୍ରାଇଭେଟ…

ପୁଣି ପଡିଆକୁ ଓହ୍ଲାଇପାରନ୍ତି ସଚିନ ତେନ୍ଦୁଲକର

ମୁମ୍ବାଇ,୧୬।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବ୍ରାଏନା ଲାରା, ମୁଥିଆ ମୂରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବାର ଦେଖିବାକୁ ମିଳିବ। ୨୦୨୦ ଫେବୃଆରୀରେ ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜରେ ବିଶ୍ୱର ପ୍ରମୁଖ କ୍ରିକେଟରଭାଗ ନେବେ। ସଡକ ସୁରକ୍ଷା ସଚେତନତା…

ଦିନିକିଆ ପଦାର୍ପଣକୁ ମନେ ପକାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଲରାଉଣ୍ଡର ବୁଧବାର ନିଜ ଦିନିକିଆ ପଦାର୍ପଣବେଳର ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ତାଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ ଦଳୀୟ କ୍ୟାପ ଦେଇଛନ୍ତି। ପାଣ୍ଡ୍ୟା ଧର୍ମଶାଳାଠାରେ ୨୦୧୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ।…

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ସେହଓ୍ବାଗ

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହଓ୍ବାଗ ଏକ ମହତ କାମ ପାଇଁ ହାତ ବଢାଇଛନ୍ତି। ସେ ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ ମାଗଣା କ୍ରିକେଟ ଟ୍ରେନିଂ ଦେବେ ବୋଲି ଘୋଷଣା କରିଛନ୍ତି। ସେହଓ୍ବାଗ ଇଣ୍ଟରନ୍ୟାଶନାଲ୍‌ ସ୍କୁଲରେ ଅର୍ପିତ ସିଂ ଏବଂ…

ସୁଲତାନ ଜୋହର କପ୍‌ ହକି: ଲଢ଼େଇ କରି ହାରିଲା ଭାରତ

ଜୋହର ବାହରୁ, ୧୬।୧୦-ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଜାପାନଠାରୁ ହାରି ଯାଇଛି। ମ୍ୟାଚରେ ଭାରତ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ଗୋଟିଏ ଗୋଲ ବ୍ୟବଧାନରେ ପରାଜୟ ବରଣ…

ରଣ୍‌ଜୀ ଭେନ୍ୟୁ ଘୋଷିତ: ଘରୋଇ ଗ୍ରାଉଣ୍ଡରେ ୫ ମ୍ୟାଚ୍‌ ଖେଳିବ ଓଡ଼ିଶା

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚଳିତ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ଭେନ୍ୟୁ ତାଲିକା ଘୋଷଣା କରାଯାଇଛି । ଆସନ୍ତା ଡିସେମ୍ବର ୯ରୁ ଆରମ୍ଭ ହେବ ରଣ୍‌ଜୀ ସିଜନ ୨୦୧୯-୨୦। ଚଳିତ ସଂସ୍କରଣରେ ଏଲିଟ ଗ୍ରୁପ-ସିରେ ସ୍ଥାନ ପାଇଥିବା…

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ମ୍ୟାଚଟି…

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର: ମ୍ୟାଚ୍‌ ଡ୍ର ରଖିଲେ ଦୁଇ କୋରିଆ

ସିଓଲ,୧୫।୧୦(ଏଏଫ୍‌ପି)- ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଗୋଲ ଶୂନ୍ୟ ଭାବେ ଡ୍ର ରହିଛି। ତେବେ ଏହି ମ୍ୟାଚ୍‌ ସମ୍ପୂର୍ଣ୍ଣ ଏକ ଭିନ୍ନ ପରିବେଶ୍‌ରେ ଖେଳାଯାଇଥିଲା। ବାହାର…

ଅଷ୍ଟ୍ରେଲିଆ ପୁରୁଷ, ମହିଳା ଟି୨୦ ଦଳକୁ ସମାନ ପୁରସ୍କାର ରାଶି ମିଳିବ

ସିଡନୀ, ୧୫।୧୦(ଏଏଫ୍‌ପି)- କ୍ରିକେଟ ଅଷ୍ଟ୍ରେଲିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆସନ୍ତାବର୍ଷ ଘରୋଇ ପରିବେଶ୍‌ରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସମାନଭାବେ ପୁରସ୍କାର ରାଶି ଦିଆଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ…

ଆଇସିସିର ବାଉଣ୍ଡାରୀ ନିୟମ ପରିବର୍ତ୍ତନକୁ ନିଶାମଙ୍କ ପରିହାସ

ନୂଆଦିଲ୍ଲୀ, ୧୬।୧୦ (ପି.ଟି.)- ବିବାଦୀୟ ବାଉଣ୍ଡାରୀ କାଉଣ୍ଟ ନିୟମ ପରିବର୍ତ୍ତନ କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏବେ ସମାଲୋଚନାର ଶିକାର ହୋଇଛି। ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ ଏ ନେଇ ଆଇସିସିକୁ ସମାଲୋଚନା କରିବା ସହ ପରିହାସ କରିଛନ୍ତି।…

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ସଂଶୋଧନ ନେଇ ସିଓଏର ପ୍ରସ୍ତାବ

ନୂଆଦିଲ୍ଲୀ,୧୬।୧୦(ପି.ଟି.) – ଖୁବ୍‌ ଶୀଘ୍ର ପୂର୍ବତନ କ୍ରିକେଟରମାନଙ୍କୁ କ୍ରିକେଟ ପ୍ରଶାସନରେ ଏକାଧିକ ଭୂମିକାରେ ଦେଖିବାକୁ ମିଳିବ। ଏନେଇ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଧାରା ଅନ୍ତରାୟ ସୃଷ୍ଟି କରିଆସୁଛି। ଏହାକୁ ପ୍ରଶାସକ କମିଟି (ସିଓଏ)ହୃଦୟଙ୍ଗମ କରିଛି। ଫଳରେ ଏହି ବିବାଦୀୟ ଧାରାରେ ସୁଧାର…

୧୫ ବର୍ଷରୁ କମ୍‌ ସାଫ୍‌ ମହିଳା ଚାମ୍ପିୟନଶିପ୍‌: ଭାରତ ଚାମ୍ପିୟନ

ଥିମ୍ପୁ,୧୬।୧୦(ପି.ଟି.)- ଏଠାରେ ଖେଳଯାଇଥିବା ୧୫ ବର୍ଷରୁ କମ୍‌ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ମହିଳା ଚାମ୍ପିୟନଶିପ୍‌ରେ ଭାରତ ଟାଇଟଲ ହାସଲ କରିଛି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତ ପେନାଲ୍ଟି ଶୁଟ୍‌ ଆଉଟ ଜରିଆରରେ ବାଂଲାଦେଶକୁ ୫-୩ରେ ପରାସ୍ତ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?