ବିଜୟ ହଜାରେ ଟ୍ରଫି: କ୍ୱାର୍ଟର ଫାଇନାଲରେ ପୁଡୁଚେରୀ
ଡେରାଡୁନ,୧୭।୧୦(ପି.ଟି.)-ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍ ଜିତି ପୁଡୁଚେରୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଆସାମ ୩୬.୧…
ଡେନ୍ମାର୍କ ଓପନ୍ରୁ ସିନ୍ଧୁ, ସମୀରଙ୍କ ବିଦାୟ
ଓଡେଞ୍ଜ୍, ୧୭ା୧୦ (ପି.ଟି.)-ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଏହି ବିଡବ୍ଲ୍ୟୁଏଫ୍ ଓ୍ବାଲର୍ଡ ଟୁର୍ ସୁପର ୭୫୦ଇଭେଣ୍ଟର ଏକ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫ମ ସିଡ୍ ସିନ୍ଧୁ କୋରିଆର ଆନ୍ ସି ୟଙ୍ଗ୍ଙ୍କଠାରୁ ୧୪-୨୧,…
ଜମ୍ବୋ ପାଳିଲେ ୪୯ତମ ଜନ୍ମଦିନ
ନୂଅାଦିଲ୍ଲୀ,୧୭୧୦- ପୂର୍ବତନ ଭାରତୀୟ ଅଧତ୍ନାୟକ ଅନିଲ କୁମ୍ବଲେ ଗୁରୁବାର ୪୯ତମ ଜନ୍ମ ଦିନ ପାଳିଛନ୍ତି ଏହି ଅବସରରେ ଜମ୍ବୋ ଭାବେ ପରିଚିତ କିମ୍ବଦନ୍ତୀ ଲେଗ୍ ସ୍ପିନରକ ପ୍ରଶଂସକ, ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଛନ୍ତି ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ…
ସେହ୍ବାଗଙ୍କ ସ୍କୁଲରେ ଟ୍ରେନିଂ ନେଉଛନ୍ତି ପୁଲଓ୍ବାମା ଶହୀଦଙ୍କ ପୁଅ
ନୂଆଦିଲ୍ଲୀ,୧୭।୧୦- ଗତ ଫେବୃୟାରୀରେ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପୁଅ କ୍ରିକେଟ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ଟୁଇଟ୍ କରିଛନ୍ତି। ଏହାର କ୍ୟାପଶନରେ ସେ ଲେଖିଛନ୍ତି, ହିରୋଙ୍କ ପରିବାରକୁ ସାହାଯ୍ୟ କରିବାର ଅଧିକାର…
ଏହି ପ୍ରଶ୍ନର ଉତ୍ତର ମୋଦିଙ୍କୁ ପଚାରିବାକୁ କହିଲେ ଗାଙ୍ଗୁଲି
କୋଲକାତା,୧୭।୧୦: ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ଏତେ ବଡ ପଦରେ ବସିବା ପୂର୍ବରୁ ନିଜ ଘର କୋଲକାତାକୁ ଯାଇଛନ୍ତି। ସେଠାରେ ତାଙ୍କର ଜୋରଦାର ସ୍ବାଗତ କରାଯାଇଥିଲା। ସେଠାରେ…
ଦାଦାଙ୍କୁ ଅମୂଲ ପରିବାରର ଶୁଭେଚ୍ଛା
ନୂଆଦିଲ୍ଲୀ,୧୭।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଧାରାରେ ଯୋଗଦେଇଛି ଅମୂଲ କମ୍ପାନୀ। ଏହି ବ୍ରାଣ୍ଡ ତା’ର ନିଜସ୍ବ…
ରାଞ୍ଚି ଟେଷ୍ଟରେ ଯୋଗଦେବେ ନାହିଁ ଗାଙ୍ଗୁଲି
କୋଲକାତା,୧୭।୧୦(ପି.ଟି.)- ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ନୂଆ ଅଧ୍ୟକ୍ଷ। ତାଙ୍କୁ ଦେଶର ଫୁଟ୍ବଲ ଲିଗ୍ ଆଇଏସ୍ଏଲ୍ର ଆମ୍ବାସାଡର କରାଯାଇଛି। ଆଗାମୀ ଆଇଏସ୍ଏଲ ରବିବାରଠାରୁ କୋଚିଠାରେ ଅନୁଷ୍ଠିତ ହେବ। ଉଦ୍ଘାଟନୀ ମ୍ୟାଚ୍ କେରଳ ବ୍ଲାଷ୍ଟର୍ସ ଓ ଦୁଇ ଥର ଚାମ୍ପିୟନ…
ରାଞ୍ଚି ଟେଷ୍ଟ: ସିଆରପିଏଫ୍, ଆର୍ମି ଯବାନଙ୍କୁ ମିଳିବ ମାଗଣା ଟିକେଟ୍
ରାଞ୍ଚି,୧୭।୧୦- ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍ସିଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୟୁନିଫର୍ମ ପିନ୍ଧିଥିବା ସିଆରପିଏଫ୍, ଆର୍ମି ଯବାନ ଓ ଏନ୍ସିସି କ୍ୟାଡେଟ୍ସଙ୍କୁ ମାଗଣା ଟିକେଟ୍ ପ୍ରଦାନ…
ଜଣେ ଇଞ୍ଜିନିୟରରୁ ଭାରତର ସଫଳତମ ବୋଲର୍
ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଅନିଲ କୁମ୍ବଲେ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ ଥିବା ଅନିଲ କୁମ୍ବଲେ ଜଣେ ସ୍ପିନର୍ ଭାବେ ଭାରତ ପାଇଁ ଅନେକ ରେକର୍ଡ ହାସଲ କରିଛନ୍ତି। କିନ୍ତୁ…
ମୁଁ ଜଣେ ସାଧାରଣ ମଣିଷ, ମୋତେ ବି ରାଗ ଆସେ
ନୂଆଦିଲ୍ଲୀ,୧୭।୧୦:ଭାରତୀୟ ଦଳର ପୂର୍ବତନ ମହେନ୍ଦ୍ର ସିଂ ଧୋନୀ ସାଧାରଣତଃ ନିଜ ଭାବନା ବୟାନ କରନ୍ତି ନାହିଁ। ସେ ‘କ୍ୟାପଟେନ୍ କୁଲ୍’ ଭାବେ ମଧ୍ୟ ଜଣାଶୁଣା। ଦଳର ବିଜୟ ହେଉ କି ପରାଜୟ ସେ ସବୁବେଳେ କୁଲ୍ ଦେଖାଯାନ୍ତି। ଏନେଇ ସେ କୁହନ୍ତି,…
ଲଗାତର ୩ୟ ଗୋଲ୍ଡେନ ବୁଟ୍ ଜିତିଲେ ମେସି
ବାର୍ସିଲୋନା, ୧୭।୧୦ (ଏଏଫ୍ପି)- ବାର୍ସିଲୋନା ଅଧିନାୟକ ଲିଓନେଲ ମେସି ୟୁରୋପିଆନ୍ ଲିଗ୍ରେ ମୋଟ୍ ଉପରେ ୬ଷ୍ଠ ଥର ପାଇଁ ଟପ୍ ଗୋଲ ସ୍କୋରର୍ ହୋଇଛନ୍ତି। ୨୦୧୮-୧୯ ସିଜନରେ ୩୬ ଗୋଲ୍ସ୍କୋର କରି ସେ ଗୋଲ୍ଡେନ ବୁଟ୍ ଅକ୍ତିଆର କରିଛନ୍ତି। ସେହିଭଳି ୩୨…
ଡେନ୍ମାର୍କ ଓପନ୍: ପ୍ରଥମ ରାଉଣ୍ଡରୁ ସାଇନାଙ୍କ ବିଦାୟ
ଓଡେନସେ, ୧୭।୧୦ (ପି.ଟି.)- ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନ୍ମାର୍କ ଓପନ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ…

