ଖେଳ

ନିର୍ବାଚନ ମୈଦାନରେ ଫେଲ୍‌ ମାରିଲେ ଖେଳାଳି

ଚଣ୍ଡିଗଡ,୨୪।୧୦: ନିର୍ବାଚନ ମୈଦାନରେ ଫେଲ୍‌ ମାରିଛନ୍ତି ଖେଳାଳି। ହରିୟାଣାର ଦାଦ୍ରୀ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବବିତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି। ସେହିପରି ଅନ୍ୟତମ କୁସ୍ତି ଖେଳାଳି ତଥା ଅଲମ୍ପିକ୍ସ ପଦକ ବିଜେତା ଯୋଗେଶ୍ୱର ଦଳ…

ତୁଟିଲା ବିବାଦ: ୩ରୁ ବାଂଲାଦେଶ-ଭାରତ ସିରିଜ୍‌

ଢାକା,୨୪।୧୦- ଆସନ୍ତା ୩ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟି୨୦ ସିରିଜ୍‌ରୁ ଅନିଶ୍ଚିତତାର କଳା ବାଦଲ ହଟି ଯାଇଛି। ବାଂଲାଦେଶର ଖେଳାଳି ଓ ବୋର୍ଡ ବିସିବି ମଧ୍ୟରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣ ଛେଦ ପଡ଼ିଛି।…

ଟି୧୦ ଲିଗ୍‌ରେ ଖେଳିବେ ଯୁବି

ଦୁବାଇ,୨୪।୧୦- ପୂର୍ବତନ ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ (ଯୁବି) ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣରେ ଖେଳିବାକୁ ଯାଉଛନ୍ତି। ତାଙ୍କୁ ମରାଠା ଆରବିଆନ୍ସ ଦଳରେ ସାମିଲ କରାଯାଇଛି। ଗତ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଯୁବି ଦ୍ୱିତୀୟ ଥର…

ଫର୍ମୁଲାଓ୍ବାନ୍‌ ଡ୍ରାଇଭର୍‌ ହେବାକୁ ଚାହୁଁଥିଲେ, କିନ୍ତୁ କ୍ରିକେଟରେ ଉଇକେଟ୍‌କିପର୍‌ ଭାବେ ମିଳିଲା ପରିଚୟ

ଭାରତୀୟ କ୍ରିକେଟ ଦଳର ଉଇକେଟ୍‌କିପର୍‌ ବ୍ୟାଟ୍ସମ୍ୟାନ୍‌ ରୁଦ୍ଧିମାନ ଶାହ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ମସିହା ଅକ୍ଟୋବର ୨୪ରେ ପଶ୍ଚିମବଙ୍ଗର ସିଲିଗୁଡିରେ ଜନ୍ମଗ୍ରହଣ କରିଥିଲେ। ୨୦୧୦ରେ ସେ ନାଗପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ। କିନ୍ତୁ ଜାଣିଛନ୍ତି…

୧୯ ବର୍ଷ ପୁରୁଣା ବ୍ଲେଜର୍‌ ପିନ୍ଧି ବିସିସିଆଇ ପଦ ସମ୍ଭାଳିଲେ ଗାଙ୍ଗୁଲି, ଜାଣନ୍ତୁ କାହିଁକି

ମୁମ୍ବାଇ,୨୪।୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଏତେ ବଡ ପଦ ସମ୍ଭାଳିବା ପୂର୍ବରୁ ଗାଙ୍ଗୁଲିଙ୍କ ମଧ୍ୟରେ ସେହି ଆତ୍ମବିଶ୍ୱାସ, ସେହି ମୁରୁକି ହସ ତାଙ୍କ ମୁହଁରେ ଥିଲା ଯେଉଁଟା ସେ ଭାରତୀୟ ଦଳର…

ବିସିସିଆଇ ପଦାଧିକାରୀ

ମୁମ୍ବାଇ,୨୪।୧୦ (ପି.ଟି.)- ଅଧ୍ୟକ୍ଷ: ସୌରଭ ଗାଙ୍ଗୁଲି ନବନିର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଗାଙ୍ଗୁଲି ଭଳି ଅନ୍ୟ ପଦାଧିକାରୀମାନେ ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ: ଜୟ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଇଣ୍ଡିଆନ ସୁପର ଲିଗ୍‌: ଦମଦାର ବିଜୟ ସହ ଗୋଆର ଅଭିଯାନ

ଗୋଆ,୨୪।୧୦(ପି.ଟି.): ଚଳିତ ହିରୋ ଇଣ୍ଡିଆନ ସୁପର ଲିଗରେ ଏକ ଦମଦାର ବିଜୟ ସହିତ ଅଭିଯାନ ଆରମ୍ଭ କରିଛି ଗତ ବର୍ଷର ରନର୍ସଅପ ଏଫସି ଗୋଆ I ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମଠାରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଘରୋଇ ଦଳ ଗୋଆ ୩-୦…

ଇଚ୍ଛା ମୃତ୍ୟୁରେ ଜୀବନ ହାରିଲେ: ପାରାଅଲିମ୍ପିକ୍‌ ଚାମ୍ପିୟନ

ବ୍ରୁସେଲ୍ସ,୨୪ା୧୦ (ଏଏଫ୍‌ପି)- ବେଲଜିୟମ ପାରାଅଲିମ୍ପିକ୍‌ ଚାମ୍ପିୟନ ମାରିକେ ବରବୋର୍ଟ ମଙ୍ଗଳବାର ଇଚ୍ଛା ମୃତ୍ୟୁ ଜରିଆରେ ନିଜ ଜୀବନ ଶେଷ କରିଛନ୍ତି। ବେଲଜିୟମରେ ଇଚ୍ଛା ମୃତ୍ୟୁ ଆଇନ ସଂଗତ। ୪୦ ବର୍ଷୀୟ ପୂର୍ବତନ ପାରାଆଥ୍‌ଲେଟ ୨୦୧୬ ରିଓ ଅଲିମ୍ପିକ୍ସ ପରେ ଇଚ୍ଛା ମୃତ୍ୟୁ…

ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ, କାଶ୍ୟପଙ୍କ ବିଦାୟ

ପ୍ୟାରିସ,୨୪ା୧୦ (ପି.ଟି.)- ଭାରତୀୟ ଶଟଲର କିଡାମ୍ବି ଶ୍ରୀକାନ୍ତ ଓ ପାରୁପଲ୍ଲି କାଶ୍ୟପ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ବୁଧବାର ୫୫ ମିନିଟ୍‌ ଧରି ଚାଲିଥିବା କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୫,…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ

ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ…

‘ମୁଁ ଥିବା ଯାଇଁ ସଭିଙ୍କୁ ସମ୍ମାନ ମିଳିବ’

ମୁମ୍ବାଇ,୨୪ା୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ସମ୍ପର୍କରେ ବିସିସିଆଇ ନୂଆ ସଭାପତି ସୌରଭ ଗାଙ୍ଗୁଲି ବୁଧବାର କହିଛନ୍ତି, ଦୁଇ ଥର ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକଙ୍କୁ ସମ୍ମାନ ମିଳିବ। ଧୋନୀ କ’ଣ ଚିନ୍ତା କରୁଛନ୍ତି, ତାହା ମୋତେ…

ଅଲିମ୍ପିକ୍ସ ସ୍ବପ୍ନରେ ବିଭୋର ବିବେକ

ଭୁବନେଶ୍ୱର, ୨୪।୧୦(କ୍ରୀଡ଼ା ପ୍ରତିନିଧି)- ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏଥିରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳିବ। ମହିଳା ଦଳର ପ୍ରତିଦ୍ୱନ୍ଦ୍ୱୀ ଆମେରିକା ରହିଥିବାବେଳେ ପୁରୁଷ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?