ଧୋନୀଙ୍କ ପାଇଁ ପାଗଳ ପ୍ରଶଂସକ: ପ୍ରସ୍ତୁତ କଲେ ରାପ୍ ସଙ୍ଗ୍, ୟୁଟ୍ୟୁବରେ ମଚାଇଲା ଧୁମ୍
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ କ୍ରିକେଟକୁ ଫେରିବେ ତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଶଂସକମାନେ ମଧ୍ୟ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ନିକଟରେ ଧୋନୀଙ୍କର ଜଣେ ପ୍ରଶଂସକ ତାଙ୍କୁ ନେଇ ଏକ…
ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା
ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକର ଏବଂ ସିକେ ନାଇଡୁଙ୍କ ଭଳି ଖେଳାଳି କ୍ରିକେଟ ସହ ଭାରତୀୟ ସେନାର ବିଭିନ୍ନ…
‘ନିଜକୁ ହିଁ ଦୋଷ ଦେଇପାରିବେ ପନ୍ତ’
ନୂଆଦିଲ୍ଲୀ,୨୬।୧- ରିଷଭ ପନ୍ତ ଭାରତୀୟ ଦଳରୁ ବାଦ୍ ପଡ଼ିବା ପାଇଁ କେବଳ ନିଜକୁ ଦୋଷ ଦେଇପାରିବେ। ତାଙ୍କୁ ଯଥେଷ୍ଟ ସୁଯୋଗ ମିଳିଛି। ମାତ୍ର ସେ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଏଭଳି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ କପିଳ ଦେବ। ଲୋକେଶ…
ପଡ଼ିଲା ପ୍ରଥମ ଉଇକେଟ
ଅକ୍ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍ ହୋଇଥିବାବେଳେ ମାର୍ଟିନ ଗୁପଟିଲ (୩୩)ଙ୍କ ରୂପେ ପ୍ରଥମ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ଉଇକେଟ ହାତେଇଛନ୍ତି…
ପ୍ରଥମେ ବୋଲିଂ କରିବ ଭାରତ
ଅକ୍ଲାଣ୍ଡ,୨୬।୧- ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଭାରତ ପ୍ରଥମେ ବୋଲିଂ କରିବ। ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ମ୍ୟାଚ୍ରେ ବିଶାଳ ବିଜୟଲକ୍ଷ୍ୟର ପିଛା କରି ବିଜୟ ହାସଲ କରିଥିବା…
ଆଗୁଆ ସିରିଜ କବ୍ଜା କଲା ପାକିସ୍ତାନ
ଲାହୋର, ୨୬।୧ (ଏଏଫ୍ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍ରେ ଘରୋଇ ପାକିସ୍ତାନ ୯ ଉଇକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଭ୍ରମଣକାରୀ ବାଂଲାଦେଶ…
ଟି୨୦: ଭାରତ ନ ଆସିଲେ ଆମେ ଯିବୁନି: ପିସିବି
କରାଚୀ, ୨୬ା୧ (ପି.ଟିି.)- ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଟି୨୦ ଏସିଆ କପ୍ ଆୟୋଜନ କରୁଛି। ଏଥିରେ ଅଂଶଗ୍ରହଣ ଲାଗି ଭାରତ ଯଦି ରାଜି ନ ହୁଏ ତେବେ ୨୦୨୧ରେ ଏହି ଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ଲାଗି ଆମେ…
ମେରୀକମ୍ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ
ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍.ସି. ମେରୀକମ୍ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେବେ। ଅନ୍ୟ ୬ ଜଣ କ୍ରୀଡ଼ାବିତ୍ ପଦ୍ମଶ୍ରୀ…
ମିକ୍ସଡ ଡବଲ୍ସ: ବୋପାନ୍ନା- ନାଡିଆ ଦ୍ୱିତୀୟ ରାଉଣ୍ଡରେ
ମେଲବୋର୍ନ,୨୬।୧(ପି.ଟି.)- ଅଷ୍ଟ୍ରେଲିଆନ୍ ଓପନ ମିକ୍ସଡ ଡବଲ୍ସ ଇଭେଣ୍ଟରେ ତାରକା ଭାରତୀୟ ଖେଳାଳି ରୋହନ ବୋପାନ୍ନା ଓ ତାଙ୍କ ୟୁକ୍ରେନ୍ ପାର୍ଟନର ନାଡିଆ କିଚେନୋଭ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ ପ୍ରାରମ୍ଭିକ ମୁକାବିଲାରେ ଏହି ଇଣ୍ଡୋ- ୟୁକ୍ରେନ୍ ଯୋଡି ୟୁକ୍ରେନ୍ର…
ମହିଳା ସିଙ୍ଗଲ୍ସ: ମୁଗୁରୁଜା, କରବର, ହାଲେପଙ୍କ ଅଗ୍ରଗତି
ମେଲବୋର୍ନ, ୨୬।୧(ଏଏଫ୍ପି)- ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ ଖେଳାଳିମାନେ ଅଗ୍ରଗତି କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୨୬ ବର୍ଷୀୟା ସ୍ପେନ୍ର ଗର୍ବାଇନ୍ ମୁଗୁରୁଜା ଚତୁର୍ଥ ରାଉଣ୍ଡରେ ନବମ ସିଡ୍ କିକି ବେର୍ଟେନ୍ସଙ୍କୁ ଭେଟିବେ।…
ଅଷ୍ଟ୍ରେଲିଆନ ଓପନ: ଚତୁର୍ଥ ରାଉଣ୍ଡରେ ନାଡାଲ, ଥିମ୍, ଓ୍ବାରିଙ୍କା
ମେଲବୋର୍ନ, ୨୬।୧(ଏଏଫ୍ପି)- ବିଶ୍ୱର ୧ ନମ୍ବର ଖେଳାଳି ସ୍ପେନର ରାଫାଲ ନାଡାଲ ବର୍ଷ ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରେ ଜୟଯାତ୍ର ଜାରି ରଖିଛନ୍ତି। ଶନିବାର ଟୁର୍ନାମେଣ୍ଟର ଷଷ୍ଠ ଦିବସରେ ନାଡ଼ାଲ ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ୨୭ ତମ…
ଦ୍ୱିତୀୟ ଟି୨୦: ବିଜୟଧାର ବଜାୟ ଲକ୍ଷ୍ୟରେ ଭାରତ
ଅକ୍ଲାଣ୍ଡ,୨୬।୧(ପି.ଟି.)- ପ୍ରଥମ ଟି୨୦ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିବା ସହ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ…

