ୟାମାଗୁଚି ମହିଳା, ନିଶିମୋତୋ ପୁରୁଷ ଫାଇନାଲରେ
ବ୍ୟାଙ୍କକ୍, ୨୫ା୧ (ଏଏଫ୍ପି)-ଟପ୍ ସିଡ୍ ତଥା ବିଶ୍ୱର ନମ୍ବର ୩ ଖେଳାଳି ଜାପାନର ଆକାନେ ୟାମାଗୁଚି ଥାଇଲାଣ୍ଡ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ମହିଳା ସିଙ୍ଗଲ୍ସ ଏବଂ ତାଙ୍କ ଦେଶର କେଣ୍ଟା ନିଶିମୋତୋ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ୟାମାଗୁଚି ସେମିଫାଇନାଲରେ…
ନ୍ୟୁଜିଲାଣ୍ଡ ଟୁର୍ରୁ ବାଦ୍ ପଡିଲେ ଖଲିଲ ଅହମ୍ମଦ
ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍ରୁ ବାମହାତୀ ପେସ୍ ବୋଲର ଖଲିଲ ଅହମ୍ମଦ ବାଦ୍ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ ଏ’ର ନ୍ୟୁଜିଲାଣ୍ଡ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ ବେଳେ ତାଙ୍କ ବାମ କଚଟିରେ ଆଘାତ…
ଏସିଆ କପ୍ରୁ ଭାରତ ଓହରିଲେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍ରେ ଖେଳିବୁ ନାହିଁ: ପିସିବି
ଲାହୋର,୨୫।୧- ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ ଓ୍ବାସିମ ଖାଁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ କହିଛନ୍ତିି, ଯଦି ଭାରତ ଏସିଆ କପ୍ ପାଇଁ…
୫ ଲକ୍ଷ ରନ୍ ପୂରଣ କଲା ଇଂଲଣ୍ଡ
ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍ ପୂରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଏହି…
୩୨ରେ ପାଦ ଦେଲେ ପୂଜାରା
ନାଗପୁର,୨୫।୧- ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଶନିବାର ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ଦିନିକିଆ, ଟି୨୦ ଓ ଆଇପିଏଲରେ ଖେଳିବାକୁ ସୁଯୋଗ ପାଉ ନ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଛି। ତାଙ୍କର ଜନ୍ମଦିନ ଅବସରରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର…
ମହିଳା ହକି ସିରିଜ୍: ବୃହତ୍ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ
ଅକ୍ଲାଣ୍ଡ,୨୫।୧(ପି.ଟି.)- ଅଧିନାୟିକା ରାଣୀ ରାମ୍ପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୪-୦ ଗୋଲର ବୃହତ୍ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ପାଇଁ ରାଣୀ ଡବଲ ଗୋଲ ଦେଇଥିବାବେଳେ ଶର୍ମିଲା…
ଫେଡରରଙ୍କୁ ହରାଇବା ପାଇଁ ଚିଟିଂ କରିଥିଲେ ମିଲମ୍ୟାନ
ମେଲବୋର୍ନ,୨୫।୧(ଏଏଫ୍ପି)- କିମ୍ବଦନ୍ତୀ ଟେନିସ ଖେଳାଳି ରୋଜର ଫେଡରର ଶୁକ୍ରବାର ୫ ସେଟ୍ ବିଶିଷ୍ଟ ମାରାଥନ ମ୍ୟାଚ୍ରେ ଜନ ମିଲମ୍ୟାନଙ୍କୁ ହରାଇଥିଲେ। ମ୍ୟାଚ୍ର ଫଳାଫଳ ଟାଇବ୍ରେକରରେ ବାହାରିଥିଲା। ଏହି ମ୍ୟାଚ୍ରେ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଫେଡରରଙ୍କୁ ହରାଇବା ପାଇଁ ୩୦ ବର୍ଷୀୟ ଅଷ୍ଟ୍ରେଲିଆନ…
ବ୍ରାଜିଲ ଟେନିସ ଖେଳାଳି ଆଜୀବନ ବାସନ୍ଦ
ମେଲବୋର୍ନ,୨୫।୧(ଏଏଫ୍ପି)- ପୂର୍ବତନ ଟପ୍ ୧୦୦ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ଜୋଆଓ ସୋଉଜାଙ୍କୁ ଆଜୀବନ ବାସନ୍ଦାଦେଶରେ ଦଣ୍ଡିତ କରାଯାଇଛି। ଏଥିସହିତ ମ୍ୟାଚ୍ ଫିକ୍ସିଂ ଓ ଅନ୍ୟ ଦୁର୍ନୀତି ପାଇଁ ଦୁଇ ଲକ୍ଷ ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏ ନେଇ ଟେନିସ…
ଶ୍ରେୟାସଙ୍କ ସ୍ଥାନ ପକ୍କା
ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି। ଆୟାର ୨୦୧୬ ରଣଜୀ ଟ୍ରଫିରେ ୧୧ ମ୍ୟାଚ୍ରୁ ୧୩୮୧ ରନ୍…
୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ
ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ କରିଛନ୍ତି। ସେ ସ୍ଥାନୀୟ ଉନାଠାରୁ ବଡ଼ସର ପର୍ଯ୍ୟନ୍ତ କୌଣସି ସ୍ଥାନରେ ନ ରହି ଲଗାତାର…
କ୍ରିକେଟ ଖେଳିଲେ ଫଡନବିସ-ଗଡକରି
ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ‘କସଦାର କ୍ରୀଡା ମହୋତ୍ସବ’ରେ ଏହି ୨ ନେତା ଶୁକ୍ରବାର ନାଗପୁରରେ…
କଟକରେ ଓଡ଼ିଶା ଏଫ୍ସିର ଚୟନ ଶିବିର
କଟକ ଅଫିସ,୨୫।୧- ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମରେ ଓଡିଶା ଏଫ୍ସିର ଜୁନିୟର ଖେଳାଳି ଚୟନ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩, ୧୫ ଓ ୧୮ବର୍ଷରୁ କମ୍ ବୟସ ବର୍ଗର ୩୦୦ ବାଳକ ଖେଳାଳି ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ପ୍ରାୟ ୧୦୦…

