ଖେଳ

ଶକୁନ୍ତଳା ମିଶ୍ର ଜାତୀୟ ଦୃଷ୍ଟିହୀନ କ୍ରିକେଟ: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୩୧।୧(କ୍ରୀଡ଼ା ପ୍ରତିନିଧି)-ଲକ୍ଷ୍ନୌଠାରେ ଚାଲିଥିବା ୨୦ତମ ଶକୁନ୍ତଳା ମିଶ୍ର ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଓଡ଼ିଶା ନିଜର ତୃତୀୟ ଲିଗ୍‌ ମ୍ୟାଚ ରେ ରାଜସ୍ଥାନକୁ ୧୯୦ ରନରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ…

ରଣଜୀ ଟ୍ରଫି: ଓଡ଼ିଶାର ଉତ୍କଣ୍ଠାପୂର୍ଣ୍ଣ ବିଜୟ

କଟକ ଅଫିସ,୩୧ା୧- ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଚମକପ୍ରଦ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରଭାବଶାଳୀ ବୋଲିଂ ସହାୟତାରେ ଓଡ଼ିଶା ଏକ ଇନିଂସ ଓ ୩ରନରେ ଆସାମକୁ ପରାସ୍ତ କରିଛି। ଅଲରାଉଣ୍ଡ…

ରାଣୀଙ୍କୁ ‘ଓ୍ବାର୍ଲ୍ଡ୍‌ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ, ୩୧।୧ (ପି.ଟି.)- ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପାଲ ଗୁରୁବାର ସମ୍ମାନଜନକ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ହାସଲ କରିବାରେ ସେ ପ୍ରଥମ ହକି ଖେଳାଳି ସାବ୍ୟସ୍ତ ହୋଇଛନ୍ତି।…

ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ’ ପୁରସ୍କାର ଜିତିଥିବା ୧୦ ଖେଳାଳି

କ୍ରିକେଟରେ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ସବୁଠୁ ବଡ ପୁରସ୍କାର ଭାବେ ଗଣାଯାଏ। କୌଣସି ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ପୁରସ୍କାର ଦିଆଯାଏ। ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିବା ୧୦ ଖେଳାଳିଙ୍କୁ…

ସାଙ୍ଗାକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୩୦।୧ (ପି.ଟି.)- କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ମ୍ୟାଚ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯିବ। ପାକିସ୍ତାନ ସୁପର୍‌ ଲିଗ୍‌ (ପିଏସ୍‌ଏଲ୍‌)ର ଦୁଇ ଟିମ୍‌ ଲାହୋର କ୍ୱାଲାଣ୍ଡର୍ସ ଓ ମୁଲତାନ ସୁଲତାନ…

୧୯ ବର୍ଷରୁ କମ୍‌ କ୍ରିକେଟ:ପେସ୍‌ରଙ୍କୁ କହୁଣି ମାରି ବ୍ୟାଟ୍ସମ୍ୟାନ ଦଣ୍ଡିତ

ଦୁବାଇ, ୩୦ା୧ (ପି.ଟି.)-ଭାରତୀୟ ପେସ୍‌ ବୋଲର ଆକାଶ ସିଂଙ୍କୁ ଜାଣିଶୁଣି କହୁଣୀରେ ସ୍ପର୍ଶ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ସାମ୍‌ ଫ୍ୟାନିଂ ଦଣ୍ଡିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚ…

ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଲା

ଲିସବନ୍‌,୩୦।୧: ଇନ୍‌ଷ୍ଟାଗ୍ରାମ୍‌ରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଛି। ଏଭଳି ଉପଲବ୍ଧି ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି। ଖୋଦ୍‌ ଇନ୍‌ଷ୍ଟାଗ୍ରାମ୍‌ର ଫଲୋଅର୍ସ ସଂଖ୍ୟା ୩୩ କୋଟି ରହିଛି। ଇନ୍‌ଷ୍ଟାଗ୍ରାମ୍‌ ପଛକୁ…

ଧୋନୀ ଥିଲେ ସୁପର ଓଭରରେ ବୁମ୍‌ରା ନୁହେଁ, ଏହି ବୋଲରଙ୍କୁ ଦେଇଥାନ୍ତେ ବୋଲିଂ

ନୂଆଦିଲ୍ଲୀ,୩୦ା୧: ହାମିଲ୍‌ଟନର ଶେଡନ୍‌ ପାର୍କରେ ଟିମ୍‌ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍‌ ଜିତି ଇତିହାସ ରଚିଛି। ତେବେ ସୁପର ଓଭରରେ ଭାରତୀୟ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ…

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ ୨୧୬ରେ ସୀମିତ

ଖ୍ରୀଷ୍ଟଚର୍ଚ୍ଚ, ୩୦।୧ (ପି.ଟି.)- ଘରୋଇ ନ୍ୟୁଜିଲାଣ୍ଡ-ଏ ଓ ଭାରତ-ଏ ମଧ୍ୟରେ ଗୁରୁବାରଠାରୁ ଏଠାରେ ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି ୪ ଦିବସୀୟ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ-ଏ ପ୍ରଥମ ଇନିଂସରେ ମାତ୍ର ୨୧୬…

ଭାରତ ବିପକ୍ଷ ସିରିଜ: ନ୍ୟୁଜିଲାଣ୍ଡ ଦିନିକିଆ ଦଳ ଘୋଷିତ

ଓ୍ବେଲିଂଟନ, ୩୦।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ତେବେ ଆଘାତଜନିତ ସମସ୍ୟା ନ୍ୟୁଜିଲାଣ୍ଡ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କାରଣରୁ ଦଳର ୩ ପ୍ରମୁଖ ଦ୍ରୁତ…

ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଭାରତୀୟ ଅଭିଯାନ ଶେଷ

ମେଲବୋର୍ନ, ୩୦।୧ (ପି.ଟି.)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଭାରତର ରୋହନ ବୋପାନ୍ନା ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲ ମୁକାବିଲାରେ ବୋପାନ୍ନାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ୟୁକ୍ରେନର ନାଡିଆ…

ଏହି ଯୁବତୀଙ୍କୁ ବିବାହ କରୁଛନ୍ତି ‘ଗୁଙ୍ଗା ପେହେଲବାନ୍‌’

ଚଣ୍ଡିଗଡ଼, ୩୦ା୧: ଦେଶର ସଫଳ ରେସ୍‌ଲରମାନଙ୍କ ମଧ୍ୟରେ ଅନ୍ୟତମ ବୀରେନ୍ଦ୍ର ସିଂ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ହରିୟାଣା ଝଝରର ବୀରେନ୍ଦ୍ର ‘ଗୁଙ୍ଗା ପେହେଲବାନ୍‌’ ଭାବେ ଜଣାଶୁଣା। ବୀରେନ୍ଦ୍ର ନାଗପୁରର ଜଣେ ମୂକ ବଧିର ଯୁବତୀ ଅଞ୍ଜଳିଙ୍କୁ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?