ଖେଳ

ସୁନୀଲ ଜୋଶି, ହରବିନ୍ଦର ସିଂ ଭାରତୀୟ ଦଳର ଚୟନକର୍ତ୍ତା

ନୂଆଦିଲ୍ଲୀ,୪ା୩- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ସୁନୀଲ ଜୋଶି ଓ ହରବିନ୍ଦର ସିଂଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ସେମାନେ ସର୍ବଭାରତୀୟ ସିନିୟର ଚୟନ କମିଟିରେ ଏମ୍‌ଏସ୍‌କେ ପ୍ରସାଦ ଓ ଗଗନ ଖୋଦାଙ୍କ ସ୍ଥାନ ନେବେ।…

ଜୁନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ଡିଭିଲିୟର୍ସ

ଜୋହାନ୍ସବର୍ଗ,୪ା୩- ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର ଜୁନ ୧ ତାରିଖ ସୁଦ୍ଧା ଭେଟେରାନ ବ୍ୟାଟ୍ସମ୍ୟାନଙ୍କୁ ଉପଲବ୍ଧ ହେବା ପାଇଁ କହିଛନ୍ତି। ନିକଟରେ…

କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ସିଏସ୍‌କେ ମୋତେ ସାହାଯ୍ୟ କରିଛି: ଧୋନୀ

ଚେନ୍ନାଇ,୪ା୩(ପି.ଟି.)- ଜଣେ ସଫଳ ଖେଳାଳି ଓ କଠିନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌କୁ ଶ୍ରେୟ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଫ୍ରାଞ୍ଚାଇଜ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ। ସେ ଗତବର୍ଷ ଆଇସିସି…

ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି: ରୋନାଲ୍ଡୋ

ଜୁଭେଣ୍ଟସ,୪ା୩- ବିଶ୍ୱର ଲୋକପ୍ରିୟ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ତାଙ୍କୁ ମେଡିକାଲରେ ରଖାଯାଇଛି ବୋଲି ପାଞ୍ଚଥର ବାଲୋନ ଡି’ଅର ପୁରସ୍କାରପ୍ରାପ୍ତ ରୋନାଲ୍ଡୋ ଟୁଇଟ୍‌ କରିଛନ୍ତି। ସେ ହୃଦ୍‌ଘାତର ଶିକାର ହୋଇଥିଲେ। ଏହାପରେ ମେଡିକାଲରେ ତାଙ୍କର…

କରୋନା ପ୍ରଭାବ ଆଇପିଏଲ୍‌ ଉପରେ ପଡ଼ିବନି

ନୂଆଦିଲ୍ଲୀ,୪।୩: କରୋନା ସଂକ୍ରମଣ ଯୋଗୁ ଟୋକିଓ ଅଲମ୍ପିକ ବାତିଲ ହେବାର ଆଶଙ୍କା ଦେଖାଦେଇଛି। ତେବେ ଏଥିପାଇଁ ମାର୍ଚ୍ଚ ୨୯ଠାରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚ୍‌ ନେଇ କୌଣସି ସଙ୍କଟ ନାହିଁ ବୋଲି ଆଇପିଏଲ୍‌ ସଞ୍ଚାଳନ ସମିତିର ଅଧ୍ୟକ୍ଷ ବ୍ରିଜେଶ ପଟେଲ…

ଅଧା ହେଲା ଆଇପିଏଲ ଚାମ୍ପିୟନ ପୁରସ୍କାର ରାଶି

ନୂଆଦିଲ୍ଲୀ,୪ା୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ବିସିସିଆଇ ଏକ ସର୍କୁଲାର ଜରିଆରେ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ସୂଚନା ଦେଇଛି। ଆଇପିଏଲ…

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଶେଫାଳି

ସିଡ୍‌ନୀ,୪ା୩(ପି.ଟି.)- ଭାରତୀୟ ମହିଳା ବ୍ୟାଟିଂ ସେନସେଶନ ଶେଫାଳି ବର୍ମା ବୁଧବାର ଆଇସିସି ମହିଳା ଟି୨୦ ଅନ୍ତର୍ଜାତୀୟ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଉଠିଛନ୍ତି। ଚଳିତ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ୧୬ ବର୍ଷୀୟା ଶେଫାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ନ୍ୟୁଜିଲାଣ୍ଡର ସୁଜି…

ଲିଭରପୁଲକୁ ହରାଇ ଏଫ୍‌ଏ କପ୍‌ କ୍ୱାର୍ଟରରେ ଚେଲସି

ଲଣ୍ଡନ,୪ା୩- ନିକଟରେ ଚଳିତ ସିଜନର ପ୍ରିମିୟର ଲିଗ୍‌ରେ ପ୍ରଥମ ଥର ପରାସ୍ତ ହୋଇଥିବା ଲିଭରପୁଲକୁ ପୁଣି ପରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚେଲସି ଦଳ ୨-୦ ଗୋଲରେ ଲିଭରପୁଲକୁ ହରାଇ ଏଫ୍‌ଏ କପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ର…

ବାଂଲାଦେଶର ରୋମାଞ୍ଚକ ବିଜୟ

ସିଲ୍‌ହେଟ୍‌, ୪।୩- ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ୪ ରନରେ ରୋମାଞ୍ଚକ ଭାବେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍‌ରେ ୩୨୨ ରନ କରିଥିବାବେଳେ ଜିମ୍ବାଓ୍ବେ (୩୧୮/୮) ୪ ରନ ଦୂରରେ…

ରୋହିତ ଶର୍ମାଙ୍କୁ ରିଅଲ ମାଡ୍ରିଡ୍‌ ଜର୍ସି

ନୂଆଦିଲ୍ଲୀ, ୪ା୩ (ପି.ଟି.)-ଭାରତର ଷ୍ଟାର ଓପନର ରୋହିତ ଶର୍ମାଙ୍କ ସମ୍ମାନାର୍ଥେ ମଙ୍ଗଳବାର ସ୍ପେନ୍‌ର ମାଡ୍ରିଡ୍‌ ଅନ୍ତର୍ଗତ ସାଣ୍ଟିଆଗୋଠାରେ ତାଙ୍କୁ ସ୍ପାନିଶ ଫୁଟ୍‌ବଲ ଟିମ୍‌ ରିୟଲ ମାଡ୍ରିଡ୍‌ ଜର୍ସି ପ୍ରଦାନ କରାଯାଇଛି। ଫୁଟ୍‌ବଲ କ୍ଲବର ଇନଷ୍ଟିଚ୍ୟୁଶନାଲ ରିଲେଶନ ଡାଇରେକ୍ଟର ତଥା ଭାରତରେ ଲା…

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ” ଓଡ଼ିଶାର ରାଜଧାନୀ ସହରକୁ ସମସ୍ତଙ୍କୁ ଆନନ୍ଦର ସହ ସ୍ବାଗତ…

ବିଳମ୍ବ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ, ୪ା୩ (ଏପି)- କରୋନା ଭାଇରସ୍‌ ପ୍ରଭାବ ଯୋଗୁ ୨୦୨୦ ଟୋକିଓ ଅଲିମ୍ପିକ୍ସର ବିଳମ୍ବ ଘଟିପାରେ। ଜାପାନ ଅଲିମ୍ପିକ ମନ୍ତ୍ରୀ ସିକୋ ହାସିମୋତେ ପାର୍ଲାମେଣ୍ଟର ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟସୂଚୀ ଅନୁସାରେ ୨୦୨୦ ଅଲିମ୍ପିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?