Posted inଖେଳ

ଅଲିମ୍ପିକ୍‌ କ୍ୱାଲିଫାଇଂ ଇଭେଣ୍ଟ: ତାରିଖ ଧାର୍ଯ୍ୟ କରିବାକୁ ଆଇଓସିର ନିର୍ଦ୍ଦେଶ

ଲୋସେନ,୧୯।୫(ପି.ଟି.): ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟ ନେଇ ତାରିଖ ଧାର୍ଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ସବୁ ଅନ୍ତର୍ଜତାୟ ଫେଡେଶେନଗୁଡିକୁ ନିର୍ଦ୍ଦେଶ ଦେଇଛି। କୋଭିଡ-୧୯ ମହମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିଦିଆଯାଇଛି ଓ କ୍ୱାଲିଫାଇଂ ଇଭେଣ୍ଟଗୁଡିକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଏବେ ଯୋଗ୍ୟତାପର୍ଯ୍ୟାୟ ଏହି ଇଭେଣ୍ଟଗୁଡିକର ତାରିଖ ଧାର୍ଯ୍ୟ ନେଇ ଅନ୍ତିମ ନିଷ୍ପତ୍ତି ନେବାକୁ ଆଇଓସି କହିଛି। କରୋନା ଭାଇରସ୍‌ର ଆତଙ୍କ ଏବେ ଜାରି ରହିଥିବାରୁ ସବୁ ପ୍ରକାର ପରିସ୍ଥିତି ଓ ଇଭେଣ୍ଟଗୁଡିକର ସମ୍ଭାବ୍ୟ ବାତିଲ ପାଇଁ ଆଗୁଆ ପ୍ରାସଙ୍ଗିକ ଯୋଜନା ଧାର୍ଯ୍ୟ କରିବାକୁ ମଧ୍ୟ ଆଇଓସି ନିର୍ଦ୍ଦେଶ ଦେଇଛି।

ଗତମାସ ଟୋକିଓ ଅଲିମ୍ପିକ୍ସର କ୍ୱାଲିଫିକେଶନ ପିରିୟଡ ପାଇଁ ଜୁନ୍‌ ୨୯କୁ ନୂଆ ଡେଡ୍‌ଲାଇନ ଭାବେ ଧାର୍ଯ୍ୟ କରିଥିଲା। ଅନ୍ତର୍ଜାତୀୟ ଫେଡେରେଶନ କ୍ୟାଲେଣ୍ଡରରେ ଅନିଶ୍ଚିତତା ପାଇଁ କେତେକ ଇଭେଣ୍ଟର ତାରିଖ ଓ ଲୋକେଶନ ନିଶ୍ଚିତ ହେବ ବୋଲି କୁହାଯାଇଛି। ସଂଶୋଧିତ କ୍ୱାଲିଫିକେଶସ ସିଷ୍ଟମ ଲାଗୁ ହେବାକୁ ଥିବାରୁ ଆଇଓସି ସ୍ପୋଟର୍‌ସ ଅପରେଶନ୍ସ ମ୍ୟାନେଜର ପ୍ରାସଙ୍ଗିକ ଯୋଜନା ପାଇଁ ଫେଡେରେଶନଗୁଡିକ ସହ ମିଳିତ ଭାବେ କାର୍ଯ୍ୟ କରିବ ବୋଲି କହିଛି। ଜୁଲାଇ ସୁଦ୍ଧା ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହେବ ବୋଲି ଆଇଓସି ଆଶାପ୍ରକାଶ କରିଛି। ବିଶ୍ୱର ସ୍ବାସ୍ଥ ସଙ୍କଟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଯୋଜନା ପ୍ରସ୍ତୁତ କରାଯିବ। ଆଇଓସିର ସ୍ପୋଟର୍‌ସ ବିଭାଗ ଓ ଅନ୍ତର୍ଜାତୀୟ ଫେଡେରେଶନଗୁଡିକ ମିଳିତ ଭାବେ ଆଇଓସି କାର୍ଯ୍ୟକାରୀ ବୋର୍ଡର ଦ୍ୱାରା ଅନୁମୋଦିତ ହୋଇଥିବା ଆବଶ୍ୟକୀୟ କ୍ୱାଲିଫିକେଶନ ସିଷ୍ଟମ ଲାଗୁ କରିବ। ଏଥି ସହିତ ଆଇଓସି ଟୋକିଓ ଅଲିମ୍ପିକ୍ସ ପାଇଁ ଅଧିକ ଖର୍ଚ୍ଚ ନ କରିବାକୁ ପ୍ରୟାସ କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri