ଖେଳ

ଅବହେଳିତ ପିଲାଙ୍କ ପାଇଁ ବ୍ୟାଟ ନିଲାମ କରିବେ ରାହୁଲ

ନୂଆଦିଲ୍ଲୀ,୨୦।୪ (ପି.ଟି.): ଅବହେଳିତ ପିଲାମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଏବେ ଅଣ୍ଟା ଭିଡିଛନ୍ତି। ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ରେ ସେ ବ୍ୟବହାର କରିଥିବା ବ୍ୟାଟ୍‌ ଓ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ନିଲାମ...

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଗସ୍ତରେ ଦକ୍ଷିଣ ଆଫ୍ରିକା ୩ଟି ଦିନିକିଆ ଓ ୩ଟି ଟି୨୦ ଅନ୍ତର୍ଜାତୀୟ...

ହକି ଇଣ୍ଡିଆର ନୂଆ ପ୍ରୟାସ: ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲଙ୍କ ଇଣ୍ଟରାକ୍ଟିଭ୍‌ ସେଶନ

ନୂଆଦିଲ୍ଲୀ,୨୦।୪ (ପି.ଟି.):  କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏନ ନୂଆ ପ୍ରୟାସ ଆରମ୍ଭ କରିଛି। ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଅଫିସିଆଲମାନେ ପରସ୍ପର ସହିତ ବାର୍ତ୍ତାଳାପ ତଥା ଆଲୋଚନା କରିଛନ୍ତି। ହକିର ନୂଆ ନିୟମ ସହିତ ଅବଗତ ହେବା...

କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍‌ରେ ଦ୍ୱିଶତକ ହାସଲ...

ଜୁଲାଇରୁ ଆରମ୍ଭ ହେବ ଚାଇନିଜ ସୁପର ଲିଗ୍‌

ସାଙ୍ଘାଇ,୨୦।୪ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବିଳମ୍ବିତ ହୋଇଥିବା ଚାଇନିଜ୍‌ ସୁପର ଲିଗ୍‌ (ସିଏସ୍‌ଏଲ୍‌) ଏବେ ଆରମ୍ଭ ହେବାକୁ ଯାଉଛି। ଏହି ଲିଗ୍‌ ଜୁନ୍‌ମାସ ଶେଷ ଆଡକୁ କିମ୍ବା ଜୁଲାଇ ପ୍ରାରମ୍ଭରେ ଆରମ୍ଭ ହେବ ବୋଲି କ୍ଲବ ଅଧ୍ୟକ୍ଷ...

ବେକ୍‌ହାମଙ୍କ ମତରେ ମେସି ଶ୍ରେଷ୍ଠ

ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ ଏଥିରେ ଯୋଡ଼ି ହୋଇଛନ୍ତି ଇଂଲଣ୍ଡ ଫୁଟବଲ ଲିଜେଣ୍ଡ ଡେଭିଡ ବେକ୍‌ହାମ୍‌। ଶେଷ ବାଲନ...

୩ ମାସ ପରେ ଫେରିଲା ଉହାନ ଫୁଟ୍‌ବଲ ଟିମ୍‌

ସାଂଘାଇ, ୨୦ା୪ (ଏଏଫ୍‌ପି)-ଚାଇନିଜ ସୁପର ଲିଗ୍‌ ଟିମ୍‌ ଉହାନ୍‌ ଜାଲ୍‌ ୩ ମାସରୁ ଊର୍ଦ୍ଧ୍ୱ ସମୟ ପରେ ଘରବାହୁଡ଼ା କରିଛି। ଟିମ୍‌ର ସଦସ୍ୟମାନେ କରୋନା ଭାଇରସର ଉତ୍ପତ୍ତିସ୍ଥଳ ଉହାନ୍‌ର ବାସିନ୍ଦା। କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ଗତ ଜାନୁୟାରୀରୁ ଉହାନ୍‌ ସହରକୁ...

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ। କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ଏବେ ସମ୍ପୂର୍ଣ୍ଣ କ୍ରୀଡ଼ା ଜଗତ ପ୍ରଭାବିତ। ତେଣୁ...

ହ୍ବାଟ୍‌ମୋର୍‌ ବରୋଦା ରଣ୍‌ଜୀ ଟିମ୍‌ କୋଚ୍‌ ନିଯୁକ୍ତ

ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍‌ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍‌ ଡେଭ୍‌ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍‌ ଓ କ୍ରିକେଟ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ କ୍ରିକେଟ ଆସୋସିଏଶନ (ବିସିଏ) ସଂପାଦକ ଅଜିତ ଲେଲେ...

ଦର୍ଶକଙ୍କ ବିନା ଟେନିସ : ନାଡାଲ, ଜୋକୋଭିଚ୍‌ଙ୍କୁ ସିମୋନାଙ୍କ ବିରୋଧ

ବୁକାରେଷ୍ଟ, ୧୯।୪: କୋଭିଡ୍‌-୧୯ କାରଣରୁ ସାରା ବିଶ୍ୱରେ ସବୁ କ୍ରୀଡ଼ା ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। ଏପରି ସ୍ଥଳେ ରୁଦ୍ଧଦ୍ୱାରରେ ବା ଦର୍ଶକଙ୍କ ଅନୁପସ୍ଥିତିରେ ଟେନିସ ଟୁର୍ନାମେଣ୍ଟଗୁଡିକ ଆୟୋଜନ ପାଇଁ ଦୁଇ ଟେନିସ ତାରକା ସ୍ପେନ୍‌ର ରାଫାଲ...

କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀଙ୍କ ପରଲୋକ

କୋଲକାତା, ୧୯।୪ (ପି.ଟି.): ଜଣାଶୁଣା ତଥା ଅଭିଜ୍ଞ କ୍ରୀଡ଼ା ଖବରଦାତା ସମୀର ଗୋସ୍ବାମୀ ୬୫ ବର୍ଷ ବୟସରେ ଶନିବାର ପରଲୋକ ଗମନ କରିଛନ୍ତି। ସେ ହୃଦ୍‌ଘାତ୍‌ରେ ପ୍ରାଣ ହରାଇଛନ୍ତି ବୋଲି କୁହାଯାଇଛି। ମୃତ୍ୟୁ ବେଳକୁ ସ୍ତ୍ରୀ ତାଙ୍କ ପାଖରେ ଥିଲେ।...

କରୋନା ଡର ନାହିଁ: ତୁର୍କମେନିସ୍ତାନରେ ଆରମ୍ଭ ହେବ ଫୁଟବଲ ସେସନ

ଅଶଗାବାଟ୍‌, ୧୯।୪ (ଏଏଫ୍‌ପି): ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଜାରି ରହିଛି। ଅଲିମ୍ପିକ୍‌ ଓ ୟୁରୋକପ୍‌ ଫୁଟବଲ୍‌ ସମେତ ବହୁ ବଡ଼ ତଥା ଛୋଟ ଇଭେଣ୍ଟ ଏହି କାରଣରୁ ବାତିଲ ହୋଇଛି କିମ୍ବା ସ୍ଥଗିତ ରହିଛି। କିନ୍ତୁ ତ୍‌ୁର୍କମେନିସ୍ତାନରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri