ଖେଳ

କ୍ରିକେଟର, ଅମ୍ପାୟର, ସ୍କୋରରଙ୍କୁ ସାହାଯ୍ୟ କରିବାକୁ ପିସିବିର ଘୋଷଣା

କରାଚି,୪।୫(ପି.ଟି.): କରୋନା ଭାଇରସ ସଂକ୍ରମଣ ଓ ଦେଶରେ ଚାଲିଥିବା ଲକ୍‌ଡାଉନ୍‌ କାରଣରୁ ସମସ୍ୟାର ସମ୍ମୁଖୀନ ହୋଇଥିଲା ପ୍ରଥମଶ୍ରେଣୀ କ୍ରିକେଟର, ସ୍କୋରର, ଅମ୍ପାୟର ଓ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ଅର୍ଥିକ ଭାବେ ସାହାଯ୍ୟ କରିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଷ୍ପତ୍ତି ନେଇଛି।...

କୋଭିଡ-୧୯: ୨୦ ଲକ୍ଷ ଟଙ୍କା ସଂଗ୍ରହ କଲା ଭାରତୀୟ ମହିଳା ହକି ଦଳ

ବେଙ୍ଗାଲୁରୁ,୪।୫(ପି.ଟି.): କୋଭିଡ-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ମହିଳା ହକି ଦଳ ୨୦ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ଗତ ୧୮ ଦିନ ଧରି ହୋଇଥିବ ଏକ ଫିଟ୍‌ନେସ ଚ୍ୟାଲେଞ୍ଜ୍‌ ମଧ୍ୟମରେ...

କ୍ରିକେଟ ଅଷ୍ଟ୍ରେଲିଆର ୫୦ ନିୟୁତ ଡଲାର ଋଣ

ମେଲବୋର୍ନ, ୪ା୫ (ପି.ଟି.): କୋଭିଡ୍‌-୧୯ ଯୋଗୁ ଯଦି ଭାରତ ଟୁର୍‌ରେ ନ ଆସେ ତେବେ କ୍ରିକେଟ ଅଷ୍ଟ୍ରେଲିଆକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିବ। ଏଥିପାଇଁ ଆଗୁଆ ବିକଳ୍ପ ବ୍ୟବସ୍ଥା ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ କମନଓ୍ବେଲ୍‌ଥ ବ୍ୟାଙ୍କ୍‌ରୁ ୫୦ ନିୟୁତ...

ଏଆଇଏଫ୍‌ଏଫ୍‌-ସାଇକୁ କୋଚ୍‌ଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୪।୫: ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ଏବଂ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପକ୍ଷରୁ ମିଳିତଭାବେ ଆୟୋଜିତ ଅନ୍‌ଲାଇନ୍‌ କୋଚିଂ ରିଫ୍ରେଶର କୋର୍ସ ବେଶ୍‌ ଉପାଦେୟ ହୋଇଛି। ଏଥିରେ ଭାଗ ନେଇଥିବା କୋଚ୍‌ମାନେ ଏଆଇଏଫ୍‌ଏଫ୍‌ ଓ ସାଇର ଉଦ୍ୟମକୁ ପ୍ରଶଂସା...

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି

ବ୍ରସେଲ୍ସ,୪।୫(ଏଏଫ୍‌ପି): ବେଲ୍‌ଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ କୋଚ୍‌ ପଦରେ ରହିବେ ବୋଲି ସ୍ଥାନୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ଏ ନେଇ ୪୬ ବର୍ଷୀୟ...

ଲକ୍‌ଡାଉନ୍‌ରେ ଇଞ୍ଜୁରିମୁକ୍ତ ହେବାକୁ ଚାହାନ୍ତି ପୋଗ୍‌ବା

ଲଣ୍ଡନ, ୪ା୫ (ଏଏଫ୍‌ପି): କୋଭିଡ୍‌-୧୯ ପାଇଁ ଲକ୍‌ଡାଉନର ସଦୁପଯୋଗ କରିବେ ମାଞ୍ଚେଷ୍ଟର ୟୁନାଇଟେଡ୍‌ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା। ଇଞ୍ଜୁରିଜନିତ ସମସ୍ୟାରୁ ମୁକ୍ତ ହୋଇ ନିଜକୁ ସମ୍ପୂର୍ଣ୍ଣ ଫିଟ୍‌ କରିବା ଲାଗି ସେ ଚେଷ୍ଟା କରିବେ। କରୋନା ଭାଇରସ୍‌ କାରଣରୁ ମାର୍ଚ୍ଚରେ...

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି। ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କୋହଲି ଆଗରେ...

କେକେଆର ସହ ଖେଳି ଅବସର ନେବାକୁ ଚାହେଁ: ରସେଲ

ନୂଆଦିଲ୍ଲୀ,୩।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ସହ ଖେଳି ଅବସର ନେବାକୁ ଚାହେଁ ବୋଲି ଓ୍ବେଷ୍ଟଇଣ୍ଡିଜ ଧୂଆଁଧାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ କହିଛନ୍ତି। କ୍ୟାରିୟରର ଶେଷ ମ୍ୟାଚ୍‌ କୋଲକାତା ତରଫରୁ ଖେଳିବାକୁ ଚାହେଁ...

ମେ ଶେଷ ସୁଦ୍ଧା ଜାତୀୟ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା ରହିଛି: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଳୀ୩।୫(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ କରାଯାଇଥିବା ଜାତୀୟ ପ୍ରଶିକ୍ଷଣ ଶିବିରକୁ ପୁଣି ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। କରୋନା ଭାଇରସ କାରଣରୁ ସାରା ଦେଶରେ ମେ ୧୭ ତାରିଖ ପର୍ଯ୍ୟନ୍ତ...

ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି: ଶାମି

ନୂଆଦିଲ୍ଲୀ,୩।୫ (ପି.ଟି.): ସମସ୍ତଙ୍କୁ ଚକିତ କରିବା ଭଳି କଥା କହିଛନ୍ତି ଭାରତୀୟ ତାରକା ଦ୍ରୁତ ବୋଲି ମହମ୍ମଦ ସାମି। ଆତ୍ମହତ୍ୟା କରିବାକୁ ୩ଥର ଚିନ୍ତା କରିଥିଲି ବୋଲି ସେ କହିଛନ୍ତି। ଗତକିଛି ବର୍ଷ ତଳେ ବ୍ୟକ୍ତିଗତ ସମସ୍ୟା ନେଇ ସଂଘର୍ଷର...

ଐତିହାସିକ ଇନିଂସ ଖେଳିଥିବା ବ୍ୟାଟ୍‌ ନିଲାମ କରିବେ ଗିବ୍ସ

ଜୋହାନ୍ସବର୍ଗ, ୩।୫: କୋଭିଡ-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଏବେ ସାମିଲ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ପୂର୍ବତନ ବ୍ୟାଟ୍ସମ୍ୟାନ ହର୍ଶ୍ଚେଲ ଗିବ୍ସ। ଏହି ଲଢେଇ ପାଇଁ ଅର୍ଥ ସଂଗ୍ରହ ଲକ୍ଷ୍ୟରେ ବାହାରିଛନ୍ତି ଗିବ୍ସ। ଦିନିକିଆ ଇତିହାସରେ ସର୍ବାଧିକ ଟାର୍ଗେଟର ସଫଳ...

ସନ୍ଦୀପ କୁମାରୀ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୫ (ପି.ଟି.)-ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ଡିସ୍‌କସ୍‌ ଥ୍ରୋୟର ସନ୍ଦୀପ କୁମାରୀଙ୍କୁ ୪ ବର୍ଷ ବାସନ୍ଦ କରିଛି। କୌତୂହଳର କଥା ଏହିକିଯେ, ୨୦୧୮ରେ ଗୁଆହାଟୀଠାରେ ଜାତୀୟ ଆନ୍ତଃ ରାଜ୍ୟ ଚାମ୍ପିୟନଶିପ୍‌ ବେଳେ ନ୍ୟାଶନାଲ ଆଣ୍ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri