ହକି ଇଣ୍ଡିଆ ହାଇ ପରଫର୍ମାନ୍ସ ଡାଇରେକ୍ଟରଙ୍କ ଇସ୍ତଫା
ନୂଆଦିଲ୍ଲୀ,୨୧।୮(ପି.ଟି.): ହକି ଇଣ୍ଡିଆ (ଏଚ୍ଆଇ) ହାଇ ପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍ ଜନ୍ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଓ ସ୍ବାସ୍ଥ୍ୟଗତ କାରଣରୁ ସେ ପଦ ଛାଡିଛନ୍ତି ଓ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବାକୁ ମନସ୍ଥ କରିଛନ୍ତି...
ରାଇନାଙ୍କୁ ମୋଦିଙ୍କ ଚିଠି: ‘ଯୁବକ ହୋଇଥବାରୁ ଅବସର ଶବ୍ଦ ବ୍ୟବହାର କରିବାକୁ ଚାହେଁନି’
ନୂଆଦିଲ୍ଲୀ,୨୧॥୮(ପି.ଟି.): ଗୁରୁ ମହେନ୍ଦ୍ର ସିଂ ଧୋନୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିବାର କିଛି ସମୟ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାନୁସରଣ କରି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଏବେ...
ହାତକୁ ଦି ହାତ ହେବେ ଏହି ଭାରତୀୟ କ୍ରିକେଟ ଖେଳାଳି
ଭାରତୀୟ କ୍ରିକେଟ ଖେଳାଳି ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ନିକଟରେ ତାଙ୍କ ନିର୍ବନ୍ଧ ଶେୟ ହୋଇଛି। ଏହାର ଫଟୋ ନିଜ ଇନ୍ଷ୍ଟାଗ୍ରାମ ପେଜ୍ରେ ଶେୟାର କରିଛନ୍ତି ୨୯ ବର୍ଷୀୟ ବିଜୟ। ବୈଶାଳୀ ବିଶ୍ୱେଶ୍ୱରନଙ୍କ ନିଜ ଜୀବନ ସାଥୀ...
ପ୍ରଥମ ମ୍ୟାଚ୍ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ
ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ କରିଥିଲେ। ସେ ୭୦ ଦଶକର ଖେଳାଳି ଥିଲେ।ସେ ଭାରତୀୟ ଦଳ ପାଇଁ ୨୦ଟି...
ଭାରତର ଫୁଟ୍ବଲ ଖେଳାଳି ବୋରିସ୍ ସିଂଙ୍କୁ କରୋନା
ନୂଆଦିଲ୍ଲୀ, ୨୧ା୮ (ପି.ଟି.): କୋଭିଡ୍-୧୯ ଟେଷ୍ଟରେ ଭାରତର ୨୦୧୭ ଫିଫା ବିଶ୍ୱକପ୍ ଦଳର ଅନ୍ୟତମ ସଦସ୍ୟ ବୋରିସ୍ ସିଂ ଥଙ୍ଗ୍ଜମ୍ଙ୍କର ପଜିଟିଭ୍ ଆସିଛି। କରୋନାରେ ସଂକ୍ରମିତ ହେବାରେ ସେ ଦେଶର ପ୍ରଥମ ସକ୍ରିୟ ଫୁଟବଲ ଖେଳାଳି। ବୋରିସ୍ ହେଉଛନ୍ତି ମଣିପୁରର...
ଆଇପିଏଲ୍-୨୦୨୦: ୟୁଏଇରେ ପହଞ୍ଚତ୍ଲା ପଞ୍ଜାବ, କୋଲକାତା, ରାଜସ୍ଥାନ ଦଳ
ନୂଆଦିଲ୍ଲୀ, ୨୧।୮(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଭାଗ ନେବାପାଇଁ କିଙ୍ଗ୍ସ ଇଲେଭେନ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ପହଞ୍ଚତ୍ଛନ୍ତି। କିଙ୍ଗ୍ସ ଇଲେଭେନ ପେସ୍ ବୋଲର ମହମ୍ମଦ ସାମି ଯାତ୍ରା...
ଦୁର୍ଦ୍ଦିନରେ ସଚିନ, କୋହଲିଙ୍କ ବ୍ୟାଟ୍ ପ୍ରସ୍ତୁତକାରୀ
ନୂଆଦିଲ୍ଲୀ,୨୧।୮: କେତେକ ଭାରତୀୟ ତାରକା କ୍ରିକେଟରଙ୍କ ପାଇଁ ବ୍ୟାଟ ତିଆରି କରିଥିବା ବ୍ୟକ୍ତି ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି। ସେ ହେଉଛନ୍ତି ଆଶ୍ରଫ୍ ଚୌଧୁରୀ। କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର ଓ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ବ୍ୟାଟ ତିଆରି...
ପଦକ ବିଜେତା ଚିହ୍ନଟ ମୂଳ ଲକ୍ଷ୍ୟ: ହିଲିଏର
ଭୁବନେଶ୍ୱର,୨୧।୮(ସ୍ପୋଟର୍ସ ବ୍ୟୁରୋ): ପ୍ରତିଭା ଚିହ୍ନଟ ଓ ବିକାଶରେ ସ୍ଥାନୀୟ ରିଲାଏନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍ପିସି) ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି। ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହି ଏଚ୍ପିସି ତା’ର କାର୍ଯ୍ୟ ଆରମ୍ଭ...
ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
ସାଉଥାମ୍ପଟନ, ୨୦।୮: ଇଂଲଣ୍ଡ-ପାକିସ୍ତାନ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ସ୍ଥାନୀୟ ରୋଜବାଓଲ ଷ୍ଟାଡିୟମରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ତେଣୁ ଘରୋଇ ଦଳ ସିରିଜ ବିଜୟ ଲକ୍ଷ୍ୟରେ...
ଏକଦା ରିକ୍ସା ଚଲାଉଥିଲେ ଏହି କିମ୍ବଦନ୍ତୀ କ୍ରିକେଟର୍; ଏବେ ଡ୍ରାଭିଡ୍ଙ୍କ ପରି ମିଳିଲା ବଡ଼ ଦାୟିତ୍ୱ
ଲାହୋର, ୨୦।୮: ଯୁବ କ୍ରିକେଟର୍ଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ମହମ୍ମଦ ୟୁସୁଫ୍ଙ୍କୁ ଗୁରୁବାର ଲାହୋରସ୍ଥିତ ଜାତୀୟ ହାଇପରଫର୍ମାନ୍ସ ସେଣ୍ଟରର...
ମା’ଙ୍କ ଦେହ ଖରାପ ଯୋଗୁ ଦଳ ସହ ଯିବେ ନାହିଁ ହରଭଜନ
ଚେନ୍ନାଇ, ୨୦।୮: ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣରେ ଭାଗନେବା ଲାଗି କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରାଜସ୍ଥାନ ରୟାଲ୍ସ ଦଳ ଗୁରୁବାର ୟୁଏଇ ଅଭିମୁଖେ ଯାତ୍ରା କରିଛନ୍ତି। ସେହିଭଳି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ଶୁକ୍ରବାର...
ପ୍ରଥମ ଦଳ ଭାବେ ଆଇପିଏଲ୍ ଖେଳିବା ପାଇଁ ୟୁଏଇ ଗଲା ଏହି ଫ୍ରାଞ୍ଚାଇଜ୍
ନୂଆଦିଲ୍ଲୀ, ୨୦।୮: ସେପ୍ଟେମ୍ବର ୧୯ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବ। କରୋନା ମହାମାରୀ ଲାଗି ଚଳିତ ବର୍ଷ ଆଇପିଏଲ୍ ପ୍ରତିଯୋଗିତା ୟୁଏଇରେ ଖେଳାଯିବ। ଏଥିଲାଗି ଗୁରୁବାର ପ୍ରଥମ ଦୁଇ ଫ୍ରାଞ୍ଚାଇଜ ଭାବେ ରାଜସ୍ଥାନ ରୟାଲ୍ସ...
Archives


