ବିଶ୍ୱର ପ୍ରଥମ ଦ୍ରୁତ ବୋଲର ଭାବେ ଟେଷ୍ଟରେ ୬୦୦ ଉଇକେଟ୍ ନେଲେ ଆଣ୍ଡରସନ
ସାଉଥାମ୍ପଟନ, ୨୫।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ୩ୟ ଟେଷ୍ଟର ୫ମ ଦିବସ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଏକ ବିରଳ କୃତିତ୍ୱ ହାସଲ କରିଛନ୍ତି। ପାକିସ୍ତାନର ଦ୍ୱିତୀୟ ଇନିଂସରେ ଅଧିନାୟକ ଅଜହର ଅଲିଙ୍କୁ ଆଉଟ୍...
ସଚିନ ଅବସର ନେବାପରେ ଆଇପିଏଲ୍ ଦେଖିବା ଛାଡ଼ିଦେଲେ ଏହି ମହିଳା କ୍ରିକେଟର୍
ନୂଆଦିଲ୍ଲୀ, ୨୫।୮: ଭାରତୀୟ ମହିଳା କ୍ରିକେଟ୍ ଦଳର ଉଇକେଟ୍କିପର ସୁଷମା ବର୍ମା ଆଇପିଏଲ୍ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ବଡ଼ ପ୍ରଶଂସିକା। କିନ୍ତୁ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅବସର ପରେ ଆଇପିଏଲ୍ ମ୍ୟାଚ୍ ଦେଖିବା ଛାଡ଼ିଦେଇଛନ୍ତି ବୋଲି...
ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍; ଏବେ ବିଶ୍ୱରେକର୍ଡର ଅଧିକାରିଣୀ
ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷ ଟି୨୦ ମ୍ୟାଚ୍ରେ ଅନୁରାଧା ଲଗାତର ୪ ବଲରେ ୪ ଉଇକେଟ୍ ନେଇ...
ଗେଲ୍ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ; ଖେଳିପାରିବେ ଆଇପିଏଲ୍
ଦୁବାଇ, ୨୫।୮: ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ୍ଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଫଳରେ ସେ ଆଇପିଏଲ୍ର ଆଗାମୀ ତ୍ରୟୋଦଶ ସଂସ୍କରଣରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିପାରିବେ। ଆଇପିଏଲ୍-୧୩ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ।...
ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍ ହେଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍
ନୂଆଦିଲ୍ଲୀ, ୨୫।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ର଼୍ୟାନ୍ ହାରିସ ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ନୂତନ ବୋଲିଂ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ୪୦ ବର୍ଷୀୟ ହାରିସ...
ସ୍ତ୍ରୀଙ୍କ ବିଶ୍ୱାସ ଜିତିଲେ ଏହି କ୍ରିକେଟର୍, ଜାଣନ୍ତୁ କେମିତି
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ କହିଛନ୍ତି ଯେ ଅର୍ଜୁନ ପୁରସ୍କାର ପାଇବା ଗତ ୧୩ ବର୍ଷର କଠିନ ପରିଶ୍ରମର ଫଳାଫଳ ଏବଂ ସେ ନିଜ ପାଇଁ ଗର୍ବିତ।...
ବନ୍ଧୁ ସବୁବେଳେ ହୃଦୟରେ ଜୀବିତ ଥାନ୍ତି, କାହିଁକି ଏମିତି କହିଲେ କ୍ରିକେଟର
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ଚାଲିଛି। ମୁମ୍ବାଇ ପୋଲିସ ଏବଂ ବିହାର ପୋଲିସ ମଧ୍ୟରେ ମୁହାଁମୁହିଁ ହେବା ପରେ ସୁପ୍ରିମକୋର୍ଟ ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇକୁ...
ମମତା ସରକାର ଦେଇଥିବା ଜମି ଫେରାଇଲେ ଏହି କ୍ରିକେଟର୍, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା
କୋଲକତା,୨୫।୮: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍କୁଲ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ପାଇଥିବା ଜମି ଫେରସ୍ତ କରିଛନ୍ତି। ସୌରଭଙ୍କ ଏହି ପଦକ୍ଷେପ ତାଙ୍କ ଭାଜପାରେ ଯୋଗଦେବାର ଗୁଜବ ଆରମ୍ଭ...
ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଧୋନୀ ରାଜନୀତିରେ ସାମିଲ ହୁଅନ୍ତୁ ବୋଲି ଭାରତୀୟ ଜନତା...
ସଚିନ୍ଙ୍କ ରେକର୍ଡ ଭାଙ୍ଗିବେ ଏହି ଖେଳାଳି: ଇର୍ଫାନ୍ ପଠାନ କହିଲେ ଏପରି…
ନୂଆଦିଲ୍ଲୀ, ୨୫।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ କେବଳ ବିରାଟ କୋହଲି ସକ୍ଷମ। ଏସମ୍ପର୍କରେ ପୂର୍ବତନ ଭାରତୀୟ କ୍ରିକେଟର ଇର୍ଫାନ୍ ପଠାନ କହିଛନ୍ତି। ସଚିନଙ୍କ ୧୦୦ ଶତକ ରେକର୍ଡକୁ ବିରାଟ ସହଜରେ ଭାଙ୍ଗିପାରିବେ ବୋଲି ସେ କହିଛନ୍ତି।...
ମହିଳାଙ୍କ ମେକ୍ଅପ୍ କରନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ
ବିଶ୍ୱର ସବୁଠାରୁ ବିପଜ୍ଜନକ ବୋଲରଙ୍କ ମଧ୍ୟରୁ ଅନ୍ୟତମ ନ୍ୟୁଜିଲାଣ୍ଡର ତାରକା ବୋଲର ଟିମ୍ ସାଉଥିଙ୍କ ସ୍ତ୍ରୀ ବ୍ରାଇ ଫାହି ମଧ୍ୟ ତାଙ୍କ ଭଳି ପ୍ରତିଭାର ଅଧିକାରୀ। ବ୍ରାଇ ପତ୍ନୀ ମେକଅପ ଏବଂ ହେୟାର ଆର୍ଟରେ ପାରଦର୍ଶୀ ଅଟନ୍ତି। ୨୭ ଡିସେମ୍ବର...
ବାଇଚୁଙ୍ଗ ଭୂତିଆ ଷ୍ଟାଡିୟମ ଉଦ୍ଘାଟନରେ ବିଳମ୍ବ
ନୂଆଦିଲ୍ଲୀ, ୨୫ା୮ (ପି.ଟି.)-କୋଭିଡ୍-୧୯ ମହାମାରୀର ପ୍ରଭାବ ହ୍ରାସ ପାଇଲେ ଭାରତର ଅନ୍ୟତମ ମହାନ ଫୁଟ୍ବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କ ନାମରେ ତିଆରି କରାଯାଇଥିବା ଷ୍ଟାଡିୟମର ଉଦ୍ଘାଟନ ହେବ। ସିକିମରେ ନିର୍ମିତ ୧୫,୦୦୦ ଆସନ ବିଶିଷ୍ଟ ଏହି ଷ୍ଟାଡିୟମରେ ଫ୍ଲଡଲାଇଟ୍ର ବ୍ୟବସ୍ଥା...
Archives


