ସିଏସ୍କେର ନେଟ୍ସ ଆରମ୍ଭ
ଦୁବାଇ, ୫ା୮ (ପି.ଟି.)-କରୋନା ଭାଇରସ୍ ପାଇଁ ତୃତୀୟ ରାଉଣ୍ଡ ଟେଷ୍ଟିଂ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଶେଷରେ ଶୁକ୍ରବାର ନେଟ୍ସ ଆରମ୍ଭ କରିଛି। କୋଭିଡ୍-୧୯ ପଜିଟିଭ୍ ପାଇଁ କ୍ୱାରାଣ୍ଟାଇନ୍ରେ ଥିବା ଦୀପକ ଚହର ଓ ଋତୁରାଜ ଗାଏକ୍ୱାଡ୍ଙ୍କୁ ଛାଡ଼ି...
ଆଇପିଏଲ୍ରୁ ଓହରିଲେ ହରଭଜନ
ନୂଆଦିଲ୍ଲୀ, ୫ା୯(ପି.ଟି.)-ସିନିୟର ଅଫ୍ସ୍ପିନର ହରଭଜନ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ଓହରି ଯାଇଛନ୍ତି। ସେ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଟିମ୍ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥର...
ଭାବି ସ୍ତ୍ରୀଙ୍କ ସହ ଏମିତି ଭିଡିଓ ଛାଡିଲେ ଚହଲ, ଦେଖିଲେ ହସି ହସି ଗଡିବେ
ଭାରତୀୟ ସ୍ପିନର୍ ସୋସିଆଲ୍ ମିଡିଆରେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସାଥୀ ଖେଳାଳିଙ୍କୁ ମଜାଳିଆ କମେଣ୍ଟ ଦେଇ ହେଉ କି ନିଜେ ଟିକ୍ଟକ୍ରେ ଡ୍ୟାନ୍ସ କରି ପ୍ରଶଂସକଙ୍କ ସହ ଭିଡିଓ ଶେୟାର କରନ୍ତି। ଯେବେଠୁ ଡାକ୍ତର ତଥା ୟୁଟ୍ୟୁବର୍ ଧନଶ୍ରୀ ବର୍ମାଙ୍କ...
ପୁନିଆଙ୍କ ସମେତ ୩ ରେସ୍ଲରଙ୍କୁ କୋଭିଡ୍
ନୂଆଦିଲ୍ଲୀ, ୪ା୯ (ପି.ଟି.): କୋଭିଡ୍-୧୯ ଟେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା ଦୀପକ ପୁନିଆଙ୍କ ସମେତ ୩ ଜଣ ସିନିୟର ପୁରୁଷ ରେସ୍ଲରଙ୍କ ଫଳାଫଳ ପଜିଟିଭ୍ ଆସିଥିବା ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଗୁରୁବାର କହିଛି। ଅଲିମ୍ପିକ ପାଇଁ...
ପ୍ଲିସ୍କୋଭାଙ୍କ ବିଦାୟ
ନ୍ୟୁୟର୍କ, ୪।୯(ଏପି): ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍ ସିଡ୍ ମାନ୍ୟତା ପାଇଥିବା ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭା ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍ସର କାରୋଲିନ୍ ଗାର୍ସିଆଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଗାର୍ସିଆ...
ଲଟସେଙ୍କୋ ୬ଷ୍ଠ ଷ୍ଟେଜ୍ ବିଜେତା
ପ୍ୟାରିସ, ୪ା୯: ଅଷ୍ଟାନା ରାଇଡର ଆଲେକ୍ସି ଲଟ୍ସେଙ୍କୋ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। କାଜାଖସ୍ତାନର ଏହି ସାଇକ୍ଲିଷ୍ଟ ଟୁର୍ ଡି’ ଫ୍ରାନ୍ସ ସାଇକେଲ ରେସ୍ର ୬ଷ୍ଠ ଷ୍ଟେଜ୍ରେ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍ର ଆଡାମ୍...
ନେମାରଙ୍କୁ କରୋନା
ପ୍ୟାରିସ, ୪ା୯: ପ୍ୟାରିସ୍ ସେଣ୍ଟ୍ ଜର୍ମେନ (ପିଏସ୍ଜି)ର ଷ୍ଟାର ଖେଳାଳି ନେମାର କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସ୍ପାନିଶ ଦ୍ୱୀପାଞ୍ଚଳ ଇବିଜାରେ ଛୁଟି କଟାଇ ଫେରିବା ପରେ ଏହି ଫୁଟ୍ବଲ ଖେଳାଳିଙ୍କର କୋଭିଡ୍-୧୯ ଟେଷ୍ଟ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା...
ଓ୍ବାଲର୍ଡ ଓପନ ଅନ୍ଲାଇନ୍ ଚେସ୍: ଭାରତୀୟ ଜିଏମ୍ ଇନିୟାନଙ୍କୁ ଟାଇଟଲ
ଚେନ୍ନାଇ, ୪।୯(ପି.ଟି.)- ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍ଡ ଓପନ ଅନ୍ଲାଇନ୍ ଚେସ୍ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ ୯ରୁ ୭.୫ ପଏଣ୍ଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅନେକ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟର...
ଖରାରେ କଠିନ ଅଭ୍ୟାସ ପରେ ଆଇସ୍ ବାଥ୍ର ମଜା ନେଲେ କୋହଲି
ଦୁବାଇ, ୩।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ବ୍ୟୟ...
ଆଇପିଏଲ୍ରେ ସର୍ବାଧିକ ଛକା ମାରିଛନ୍ତି କ୍ରିସ୍ ଗେଲ୍; ଟପ୍-୫ରେ ୩ ଭାରତୀୟ
ନୂଆଦିଲ୍ଲୀ, ୩।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀର ପ୍ରଭାବ ଲାଗି ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ...
ୟୁଏସ୍ ଓପନ୍ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି
ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି...
କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍ବଲ ଖେଳାଳି
ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍ଜି)ର ୩ଜଣ ଖେଳାଳି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍ଜି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କିନ୍ତୁ କେଉଁ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ...
Archives


