ଖେଳ

ନିତୁ ଡେଭିଡ୍‌ ମହିଳା ଚୟନ କମିଟି ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୨୭।୯(ପି.ଟି.): ପୂର୍ବତନ ଭାରତୀୟ ମହିଳା କ୍ରିକେଟର ନିତୁ ଡେଭିଡ୍‌ ମହିଳା ଚୟନ କମିଟି ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ୯୦ ଦଶକ ଶେଷ ଆଡକୁ ଓ ୨୦୦୦ ପ୍ରାରମ୍ଭରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେମଲତା...

ଆଇପିଏଲ୍‌: କୋଲକାତାର ପ୍ରଥମ ବିଜୟ

ଆବୁଧାବି,୨୭।୯(ପି.ଟି.): ସ୍ଥାନୀୟ ଶେଖ୍‌ ଜାଏଦ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅଷ୍ଟମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ୨ ଓଭର ବାକି ଥାଇ ୭ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏଥି ସହିତ କୋଲକାତା...

କେକେଆର୍‌ ସାମ୍ନାରେ ୧୪୩ ରନ୍‌ ଟାର୍ଗେଟ୍‌ ରଖିଲା ହାଇଦ୍ରାବାଦ୍‌

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ...

୩୯ ବର୍ଷ ବୟସରେ ‘ସୁପର୍‌ ମ୍ୟାନ କ୍ୟାଚ୍‌’ ଧରିଲେ ଧୋନୀ

ଦୁବାଇ, ୨୬।୯: ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଚେନ୍ନାଇ ୪୪ ରନରେ ଦିଲ୍ଲୀ ନିକଟରୁ ପରାସ୍ତ ହୋଇଥିଲା। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି...

ଟସ୍‌ ହାରିଲା ଶାହରୁଖ ଖାନଙ୍କ ନାଇଟ୍‌ ରାଇଡର୍ସ ଦଳ; ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ

ଆବୁଧାବି, ୨୬।୯: ଆଇପିଏଲ୍‌-୧୩ତମ ସିଜନର ୮ମ ମୁକାବିଲାରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପ୍ରଥମେ ବ୍ୟାଟିଂ କରିବାକୁ...

ଭୂସ୍ଖଳନରେ ୨ ଭାରତୀୟ ମହିଳା କ୍ରିକେଟର୍‌ଙ୍କ ମୃତ୍ୟୁ

ଶିଲିଂ, ୨୬।୯: ମେଘାଳୟରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣ ମହିଳା କ୍ରିକେଟର୍‌ଙ୍କ ବିୟୋଗ ଘଟିଛି, ଯାହାକି କ୍ରୀଡ଼ାଜଗତକୁ ସ୍ତବ୍ଧ କରିଦେଇଛି। ଘଟଣା ମେଘାଳୟର ପୂର୍ବ ଖାସି ପାର୍ବତ୍ୟାଞ୍ଚଳରେ ଘଟିଛି। ଶୁକ୍ରବାର ଏଠାରେ...

ଧୋନୀଙ୍କ ପାଇଁ ଖୁସି ଖବର; ଦଳକୁ ଫେରିବେ ଏହି ଷ୍ଟାର୍‌ ବ୍ୟାଟ୍ସମ୍ୟାନ

ଦୁବାଇ, ୨୬।୯: ଆଇପିଏଲ୍‌ର ଚଳିତ ୧୩ତମ ସଂସ୍କରଣରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସର ପ୍ରଦର୍ଶନ ଆଖିଦୃଶିଆ ରହିନାହିଁ। ସିଜନର ପ୍ରଥମ ମ୍ୟାଚ୍‌ ଜିତି ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ। ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ...

୭ ମ୍ୟାଚ୍‌ରେ ୭୭ ଛକା, ଏହି ଟିମ୍‌ ଛାଡ଼ିଛି ସର୍ବାଧିକ କ୍ୟାଚ୍‌

ନୂଆଦିଲ୍ଲୀ, ୨୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ପ୍ରଥମ ସପ୍ତାହ ଇତିମଧ୍ୟରେ ପୂରଣ ହୋଇସାରିଛି। ଏହା ମଧ୍ୟରେ ୭ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ଏଭଳି କିଛି ଘଟଣା ଘଟିଛି ଯାହା, ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଚେନ୍ନାଇ ସୁପର୍‌...

ଦିଲ୍ଲୀର ଦ୍ୱିତୀୟ ବିଜୟ

ଦୁବାଇ, ୨୬।୯- ଯୁବ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୪୪ ରନରେ ପରାସ୍ତ କରିଛି। ଦିଲ୍ଲୀ ପକ୍ଷରୁ...

ବାର୍ସିଲୋନାକୁ ମେସିଙ୍କ ସମାଲୋଚନା

ବାର୍ସିଲୋନା, ୨୬ା୯ (ଏପି): ଲୁଇସ୍‌ ସୁଆରେଜଙ୍କୁ ଆଟ୍‌ଲେଟିକୋ ମାଡ୍ରିଡ୍‌କୁ ବଦଳି କରାଯିବା ନିଷ୍ପତ୍ତିରେ ଆର୍ଜେଣ୍ଟିନାର ଷ୍ଟାର ଫୁଟ୍‌ବଲର ତାଙ୍କ କ୍ଲବ ବାର୍ସିଲୋନାକୁ ସମାଲୋଚନା କରିଛନ୍ତି। ଉରୁଗୁଏ ଷ୍ଟ୍ରାଇକର ହେଉଛନ୍ତି ମେସିଙ୍କର କେବଳ ଟିମ୍‌ମେଟ୍‌ ନୁହେଁ ବରଂ ଜଣେ ଅନ୍ତରଙ୍ଗ ବନ୍ଧୁ...

ଫ୍ରେଞ୍ଚ୍‌ ଓପନ: ଦୈନିକ ୧ ହଜାର ଦର୍ଶକଙ୍କୁ ଅନୁମତି

ପ୍ୟାରିସ, ୨୬ା୯ (ଏପି)- ପ୍ୟାରିସ୍‌ରେ କରୋନା ଭାଇରସ୍‌ ମହାମାରୀ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଦୈନିକ ଦର୍ଶକଙ୍କ ସଂଖ୍ୟା ବାରମ୍ବାର କାଟଛାଣ୍ଟ କରାଯାଇ ଶେଷରେ ୧,୦୦୦ରେ ସୀମିତ ରଖାଯାଇଛି। ଷ୍ଟାଡିୟମରେ ଦୈନିକ ଦର୍ଶକ...

ଗୁର୍‌ପ୍ରୀତ୍‌ ଓ ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୨୬ା୯ (ପି.ଟି.)-ସିଜନ ୨୦୧୯-୨୦ ପାଇଁ ଭାରତୀୟ ପୁରୁଷ ଦଳ ଗୋଲକିପର ଗୁର୍‌ପ୍ରୀତ୍‌ ସିଂ ସାନ୍ଧୁ ଏବଂ ମହିଳା ଦଳ ମିଡ୍‌ଫିଲ୍ଡର ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଶୁକ୍ରବାର ଘୋଷଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri