ଖେଳ

ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର କାନ୍‌ସାସ୍‌ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍‌(ଏମ୍‌ଓସି) ଷ୍ଟାର ଭାରୋତ୍ତୋଳିକା ମୀରାବାଈ ଚାନୁଙ୍କୁ ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଛି।ଏମ୍‌ଓସିର ଭର୍ଚୁଆଲ ବୈଠକ ବେଳେ...

ଟଓ୍ବୋଟିଆ ପ୍ରସିଦ୍ଧି ଲାଭ କରିବେ ବୋଲି ଜାଣିଥିଲି: ବ୍ୟାଟିଂ କୋଚ ସଚିନ, ଓ୍ବର୍ନଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯(ପି.ଟି.): ରବିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ଜିତାଇଥିବା ହରିୟାଣା ରାହୁଲ ଟଓ୍ବୋଟିଆ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଧିମା ଆରମ୍ଭ କରିଥିବା ଟଓ୍ବୋଟିଆ...

କ୍ୱିଟୋଭା, ପିରୋଙ୍କୋଭା, ସେରେନାଙ୍କ ବିଜୟ ଅଭିଯାନ

ପ୍ୟାରିସ୍‌,୨୯।୯(ଏପି): ଫ୍ରେଞ୍ଚ୍‌ ଓପନ୍‌ ମହିଳା ସିଙ୍ଗଲ୍ସରେ ଚେକ୍‌ ଗଣରାଜ୍ୟର ପେଟ୍ରା କ୍ୱିଟୋଭା, ବୁଲଗେରିଆର ଶ୍ୱେତାନା ପିରଙ୍କୋଭା, ଆମେରିକାର କୋକୋ ଗୌଫ୍‌ ଅନ୍ୟ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍‌ ମାନ୍ୟତା ପାଇଥିବା କ୍ୱିଟୋଭା ୬-୩, ୭-୫ ସେଟ୍‌ରେ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌ : ଦ୍ୱିତୀୟ ରାଉଣ୍ଡରେ ଥିମ୍‌, ଓ୍ବାରିଙ୍କା, ଜେଭେରେଭ

ପ୍ୟାରିସ୍‌,୨୯।୯(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ପୁରୁଷ ସିଙ୍ଗଲ୍ସରେ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ କରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ଡୋମିନିକ ଥିମ୍‌, ରନର୍ସଅପ୍‌ ଆଲେକଜାଣ୍ଡର ଜେଭେରେଭଙ୍କ ସମେତ ଷ୍ଟାନିସଲାସ ଓ୍ବାରିଙ୍କା, ଡିଏଗୋ ସ୍ବାର୍ଜମ୍ୟାନ ଓ ଅନ୍ୟମାନେ...

ଏହି ଖେଳାଳିଙ୍କ ଫିଲ୍ଡିଂ ଦେଖି ସଚିନ ତେନ୍ଦୁଲକର କହିଲେ, ଅବିଶ୍ୱସନୀୟ

କରୋନା ସମୟରେ ଆଇପିଏଲ ପ୍ରତିଦିନ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାରେ ସହାୟକ ହେଉଛି। ପ୍ରତିଦିନ ଚୌକା, ଛକାର ମଜା ନେଉଛନ୍ତି ଦର୍ଶକ। ଗତ ରବିବାର ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ ଏକାଦଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିଲା।...

ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି ଆଇପିଏଲ୍‌ର ଏହି କ୍ରିକେଟର: ୧୩୫ ମିଟର ଉଚ୍ଚ ଏୟାର ସୁଇଙ୍ଗରେ କରିଥିଲେ ପ୍ରେମ ନିବେଦନ

ଆଇପିଏଲ୍‌ ୨୦୨୦ରେ ରବିବାର ରାଜସ୍ଥାନ ରୟାଲ୍ସ, କିଙ୍ଗସ୍‌ ୧୧ ପଞ୍ଜାବକୁ ୪ ଓ୍ବିକେଟରେ ହରାଇଥିଲା। ପଞ୍ଜାବର ଓପନିଂ ବ୍ୟାଷ୍ଟମ୍ୟାନ ମୟଙ୍କ ଅଗ୍ରଓ୍ବାଲ ୪୫ ବଲରେ ୧୦୦ ରନ୍‌ କରିଥିଲେ। ସେ ୫୦ ବଲରେ ୧୦୬ ରନ୍‌ କରିବାରେ ସଫଳ ହୋଇଥିଲେ।...

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷିଥିଲା। ପଞ୍ଜାବ...

ମୋଦି ସରକାର ଥିବା ପର୍ଯ୍ୟନ୍ତ ହୋଇପାରିବ ନାହିଁ ଭାରତ-ପାକିସ୍ତାନ ସିରିଜ୍‌: କାହିଁକି ଏମିତି କହିଲେ ପାକିସ୍ତାନୀ କ୍ରିକେଟର୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଭାରତୀୟ କ୍ରିକେଟର୍‌ଙ୍କୁ ଖେଳିବାକୁ ସୁଯୋଗ ମିଳୁନାହିଁ। ଏହାକୁ ନେଇ ପାକିସ୍ତାନ କ୍ରିକେଟର୍‌ଙ୍କ ରାଗ ଦେଖିବାକୁ ମିଳୁଛି। ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍‌ ଆଫ୍ରିଦ୍‌ କହିଛନ୍ତି, ମୋଦି ସରକାର ଥିବା ପର୍ଯ୍ୟନ୍ତ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ସିରିଜ୍‌...

ଏହି କ୍ରିକେଟରଙ୍କ ଖେଳ ଦେଖି ଡରିଗଲେ ଯୁବରାଜ, କହିଲେ ଏମିତି

ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷିଥିଲା। ପଞ୍ଜାବ ପ୍ରଥମେ ଖେଳି ଦୁଇ ଉଇକେଟ୍‌ ହରାଇ ୨୨୩ ରନ୍‌ ସଂଗ୍ରହ କରିଥିଲା।...

ଇଣ୍ଡିଆନ ସୁପର ଲିଗ୍‌ ଖେଳିବ ଇଷ୍ଟବେଙ୍ଗଲ

ମୁମ୍ବାଇ, ୨୮ା୯ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ପ୍ରବେଶ କରିଛି ଦେଶର ଅନ୍ୟତମ ପୁରାତନ ଫୁଟ୍‌ବଲ କ୍ଲବ ଇଷ୍ଟବେଙ୍ଗଲ। ୨୦୨୦ ସିଜନରୁ ଦଳ ଏହି ବ୍ୟୟବହୁଳ ଟୁର୍ନାମେଣ୍ଟରେ ଭାଗ ନେବ। ଫୁଟ୍‌ବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ୍‌) ଅଧ୍ୟକ୍ଷା...

ବୋଟାସ୍‌ ଜିତିଲେ ରୁଷିଆନ୍‌ ଗ୍ରାଁ ପ୍ରି

ସୋଚି, ୨୮ା୯ : ରବିବାର ଅନୁଷ୍ଠିତ ରୁଷିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସିଂରେ ମର୍ସିଡିଜ୍‌ ଡ୍ରାଇଭର ଭାଲଟେରି ବୋଟାସ ଟାଇଟଲ ବିଜୟୀ ହୋଇଛନ୍ତି। ସିଜନ ୨୦୨୦ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ଏବଂ କ୍ୟାରିୟରର ୯ମ ଟାଇଟଲ। ଏହାପୂର୍ବରୁ ସେ...

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୂର୍ବରୁ ତାଙ୍କ ଜୀବନରେ ଆଉ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri