ଖେଳ

ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କେକେଆର୍‌ ଟିମ୍‌କୁ ଝଟ୍‌କା

ଦୁବାଇ, ୭।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ୨୦ତମ ମ୍ୟାଚ୍‌ ଖେଳାଯାଇ ସାରିଛି। ଟୁର୍ନାମେଣ୍ଟ ଯେତେ ଆଗେଇ ଚାଲିଛି ଖେଳାଳିଙ୍କ ଆଘାତଜନିତ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ର ଭୁବନେଶ୍ୱର କୁମାର ଓ ଦିଲ୍ଲୀ କ୍ୟାପିଟାଲ୍ସର ଅମିତ୍‌ ମିଶ୍ରାଙ୍କ ପରେ...

୧୨ ଲକ୍ଷ ଟଙ୍କା ଜରିମାନା ଦେବେ ଏହି ଦଳର ଅଧିନାୟକ

ଦୁବାଇ,୭।୧୦: ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସକୁ ପୁଣି ଏକ ବିଜୟ ହାସଲ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଜବରଦସ୍ତ ପ୍ରଦର୍ଶନ ବଜାୟ ରଖି ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ତାଲିକାର ଶୀର୍ଷ ସ୍ଥାନକୁ ପୁଣି...

ଫ୍ରେଞ୍ଚ୍‌ ଓପନ ଟେନିସ:ବିପର୍ଯ୍ୟୟ ଘଟାଇଲେ ପୋଡୋରୋସ୍କା

ପ୍ୟାରିସ, ୭।୧୦- ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କା ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍‌ ଓପନ ଇତିହାସରେ ଆଧୁନିକ ଯୁଗର ପ୍ରଥମ କ୍ୱାଲିଫାୟରଭାବେ ସେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହାପୂର୍ବରୁ ପୋଡୋରୋସ୍କାର...

ଆଇପିଏଲ୍‌ ମ୍ୟାଚ୍‌ ବେଳେ ବେଟିଂ: ୬ ଜଣ ଗିରଫ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବାବେଳେ ବେଟିଂ ପାଇଁ ୬ଜଣ ଗିରଫ ହୋଇଛନ୍ତି। ଡିସିପି ଅତୁଲ କୁମାର ଠାକୁରଙ୍କ ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ରାଜପୁର...

ଡେନ୍‌ମାର୍କ ଓପନରୁ ଓହରିଲେ ସାଇନା, କାଶ୍ୟପ

ନୂଆଦିଲ୍ଲୀ, ୭ା୧୦ (ପି.ଟି.)-ଷ୍ଟାର ଇଣ୍ଡିଆନ ବ୍ୟାଟ୍ସମ୍ୟାନ ଦମ୍ପତି ସାଇନା ନେହ୍ବାଲ ଓ ପାରୁପଲ୍ଲୀ କାଶ୍ୟପ ମଙ୍ଗଳବାର ଡେନମାର୍କ ଓପନ୍‌ ସୁପର ୭୫୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ଓଡେଞ୍ଜରେ ଅକ୍ଟୋବର ୧୩ରୁ ଏହି ଟୁର୍ନାମେଣ୍ଟ ସହ ଅନ୍ତର୍ଜାତୀୟ କ୍ୟାଲେଣ୍ଡରର ପୁନଃ ଆରମ୍ଭ ହେବ।...

ଭୁବନେଶ୍ୱରଙ୍କ ସ୍ଥାନରେ ପୃଥ୍ବୀରାଜ

ଦୁବାଇ, ୭ା୧୦ (ପି.ଟି.)-ସନରାଇଜର୍ସ ହାଇଦ୍ରାବାଦର ଆଘାତପ୍ରାପ୍ତ ସିନିୟର ପେସ୍‌ ବୋଲର ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ପୃଥ୍ବୀରାଜ ୟାରାଙ୍କୁ ମନୋନୀତ କରାଯାଇଛି। ଅକ୍ଟୋବର ୨ରେ ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସର ୧୯ତମ ଓଭରରେ ଭୁବନେଶ୍ୱରଙ୍କ ଜଙ୍ଘ...

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ନାଜିବଙ୍କ ମୃତ୍ୟୁ

କାବୁଲ, ୭ା୧୦ (ପି.ଟି.): ଆଫଗାନିସ୍ତାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ନାଜିବ ତାରକାଇଙ୍କର ମୃତ୍ୟୁ ଘଟିଛି। ଗତ ୨ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲେ। ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ନଜିବଙ୍କୁ ୨୯ବର୍ଷ ବୟସ ହୋଇଥିଲା। ନାଜିବ...

ଭାରତ ସିରିଜ ପୂର୍ବରୁ ଆଇପିଏଲ୍‌ ତାରକା ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ

ମେଲବୋର୍ନ, ୭।୧୦(ପି.ଟି.): ଆଗାମୀ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ହାଇପ୍ରୋଫାଇଲ ଟେଷ୍ଟ ସିରିଜ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳୁଥିବା କେତେଜଣ ତାରକା ଅଷ୍ଟ୍ରେଲିଆ ଖେଳାଳି ନାଲି ବଲ୍‌ରେ ଅଭ୍ୟାସ କରିପାରିବେ ନାହିଁ ବୋଲି ସ୍ପଷ୍ଟ...

ମଙ୍କ୍‌ଡିଙ୍ଗ୍‌ ନେଇ ବ୍ୟାଟ୍ସମ୍ୟାନଙ୍କୁ ଅଶ୍ୱିନଙ୍କ ପ୍ରଥମ ଓ ଅନ୍ତିମ ଚେତାବନୀ

ଦୁବାଇ,୭।୧୦ (ପି.ଟି.): ଭାରତ ତଥା ଦିଲ୍ଲୀ କ୍ୟାପିଟାଲ୍ସ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଙ୍କଡିଙ୍ଗ୍‌ ନେଇ ନିଜର ପ୍ରଥମ ଓ ଅନ୍ତିମ ଚେତାବନୀ ଦେଇଛନ୍ତି। ଦିଲ୍ଲୀ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲାରେ ଅଶ୍ୱିନ ପୁଣି ଥରେ ସମସ୍ତଙ୍କ ନଜରକୁ...

କୋଲକାତା- ଚେନ୍ନାଇ ମୁକାବିଲା: କାର୍ତ୍ତିକଙ୍କ ଲାଗି କଡ଼ା ପରୀକ୍ଷା

ଆବୁଧାବି,୭।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୧ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସସ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଦୀନେଶ କାର୍ତ୍ତିକ...

ଗେଲ, ମୁଜିବୁରଙ୍କୁ ଖେଳାଇବ ପଞ୍ଜାବ

ନୂଆଦିଲ୍ଲୀ, ୭।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବର ଅଭିଯାନ ଭଲ ରହିନାହିଁ। ଦଳ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି। ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଲିଗ୍‌ ପର୍ଯ୍ୟାୟର...

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri