ଫ୍ରେଞ୍ଚ୍ ଓପନ: ସ୍ବିଟେକ-କେନିନ ଫାଇନାଲ
ପ୍ୟାରିସ, ୯।୧୦-ପୋଲାଣ୍ଡର ଇଗା ସ୍ବିଟେକ ଚଳିତ ଫ୍ରେଞ୍ଚ୍ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ୪ ନମ୍ବର ଖେଳାଳି ସୋଫିଆ କେନିନଙ୍କୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲରେ କେନିନ୍ ୭ ନମ୍ବର ଖେଳାଳି ପେତ୍ରା...
ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ
ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି।...
ଆଇପିଏଲ୍ରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୫୦ ଅର୍ଦ୍ଧଶତକ ହାସଲ କଲେ ଓ୍ବାର୍ନର
ଦୁବାଇ, ୮।୧୦: ଆଇପିଏଲ୍ର ୨୨ତମ ମୁକାବିଲାରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ କରିଥିବା ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ ୨୦୧ ରନ ସଂଗ୍ରହ କରିଛି। ଫଳରେ ପଞ୍ଜାବ ସମ୍ମୁଖରେ ୨୦୨...
ପରାଜୟ ସତ୍ତ୍ୱେ ଏହି ରେକର୍ଡର ଅଧିକାରୀ ହେଲେ ଧୋନୀ
ଆବୁଧାବି, ୮।୧୦: ଆଇପିଏଲ୍ ୧୩ତମ ସିଜନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ମ୍ୟାଚ୍ରେ ବ୍ୟାଟିଂରେ କିଛି ଖାସ୍ କମାଲ...
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ୍
ଦୁବାଇ, ୮।୧୦: ଚଳିତ ଆଇପିଏଲ୍ର ୨୨ତମ ମୁକାବିଲାରେ ଗୁରୁବାର ସନ୍ରାଇଜର୍ସ ହାଇଦ୍ରାବାଦ୍ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ...
ଆଇପିଏଲ୍ରେ ୧୫୦ ଉଇକେଟ୍ ନେଲେ ଧୋନୀଙ୍କ ଦଳର ଏହି ଷ୍ଟାର୍ ଖେଳାଳି
ଆବୁଧାବି, ୮।୧୦: ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ୨୧ତମ ମୁକାବିଲାରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ ୧୦ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ରାହୁଲ ତ୍ରିପାଠୀ (୮୧ ରନ)ଙ୍କ ଅର୍ଦ୍ଧଶତକ...
୫ ବର୍ଷ ପରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଶାହରୁଖ ଖାନଙ୍କ ଦଳ
ଆବୁଧାବି, ୮।୧୦: ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମୁକାବିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ) ସହ ହୋଇଥିଲା। ଏହି ମ୍ୟାଚ୍ରେ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କେକେଆର୍ ୧୦...
ଏହି କ୍ରିକେଟର୍ଙ୍କ ଭାଇଙ୍କୁ ଗୁଳି କରି ହତ୍ୟା
କେପ୍ଟାଉନ, ୮।୧୦: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର କେପ୍ଟାଉନରେ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନିଜେ ଭର୍ନନ ଏହି ସୂଚନା ଟୁଇଟର୍ ଜରିଆରେ ପ୍ରଦାନ...
ଅନ୍ତିମ ବିଦାୟ ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମେଲବର୍ଣ୍ଣ,୮।୧୦: ଅଷ୍ଟ୍ରେଲିଆର ପ୍ରସିଦ୍ଧ କ୍ରିକେଟର୍ ଡିନ୍ ଜୋନ୍ସଙ୍କୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଅନ୍ତିମ ବିଦାୟ ଦିଆଯାଇଛି। ଜୋନ୍ସଙ୍କ ସେପ୍ଟେମ୍ବର ୨୪ରେ ମୁମ୍ବାଇରେ ହୃଦଘାତରେ ପରଲୋକ ଘଟିଥିଲା। ଫୁଲରେ ୩୨୪ ଲେଖାଥିବା ଏକ ଗାଡିରେ ମୃତ ଶରୀର ରଖାଯାଇ ତାଙ୍କ ପସନ୍ଦର...
କେଦାର ଯାଦବ କାହିଁକି ବ୍ୟାଟିଂ କରୁନାହାନ୍ତି ସିବିଆଇ ଯାଞ୍ଚ୍ କରାଯାଉ
ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୪ଟିରେ ପରାଜୟର ସମ୍ମୁଖୀନ ହୋଇଛି। ବୁଧବାର କୋଲକାତା ନାଇଟ ରାଇଡର୍ସଠାରୁ ଦଳ ୧୦ ରନରେ ପରାସ୍ତ ହୋଇଛି। ଚେନ୍ନାଇ ଦଳ ଏହି ମ୍ୟାଚ୍ ଜିତିବା ନିଶ୍ଚିତ ଲାଗୁ...
ମନ୍ଥର ବୋଲିଂ: ସ୍ମିଥ୍ଙ୍କୁ ୧୨ ଲକ୍ଷ ଜରିମାନା
ଆବୁଧାବି,୮।୧୦(ପି.ଟି.): ମନ୍ଥର ବୋଲିଂ ପାଇଁ ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ରେ ରାଜସ୍ଥାନ ବେଶ୍ ମନ୍ଥର ବୋଲିଂ କରିଥିଲା। ଏଥିରେ ଗତଥରର...
ଫ୍ରେଞ୍ଚ୍ ଓପନ୍ ଟେନିସ୍: ନାଡାଲ- ସ୍ବାର୍ଜମ୍ୟାନ ସେମିଫାଇନାଲ
ପ୍ୟାରିସ୍,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୧୨ଥର ଫ୍ରେଞ୍ଚ୍ ଓପନ ଟାଇଟଲ ହାସଲ କରିଥିବା ନାଡାଲ...
Archives


