କୋଲକାତାର ବୃହତ୍ ବିଜୟ: ବରୁଣ ଚକ୍ରବର୍ତ୍ତୀଙ୍କୁ ୫ ଉଇକେଟ
ଆବୁଧାବି,୨୫।୧୦(ପି.ଟି.): ନୀତୀଶ ରାଣା ଓ ସୁନୀଲ ନାରିନଙ୍କ ଦମ୍ଦାର ବ୍ୟାଟିଂ ଓ ଲେଗ୍ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ଚମତ୍କାର ପ୍ରଦର୍ଶନ ବଳରେ କୋଲକାତା ନାଇଟ ରାଇଡର୍ସ ଇନ୍ଫର୍ମ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ବୃହତ୍ ବିଜୟ ହାସଲ କରିଛି। ଶନିବାର...
ହାଇଦ୍ରାବାଦ୍କୁ ହରାଇଲା ପଞ୍ଜାବ
ଦୁବାଇ,୨୫।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୩ତମ ମ୍ୟାଚ୍ରେ ଶନିବାର କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ପରି ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୬ ରନ ସଂଗ୍ରହ...
ଏସିଆନ୍ ଅନ୍ଲାଇନ୍ ଟିମ୍ ଚେସ୍ ବୈଶାଳୀ, ଗୋମ୍ସଙ୍କୁ ସ୍ବର୍ଣ୍ଣ, ପଦ୍ମିନୀ, ଶଶିକିରଣଙ୍କୁ ରୌପ୍ୟ
ଚେନ୍ନାଇ, ୨୪।୧୦(ପି.ଟି.)- ଭାରତୀୟ ମହିଳା ଓ ପୁରୁଷ ଦଳ ଏସିଆନ ନେସନ୍ସ (ରିଜିଅନ୍ସ) ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍ସିଡ୍ର ମାନ୍ୟତା ପାଇଥିବା ଭାରତୀୟ ମହିଳା କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ୨ଟି ଯାକ ମ୍ୟାଚ ସହଜରେ ଜିତିଥିଲେ।...
ହସ୍ପିଟାଲରୁ ଛାଡ଼ ପାଇଲେ ପାରା-ତୀରନ୍ଦାଜ ଅଙ୍କିତ
ସୋନେପତ୍, ୨୪ା୧୦ (ପି.ଟି.)- କୋଭିଡ୍ ଟେଷ୍ଟରେ ପଜିଟିଭ ହୋଇଥିବା ପାରା-ତୀରନ୍ଦାଜ ଅଙ୍କିତ ହସ୍ପିଟାଲରୁ ମୁକ୍ତି ଲାଭ କରିଛନ୍ତି। ତେବେ ସେ ୧୦ ଦିନ ପାଇଁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ପକ୍ଷରୁ ଶୁକ୍ରବାର...
ବୋଟାସ ଦ୍ରୁତତମ
ପୋର୍ଟିମାଓ (ପର୍ତ୍ତୁଗାଲ୍), ୨୪ା୧୦ (ଏପି)-ପର୍ତ୍ତୁଗିଜ୍ ଫର୍ମୁଲା ଓ୍ବାନ୍ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ପ୍ରାକ୍ଟିସ ସେସନରେ ମର୍ସିଡିଜ୍ ଡ୍ରାଇଭର ଭାଲଟେରି ବୋଟାସ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ତାଙ୍କ ଟିମ୍ମେଟ୍ ଲୁଇସ୍ ହାମିଲଟନଙ୍କଠାରୁ .୩୪ ସେକେଣ୍ଡ...
ଚାପ ବିନା କ୍ରିକେଟ ରୋମାଞ୍ଚହୀନ: ମୋରିସ
ଦୁବାଇ,୨୪।୧୦(ପି.ଟି.): ଚାପ ନ ଥିଲେ କ୍ରିକେଟର ମାନେ କିଛି ନାହିଁ। ଚାପ ନ ଥିଲେ କ୍ରିକେଟରେ ରୋମାଞ୍ଚ ନାହିଁ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଲରାଉଣ୍ଡର କ୍ରିସ୍ ମୋରିସ୍ କହିଛନ୍ତି। ଜଣେ ଅଲରାଉଣ୍ଡର ଭାବେ ବାଙ୍ଗାଲୋର ଦଳରେ ତାଙ୍କର...
ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା
ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶନିବାର ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ଏହି ଦୁଇ ଦଳ...
ଶୀର୍ଷସ୍ଥାନ ବଜାୟ ଲକ୍ଷ୍ୟରେ ଦିଲ୍ଲୀ
ଆବୁଧାବି,୨୪।୧୦(ପି.ଟି.): ଟେବୁଲ ଟପ୍ପର ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଶନିବାର ପରସ୍ପରକୁ ଭେଟିବେ। ଶନିବାର ପ୍ରଥମ ମ୍ୟାଚ୍ରେ ଦୁଇ ଦଳ ଟୁର୍ନାମେଣ୍ଟର ୪୨ତମ ମୁକାବିଲାରେ ମୁହଁ।ମୁହିଁ ହେବେ। ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି...
ଚେନ୍ନାଇ ଆଶା ମଉଳିଲା, ମୁମ୍ବାଇ ଶୀର୍ଷରେ
ଶାରଜା, ୨୪।୧୦- ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ ବୁମ୍ରା ଘାତକ ବୋଲିଂ ଏବଂ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ...
କପିଲ ଦେବ ଅସୁସ୍ଥ : ହୃଦଘାତ ଯୋଗୁ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୩ ।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇପଡିଛନ୍ତି । ହୃଦ୍ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ଆନଜିଓପ୍ଲାଷ୍ଟି କରାଯାଇଥିବା ବେଳେ ସେ...
ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି
ବଲିଉଡ୍ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହୋଇଥିଲା। ପ୍ରଶଂସକ ଏହି ଯୋଡିକୁ...
ଚହଲଙ୍କ ଦୁଷ୍ଟ କହିଲେ ଏହି କ୍ରିକେଟର୍
ଦୁବାଇ,୨୩।୧୦: ଆଇପିଏଲ୍ରେ ୨୦୨୦ରେ ରୟାଲ୍ ଚ୍ୟାଲେଞ୍ଜର୍ସ (ଆରସିବି)ଦଳ ଭଲ ପ୍ରଦର୍ଶନ କରୁଛି। ଖେଳାଳିମାନେ ଏଥିରେ ଖୁସି ମଧ୍ୟ ଅଛନ୍ତି। ମ୍ୟାଚ୍ ପରେ ମଜା କରୁଥିବା ନଜର ଆସୁଛନ୍ତି। ନିକଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଅଭ୍ୟାସ ଅଧିବେଶନ ବେଳର ଏକ ଫଟୋ...
Archives


