ଆଇପିଏଲ୍ ଫାଇନାଲକୁ ୨୦୦୩ ବିଶ୍ୱକପ୍ ସହ ତୁଳନା କରୁଛନ୍ତି ପ୍ରଶଂସକ, ଜାଣନ୍ତୁ କାହିଁକି
ଆଇପିଏଲ ୨୦୨୦ରେ ରିକି ପଣ୍ଟିଂଙ୍କ କୋଚିଂରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପ୍ରବେଶ କରିଛି ଏବଂ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁହାଁମୁହିଁ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ପହଞ୍ଚିବା ପରେ କ୍ରିକେଟ୍ ପ୍ରଶଂସକମାନେ ୨୦୦୩ ଆଇସିସି କ୍ରିକେଟ ବିଶ୍ୱକପ୍କୁ ମନେପକାଉଛନ୍ତି।...
ସୋସିଆଲ ମିଡିଆର ଶିଖରରେ ପହଞ୍ଚିଲେ ଶିଖର ଧାଓ୍ବନ
ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ରବିବାର ଅନୁଷ୍ଠିତ କ୍ୱାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନ୍ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ। ନଭେମ୍ବର ୧୦ରେ ଏହି ଟିମ୍ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିୟନ୍ସକୁ ସାମ୍ନା କରିବେ।...
ଭାରତୀୟ ଦଳ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଯିବେ ଏହି ଖେଳାଳି
ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ ଦଳର ଓପନର୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରେ ଯିବେ। ଯଦିଓ ସେ ଦଳରେ ଚୟନ ହୋଇନାହାନ୍ତି କିନ୍ତୁ ସେ ଟେଷ୍ଟ ସିରିଜ ଖେଳିପାରନ୍ତି ବୋଲି ଜଣାପଡିଛି। ଭାରତୀୟ ଦଳ ନଭେମ୍ବର ୧୧ରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ।...
ଧରାପଡିଲେ ପୂର୍ବତନ କ୍ରିକେଟର୍, କରୁଥିଲେ ଏହି କାମ
ନୂଆଦିଲ୍ଲୀ,୯।୧୧: ପ୍ରାୟତଃ ଆଇପିଏଲ୍ ସମୟରେ ବେଟିଂ ଖବର ସାମ୍ନାକୁ ଆସିଥାଏ। ଯଦିଓ ଚଳିତବର୍ଷ ଆଇପିଏଲ୍ କରୋନା ଯୋଗୁ ୟୁଏଇରେ ଅନୁଷ୍ଠିତ ହେଉଛି ତଥାପି ଏହାର କ୍ରେଜ୍ ଦେଶରେ କମିନି। ବିଭିନ୍ନ ସ୍ଥାନରେ ବେଟିଂ ଖବର ସାମ୍ନାକୁ ଆସୁଛି। ଏଥର କ୍ରିକେଟ୍...
ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଏହି କ୍ରିକେଟର୍ଙ୍କ ପୁରୁଣା ଟୁଇଟ୍ ଭାଇରାଲ, ଜାଣନ୍ତୁ କ’ଣ ରହିଛି ସମ୍ପର୍କ
ଡେମୋକ୍ରାଟିକ ନେତା ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ପରେ ବାଇଡେନଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ଅଭିନନ୍ଦନର ସୁଅ ଛୁଟୁଛି। ଏହି ସମୟରେ କ୍ରିକେଟର ଜୋଫ୍ରା ଆର୍ଚର ପୁଣିଥରେ ନିଜର ପୁରୁଣା ଟୁଇଟ...
ଗୋଟିଏ ଓଭରରେ ବୁମରାଙ୍କଠାରୁ ପର୍ପଲ କ୍ୟାପ୍ ଛଡାଇ ନେଲେ ଏହି ବୋଲର୍
ଆଇପିଏଲର ଟାଇଟଲ ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟୁର୍ନାମେଣ୍ଟର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି। ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ରବିବାର ଦିଲ୍ଲୀ କ୍ୱାଲିଫାୟର ୨ରେ ସନରାଇଜର୍ସକୁ ପରାସ୍ତ କରିଛି ।...
ରାଗିଲେ ଅଧିନାୟକ
ଆବୁଧାବି,୯।୧୧: ଆଇପିଏଲ୍ ୨୦୨୦ର କ୍ୱାଲିଫାୟାର-୨ରେ ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଫଳରେ ଦଳର ଚଳିତ ଆଇପିଏଲ୍ ଅଭିଯାନ ଶେଷ ହୋଇଛି। ପରାଜୟରେ ଅଧିନାୟକ ଡେଭିଡ ୱାର୍ନର ଖେଳାଳିଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, କ୍ରମାଗତ କ୍ୟାଚ...
ନମିତା ପାଇବେ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର: ଚଳିତ ବର୍ଷର ଏକଲବ୍ୟ ପୁରସ୍କାର ପାଇବେ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ନମିତା ଟପ୍ପୋ। ଏହା ବ୍ୟତୀତ ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଓ ବ୍ୟାଡ୍ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ରବିବାର ଅନୁଷ୍ଠିତ ଏକଲବ୍ୟ...
କୋହଲିଙ୍କୁ ସେହ୍ବାଗଙ୍କ ସମର୍ଥନ
ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଏଲିମିନେଟରରୁ ବିଦାୟ ନେଇଛି। ଚଳିତ ସଂସ୍କରଣରେ ଦଳର ବ୍ୟାଟିଂ ଭଲ ହୋଇନାହିଁ। ପ୍ରତିଯୋଗିତା ପରେ କୋହଲିଙ୍କ ନେତୃତ୍ୱକୁ ନେଇ ଆଲୋଚନା ହେବାରେ ଲାଗିଛି। ବିରାଟଙ୍କୁ ଅଧିନାୟକ ପଦରୁ...
ମହମୁଦୁଲ୍ଲାଙ୍କୁ କରୋନା
ଢାକା: କୋଭିଡ୍ ଟେଷ୍ଟରେ ବାଂଲାଦେଶର ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ମହମୁଦୁଲ୍ଲାଙ୍କର ପଜିଟିଭ ଆସିଛି। ଫଳରେ ସେ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ର ପ୍ଲେଅଫ୍ ଖେଳିବାରୁ ବଞ୍ଚତ୍ତ ହେବେ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ୩୪ ବର୍ଷୀୟ ଏହି...
ଟୋକିଓରେ ଦିନିକିଆ ଜିମ୍ନାଷ୍ଟିକ୍ ମିଟ୍
ଟୋକିଓ: ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଜାପାନରେ ରବିବାର ଏକ ପ୍ରଦର୍ଶନୀ ଜିମ୍ନାଷ୍ଟିକ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁଷିଆ, ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକାର ୨୨ଜଣ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ଆୟୋଜକ ଦେଶରୁ ମଧ୍ୟ ୮ଜଣ ଭାଗ...
ରାମକୁମାର ରନର୍ସଅପ୍
ଇକେଣ୍ଟାଲ୍, :ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଚ୍ୟାଲେଞ୍ଜର ସର୍କିଟରେ ପୁଣି ଥରେ ରନର୍ସ ହୋଇଛନ୍ତି। ରବିବାର ଅନୁଷ୍ଠିତ ଇକେଣ୍ଟାଲ ଟେନିସ୍ ଇଭେଣ୍ଟର ଫାଇନାଲରେ ସେ ଆମେରିକାର ସେବାଷ୍ଟିଆନ କୋର୍ଡାଙ୍କଠାରୁ ୪-୬, ୪-୬ ସେଟ୍ରେ ହାରିଯାଇଛନ୍ତି। ଏହି ମ୍ୟାଚ ଏକ...
Archives


