ଖେଳ

କରୋନା ପ୍ରକୋପ: ଅଷ୍ଟ୍ରେଲିଆ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସକୁ ସ୍ଥାନାନ୍ତରିତ

ସିଡ୍‌ନୀ, ୧୮ା୧୧ (ପି.ଟି.)-ସାଉଥ ଅଷ୍ଟ୍ରେଲିଆରେ କରୋନା ଭାଇରସ ବ୍ୟାପିବାରେ ଲାଗିଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ଓ ଷ୍ଟାର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସାନେଙ୍କ ସମେତ ଅନ୍ୟ ଖେଳାଳିମାନଙ୍କୁ ବିମାନ ଯୋଗେ...

ସୁଆରେଜ, ମୁନୋଜଙ୍କୁ କରୋନା

ମଣ୍ଟେଭିଡିଓ (ଉରୁଗୁଏ), ୧୮ା୧୧ (ଏପି)- କରୋନା ଭାଇରସ ପାଇଁ ହୋଇଥିବା ଟେଷ୍ଟରେ ଲୁଇସ୍‌ ସୁଆରେଜ୍‌ ଓ ଗୋଲକିପର ରୋଡ୍ରିଗୋ ମୁନୋଜ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉରୁଗୁଏ ଫୁଟ୍‌ବଲ ଆସୋସିଏଶନ ତରଫରୁ ଏବିଷୟ ସ୍ପଷ୍ଟ କରାଯାଇଛି। ଏହି ଦୁଇଜଣଙ୍କ ବ୍ୟତୀତ ଜାତୀୟ...

ଅଷ୍ଟ୍ରେଲିଆ ଗସ୍ତ: ଟ୍ରେନିଂରେ ଟେଷ୍ଟ ଫର୍ମାଟ ପାଇଁ ଭାରତର ଅଭ୍ୟାସ

ସିଡ୍‌ନୀ,୧୮।୧୧ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବାର ଭାରତୀୟ କ୍ରିକେଟ ଦଳ ପ୍ରଥମେ ସୀମିତ ଓଭର କ୍ରିକେଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ...

ହକି ଇଣ୍ଡିଆ ମାଷ୍ଟର୍ସ କମିଟିରେ ପରଗତ, ଗୁରବକ୍ସ

ନୂଆଦିଲ୍ଲୀ,୧୮।୧୧ (ପି.ଟି.): ହକି ଇଣ୍ଡିଆର ଷ୍ଟେଟ୍‌ ମେମ୍ବର ୟୁନିଟ୍‌ଗୁଡିକ ମିଳିତ ଭାବେ ‘ମାଷ୍ଟର୍ସ କମିଟି’ ଗଠନ କରିଛନ୍ତି। ଦେଶରେ ମାଷ୍ଟର୍ସ ହକିର ପ୍ରଚାର ଓ ପ୍ରସାର ପାଇଁ ଗଠିତ ହୋଇଥିବା ଏହି କମିଟିରେ ପୂର୍ବତନ ଅଧିନାୟକ ପରଗତ ସିଂ, ମୀର...

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ଭେଟିବେ ମେଡ୍‌ଭେଡେଭ

ଲଣ୍ଡନ,୧୮।୧୧(ଏପି): ଏଠାରେ ଚାଲିଥିବା ୫,୭୦୦,୦୦ ଅମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଏଟିପି ଫାଇନାଲ୍ସରେ ରୁଷିଆ ତାରକା ଡାନିଲ ମେଡ୍‌ଭେଡେଭ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ସେ ଜର୍ମାନୀର ଆଲେକ୍‌ଜାଣ୍ଡର ଜେଭେରେଭଙ୍କୁ...

ଏମ୍‌ପିଏଲ୍‌ ସ୍ପୋଟର୍‌ସ ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ପ୍ରାୟୋଜକ

ନୂଆଦିଲ୍ଲୀ,୧୮।୧୧(ପି.ଟି.): ଟିମ୍‌ ଇଣ୍ଡିଆର ଅଫିସିଆଲ କିଟ୍‌ ସ୍ପୋନ୍ସରସିପ୍‌ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର ଆନୁଷ୍ଠାନିକ ଭବେ ଘୋଷଣା କରିଛି। ଫାଣ୍ଟାସି ଗେମ୍‌ ସହିତ ଜଡିତଥିବା ମୋବାଇଲ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଏମ୍‌ପିଏଲ୍‌ ସ୍ପୋଟର୍‌ସ ଆପାରେଲ ଆଣ୍ଡ...

ଦ୍ୱିପ୍ରହରରେ ଶୋଇଥିଲେ ବୋଲି ଗାଙ୍ଗୁଲିଙ୍କୁ ଏଭଳି ଦଣ୍ଡ ଦେଇଥିଲେ ସଚିନ; ଜାଣିଲେ ହେବେ..

ନୂଆଦିଲ୍ଲୀ,୧୭।୧୧: ବିଗତ ଦିନରେ ଭାରତୀୟ କ୍ରିକେଟ ଟିମ୍‌ର ଦୁଇ ପ୍ରମୁଖ ଖେଳାଳି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲୀଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ ଥିଲା। ଦୀର୍ଘଦିନ ଧରି ଉଭୟ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଥିଲେ। ବିରେନ୍ଦ୍ର ସେହଓ୍ବାଗ୍‌ ଆସିବା ପୂର୍ବରୁ...

ଏକଦା ସଚିନ ତେନ୍ଦୁଲକରଙ୍କ ଉପରେ ରାଗି ଯାଇଥିଲେ ବାଲ୍‌ ଠାକରେ, କହିଥିଲେ ଏଭଳି..

ନୂଆଦିଲ୍ଲୀ,୧୭।୧୧: ଶିବସେନାର ସଂସ୍ଥାପକ ବାଲ୍‌ ଠାକରେଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ପୁଣେରେ ଜନ୍ମିତ ଠାକରେ ଏକଦା ‘ମହାରାଷ୍ଟ୍ରର ବାଘ’ ନାମରେ ସେ ଚର୍ଚ୍ଚିତ ଥିଲେ। କାରଣ ସ୍ବଭାବରେ ସେ ରାଗି ଥିଲେ। ଏକଦା ସେ ସଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ। ସେତେବେଳେ...

ଖୁବ୍‌ଶୀଘ୍ର ଭାରତ ପାଇଁ ଖେଳିବେ ଏହି ଯୁବ ଖେଳାଳି: ଅଗରକର

ନୂଆଦିଲ୍ଲୀ,୧୭।୧୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସିଜନ୍‌ରେ ଟାଇଟଲ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଚଳିତ ବର୍ଷ ଆଇପିଏଲ୍‌ରେ ଅନେକ ଯୁବ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ଦେବଦତ୍ତ ପାଟିଲ, ଇଶାନ କିଶନ, ରାହୁଲ ତେବତିୟା, ଶୁଭମନ ଗିଲ ଆଦି...

ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କଲେ ଏହି କ୍ରିକେଟର୍‌

ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ନିକୋଲାସ ପୁରନଙ୍କ ମଙ୍ଗଳବାର ନିର୍ବନ୍ଧ ଶେଷ ହୋଇଛି। ଦୀର୍ଘ ଦିନ ଧରି ପ୍ରେମ ସମୟରେ ରହିବା ପରେ ଗର୍ଲଫ୍ରେଣ୍ଡ କ୍ୟାଥରିନା ମିଗୁଏଲଙ୍କ ସହ ନିର୍ବନ୍ଧ କରିଛନ୍ତି। ପୁରନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡଙ୍କୁ ବିବାହ ପ୍ରସ୍ତାବ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ହତ୍ୟା ଧମକ

ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ ହେବା ପାଇଁ କୋଲକାତା ଆସିଥିଲେ ଏବଂ ଏହି କାରଣରୁ ତାଙ୍କୁ ହତ୍ୟା ଧମକ...

ମ୍ୟାଚ୍‌ ଚାଲୁଥିବା ସମୟରେ ହଠାତ୍‌ ଡ୍ରେସିଂ ରୁମ୍‌କୁ ଦୌଡିଲେ ଏହି ଖେଳାଳି, ଜାଣନ୍ତୁ କାହିଁକି

କରାଚି,୧୭।୧୧:ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବେ ଚାଲିଛି। ଗତ ମାର୍ଚ୍ଚରେ ପ୍ଲେ ଅଫ ପୂର୍ବରୁ କରୋନା ଭାଇରସ କାରଣରୁ ପିସିଏ୍‌କୁ ସ୍ଥଗିତ ରଖାଯାଇଥିଲା ଏବଂ ଏବେ ଟୁର୍ନାମେଣ୍ଟ ସମାପ୍ତ ହେବ। ଗତ ଶନିବାର ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା। ପାକିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri