ଖେଳ

ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ, ୫ା୧୨ (ପି.ଟି.)-ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ଅଭିଜ୍ଞ ସମ୍ପନ୍ନ ରାଧାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍‌ ଟାଇମ୍‌ ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ଦେଇଛି। ଜୁଲାଇରେ ବାହଦୁର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେହିଦିନଠାରୁ ୬୨ବର୍ଷୀୟ ନାୟାର...

ଆଉ ଜଣେ ଖେଳାଳି ପଜିଟିଭ୍‌: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ପ୍ରଥମ ଦିନିକିଆ ସ୍ଥଗିତ

କେପ୍‌ଟାଉନ (ଦକ୍ଷିଣ ଆଫ୍ରିକା), ୫ା୧୨ (ଏପି)-କୋଭିଡ୍‌ ଟେଷ୍ଟରେ ଆଉ ଜଣେ ଖେଳାଳି ପଜିଟିଭ୍‌ ହେବାରୁ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚକୁ ଶୁକ୍ରବାର ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍‌ ରବିବାରକୁ ଘୁଞ୍ଚାଇ ଦିଆଯାଇଥିବା...

ଇଣ୍ଡିଆନ ସୁପରଲିଗ୍‌: ବେଙ୍ଗାଲୁରୁର ପ୍ରଥମ ବିଜୟ

ବାମ୍ବୋଲିମ୍‌,୫।୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୧-୦ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। ଗୋଆର ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା।...

କନ୍‌କସନ ସବ୍‌ଷ୍ଟିଚ୍ୟୁଟ୍‌: ଜାଡେଜାଙ୍କ ସ୍ଥାନରେ ଖେଳିଲେ ଚହଲ

କାନବେରା,୫।୧୨(ପି.ଟି.): ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରଥମେ ଭାରତୀୟ ଦଳରେ ସାମିଲ ନ ଥିଲେ। ପ୍ରଥମ ଟି୨୦ ମ୍ୟାଚ୍‌ରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ହିସାବରେ ଚହଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିଲେ ଓ ଦମ୍‌ଦାର ବୋଲିଂ କରି ବିଜୟରେ...

ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ

ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଦମ୍‌ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ ଓ୍ବିଲିୟମସନ ହିରୋ ସାବ୍ୟସ୍ତ ହୋଇଛନ୍ତି। ୪୧୨ଟି ବଲ୍‌ ଖେଳି ୬୨୪ ମିନିଟ୍‌...

ମୃତ୍ୟୁକୁ ହରାଇବାକୁ ଯୋଜନା କରିଥିଲେ ମାଇକେଲ ଜ୍ୟାକସନ

ମାଇକେଲ ଜ୍ୟାକସନଙ୍କୁ କିଏ ବା ନ ଜାଣେ। କିନ୍ତୁ ସେ ମୃତ୍ୟୁକୁ ହରାଇବା ଲାଗି କରିଥିଲେ ଯୋଜନା। ଏହି ମହାନ ଡ୍ୟାନ୍‌ସର ଓ ପପ୍‌ ସିଙ୍ଗର ଚାହୁଁଥିଲେ ୧୫୦ ବର୍ଷ ବଞ୍ଚିବା ପାଇଁ। ଏ ନେଇ ଘରେ ରଖିଥିଲେ ୧୨...

ନ୍ୟୁଜିଲାଣ୍ଡରେ ଟ୍ରେନିଂ ପାଇଁ ଅନୁମତି ପାଇଲା ନାହିଁ ପାକିସ୍ତାନ

ଓ୍ବେଲିଂଟନ,୪।୧୨: ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳି ନାହିଁ। ଦଳର ୮ଜଣ ସଦସ୍ୟ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଜଣାପଡ଼ିବା ପରେ ପୂରା ଦଳକୁ ଟ୍ରେନିଂ ଲାଗି ମନା କରାଯାଇଛି। ପୂର୍ବରୁ ଭ୍ରମଣକାରୀ ଦଳ...

ଚୂଡ଼ାନ୍ତ ଏକାଦଶରେ ନ ଥିଲେ, କିନ୍ତୁ ହେଲେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌

କାନବେରା, ୪।୧୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ବିଜୟୀ ଦଳ ପାଇଁ ସର୍ବାଧିକ ୩ ଉଇକେଟ ନେଇଥିବା ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ମ୍ୟାନ୍‌ ଅଫ୍‌ ଦି...

ପ୍ରଥମ ଟି୨୦ ଜିତିଲା ଭାରତ

କାନବେରା, ୪।୧୨- ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳ ବିଜୟ ସହ ଟି୨୦ ସିରିଜ୍‌ ଆରମ୍ଭ କରିଛି। ଏଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ୧୧ ରନ୍‌ରେ ଜିତି ନେଇଛି ଭାରତୀୟ ଦଳ। ଏହି ବିଜୟ ସହ ୩...

ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା କଙ୍ଗାରୁ ଦଳ

କାନବେରା, ୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ କାନବେରାରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଟି-ନଟରାଜନଙ୍କୁ ସାମିଲ କରାଯାଇଛି।...

ଅଜିତ ଅଗରକରଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି କୌଣସି ଭାରତୀୟ ବୋଲର

ଭାରତୀୟ ଦଳର ପୂର୍ବତନ ବୋଲର୍‌ ଅଜିତ ଅଗରକର ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ମସିହା ଡିସେମ୍ବର ୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅଜିତ ଅଗରକର କ୍ରିକେଟରେ ଏଭଳି ଏକ ରେକର୍ଡ ହାସ କରିଥିଲେ ଯାହା କୌଣସି...

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍‌: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ

ନୂଆଦିଲ୍ଲୀ,୪।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଦିନିକିଆ ସିରିଜକୁ ୨-୧ରେ ଜିତିଥିବା ଅଷ୍ଟ୍ରେଲିଆ ଦଳକୁ ଶେଷ ମ୍ୟାଚ୍‌ରେ ପରାସ୍ତ କରିଥିଲା ଭାରତ। ଏଣୁ ଖେଳାଳିମାନେ ଆତ୍ମବିଶ୍ୱାସ ସହକାରେ ମ୍ୟାଚ୍‌ ଖେଳିପାରନ୍ତି ବୋଲି ପ୍ରଶଂସକ ଆଶା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri