ଭାରତୀୟ ଡ୍ରେସିଂ ରୁମ୍ରେ କଟାଗଲା ୩ କେକ୍
ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି। ଏହି ବିଜୟ...
ପ୍ରଥମ ଅଭ୍ୟାସ ମ୍ୟାଚ୍: ରାହାନେଙ୍କ ଶତକ
ସିଡ୍ନୀ, ୭।୧୨(ପି.ଟି.): ସ୍ଥାନୀୟ ଡ୍ରୁମୋଇନ୍ ଓଭାଲ ଗ୍ରାଉଣ୍ଡରେ ଭାରତ- ଏ ଓ ଅଷ୍ଟ୍ରେଲିଆ- ଏ ମଧ୍ୟରେ ପ୍ରଥମ ୩ ଦିନିଆ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଛି। ଭାରତ- ଏ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ...
ପାଣ୍ଡ୍ୟାଙ୍କୁ ଲାଙ୍ଗରଙ୍କ ପ୍ରଶଂସା
ସିଡ୍ନୀ, ୭ା୧୨ (ପି.ଟି.)-ରବିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମ୍ୟାଚ ବିଜୟୀ ଇନିଂସ ଦର୍ଶନୀୟ ଥିଲା ବୋଲି କହିଛନ୍ତି ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ ଲାଙ୍ଗର। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି...
ବିଶ୍ୱ ହାଫ୍ ମାରାଥନରେ କାଣ୍ଡିଙ୍କ ନୂଆ ରେକର୍ଡ
ଭାଲେନ୍ସିଆ, ୭ା୧୨ (ଏପି)-ସ୍ପେନ୍ର ଭାଲେନ୍ସିଆରେ କେନିଆର କିବିଓଟ୍ କାଣ୍ଡି ବିଶ୍ୱ ପୁରୁଷ ହାଫ୍ ମାରାଥନରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ୨୪ ବର୍ଷୀୟ କାଣ୍ଡି ୨୧ କିଲୋମିଟର (୧୩ ମାଇଲ) ବିଶିଷ୍ଟ ରେସ୍କୁ ୫୭ ମିନିଟ୍, ୩୨ସେକେଣ୍ଡରେ ଶେଷ କରିଥିଲେ।...
ପ୍ରଥମ ଟେଷ୍ଟ: ନ୍ୟୁଜିଲାଣ୍ଡର ଇନିଂସ ବିଜୟ
ହାମିଲଟନ, ୭।୧୨(ଏପି): ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ରବିବାର ଚତୁର୍ଥ ଦିନ ସକାଳେ ଏକ ଇନିଂସ ଓ ୧୩୪ ରନରେ ବିଜୟ ହାସଲ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ପ୍ରଥମ...
ଆଇଏସ୍ଏଲ୍ : ହ୍ୟାଟ୍ରିକ୍ ବିଜୟ ସହ ଶୀର୍ଷରେ ମୁମ୍ବାଇ
ବାମ୍ବୋଲିମ୍, ୬।୧୨: ଇଣ୍ଡିଆନ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫ୍ସି ୨-୦ ଗୋଲରେ ଓଡ଼ିଶା ଏଫ୍ସିକୁ ପରାସ୍ତ କରିଛି। ସ୍ଥାନୀୟ ଜିଏମ୍ସି ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ମୁମ୍ବାଇ ଦମ୍ଦାର ପ୍ରଦର୍ଶନ କରି କ୍ରମାଗତ ତୃତୀୟ...
ଖେଳରତ୍ନ ପୁରସ୍କାର ଫେରାଇବାକୁ ଧମକ ଦେଲେ ବକ୍ସର ବିଜେନ୍ଦର ସିଂ
ନୂଆଦିଲ୍ଲୀ,୬।୧୨: ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ରବିବାର ସାମିଲ ହୋଇଛନ୍ତି ଅଲିମ୍ପକ୍ ପଦକ ବିଜେତା ହରିୟାଣର ବକ୍ସର ବିଜେନ୍ଦର ସିଂ । ଆୟୋଳନରତ କୃଷକଙ୍କୁ ରବିବାର ଭେଟଛନ୍ତି ବିଜେନ୍ଦର। ସେ ନୂଆ କୃଷି ଆଇନକୁ ବିରୋଧ କରିବା ସହ...
ରୋହିତ ଶର୍ମାଙ୍କୁ ମନେ ପକାଇଲେ ବିରାଟ କୋହଲି
ସିଡନୀ,୬।୧୨: ଦିନିକିଆ ପ୍ରତିଶୋଧ ଟି-୨୦ରେ ନେଲା ଟିମ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ...
ସହଜ କ୍ୟାଚ୍ ହାତଛଡା କଲେ ବିରାଟ କୋହଲି, ତଥାପି ଆଉଟ୍ ହେଲେ ଖେଳାଳି
ସିଡ୍ନୀ,୬।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ରବିବାର ଅତି ସହଜ କ୍ୟାଚ ଛାଡିଥିଲେ ସୁଦ୍ଧା ଖେଳାଳି ଆଉଟ୍ ହୋଇଥିଲେ। ୱାଶିଂଟନ ସୁନ୍ଦର ଅଷ୍ଟ୍ରେଲୀୟ ଇନିଂସର...
‘ଖେଳ ରତ୍ନ’ ପୁରସ୍କାର ଫେରାଇ ଦେବାକୁ ଚେତାବନୀ ଦେଲେ ଏହି ଖେଳାଳି
ଚଣ୍ଡିଗଡ,୬।୧୨: ନୂଆ କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନର ସମର୍ଥନ ବୃଦ୍ଧି ପାଉଛି। ଦିଲ୍ଲୀ ସୀମାରେ ଘେରି ରହିଥିବା ହଜାର ହଜାର କୃଷକ ଛାଉଣି ହୋଇଥିବାବେଳେ ଡିସେମ୍ବର ୮ରେ କୃଷକମାନେ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଏଥି ସହିତ ସିଂଘୁ...
ଟି୨୦ ସିରିଜ ଜିତିଲା ଭାରତ
ସିଡ୍ନୀ,୬।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ ଭଳି ଦ୍ୱିତୀୟ ମ୍ୟାଚ୍କୁ ମଧ୍ୟ ଅତି ସହଜରେ ଜିତି ପ୍ରତିଶୋଧ ନେବାରେ ସଫଳ ହୋଇଛି ଟିମ୍ ଇଣ୍ଡିଆ। ସ୍ଥାନୀୟ ଏସ୍ସିଜିଠାରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୬...
ହ୍ବାଟ୍ସଆପ୍ରେ ଚାଟିଂ କରୁ କରୁ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ କ୍ରିକେଟର
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮ ମସିହା ଡିସେମ୍ବର ୬ରେ ସେ ସୌରାଷ୍ଟ୍ର୍ୟର ନଓ୍ବାଗାଓଁରେ ଜନ୍ମଗ୍ରହଣ କରିଥିଲେ। ଜାଡେଜାଙ୍କ ପିତା ଅନିରୁଦ୍ଧ ଏକ ପ୍ରାଇଭେଟ କମ୍ପାନୀରେ ଚୌକିଦାର ଭାବେ କାର୍ଯ୍ୟ...
Archives


