Posted inଖେଳ

ବିଶ୍ୱ ହାଫ୍‌ ମାରାଥନରେ କାଣ୍ଡିଙ୍କ ନୂଆ ରେକର୍ଡ

ଭାଲେନ୍‌ସିଆ, ୭ା୧୨ (ଏପି)-ସ୍ପେନ୍‌ର ଭାଲେନ୍‌ସିଆରେ କେନିଆର କିବିଓଟ୍‌ କାଣ୍ଡି ବିଶ୍ୱ ପୁରୁଷ ହାଫ୍‌ ମାରାଥନରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ୨୪ ବର୍ଷୀୟ କାଣ୍ଡି ୨୧ କିଲୋମିଟର (୧୩ ମାଇଲ) ବିଶିଷ୍ଟ ରେସ୍‌କୁ ୫୭ ମିନିଟ୍‌, ୩୨ସେକେଣ୍ଡରେ ଶେଷ କରିଥିଲେ। ୨୦୧୯ରେ ଜେଫ୍ରି କାମୋରରଙ୍କ ଦ୍ୱାରା ପ୍ରତିଷ୍ଠା ରେକର୍ଡକୁ ସେ ୨୯ ସେକେଣ୍ଡରେ ଭଙ୍ଗ କରିଦେଇଥିଲେ। ପରବର୍ତ୍ତୀ ୩ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ କାମ୍‌ଓରରଙ୍କ ପୂର୍ବ ରେକର୍ଡ ଟାଇମିଂର ପଛରେ ରହିଥିଲେ। ବିଶ୍ୱ ଚାମ୍ପିୟନ ଉଗାଣ୍ଡାର ଜାକବ କିପ୍ଲିମୋ ଦ୍ୱିତୀୟ ସ୍ଥାନରେ ହୋଇଥିବାବେଳେ ତାଙ୍କ ପଛକୁ କେନିୟାର ରୋନେକ୍ସ କିପ୍ରୁଟୋ ଓ ଆଲେକ୍‌ଜାଣ୍ଡର ମୁଟିସୋ ଯଥାକ୍ରମେ ୩ୟ ଓ ୪ର୍ଥ ହୋଇଥିଲେ। ଜେନ୍‌ଜେବେ ଡିବାବା ୧:୦୫:୧୮ ଟାଇମିଂରେ ମହିଳା ରେସ୍‌ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖ୍ବାଜା ବିଶ୍ୱକପ୍‌ରୁ ବାଦ୍‌

ମାଞ୍ଚେଷ୍ଟର, ୮ା୭ (ଏଏଫ୍‌ପି)-ହାମଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ବ୍ୟାଟ୍ସମ୍ୟାନ ଉସ୍‌ମାନ ଖ୍ବାଜା ଚଳିତ ଆଇସିସି ବିଶ୍ୱକପ୍‌ର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ ବାଦ୍‌ ପଡ଼ିଛନ୍ତି। ଅଷ୍ଟ୍ରେଲିଆ ମୁଖ୍ୟ କୋଚ୍‌ ଜଷ୍ଟିନ...

ରାହୁଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍‌ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ...

ଉପହାର ପାଇ ଭାବପ୍ରବଣ ହେଲେ କୋହଲି

ୟୁଏଇ,୨୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ଆରମ୍ଭ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଅତ୍ୟନ୍ତ ନିରାଶାଜନକ ଥିଲା। ଚଳିତ ସିଜିନର ୩୧ତମ...

ପୁଣି ପଡିଆକୁ ଫେରିବେ ସଚିନ ତେନ୍ଦୁଲକର!

ରାୟପୁର,୨୫।୧: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ...

ହାରିବା ପରେ ପଡିଆରେ ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ପ୍ରବଳ ଝଗଡା

କଲମ୍ବୋ,୨୧।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ୨୭୬ ରନ ଲକ୍ଷ୍ୟ ରଖିଥିଲା। ଏକ...

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ...

ପ୍ରତ୍ୟେହ ଟ୍ରେନିଂ ପାଇଁ ଯିବାକୁ ପଡ଼ୁଥିଲା ୮୦ କିମି: ଗୋଟିଏ ମ୍ୟାଚ୍‌ ବଦଳାଇ ଦେଇଥିଲା ଏହି ମହିଳା କ୍ରିକେଟରଙ୍କ ଜୀବନ

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଷ୍ଟାର ବୋଲର୍‌ ହେଉଛନ୍ତି ଝୁଲନ ଗୋସ୍ବାମୀ। ସେ ମହିଳା ଏକଦିବସୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି। ୧୮୫...

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ...

Advertisement
Archives

Model This Week