ଖେଳ

କୋହଲିଙ୍କ ଘରଠାରୁ ଦୁଇଗୁଣ ମହଙ୍ଗା ଘର; ବାପାଙ୍କଠାରୁ ଦୂରରେ ଏଠାରେ ରହୁଛନ୍ତି ଯୁବରାଜ

ଭାରତୀୟ କ୍ରିକେଟ ଟିମ୍‌ର ସୁପରଷ୍ଟାର ଖେଳାଳି ହେଲେ ଯୁବରାଜ ସିଂହ। ବିଶ୍ୱକପ୍‌ରେ ସେ ପ୍ଲେୟାର ଅଫ୍‌ ଦ ଟୁର୍ନାମେଣ୍ଟ ପୁରସ୍କାର ଜିତିଥିଲେ। ତେବେ ଯୁବରାଜ ଯେତିକି ନିଜର ଖେଳ ପାଇଁ ପରିଚିତ ସେତିକି ନିଜର ଜୀବନଚର୍ଯ୍ୟା ପାଇଁ । ବହୁତ...

ତୃତୀୟ ଟି୨୦ରେ ଇତିହାସ ରଚିପାରନ୍ତି ୟୁଜବେନ୍ଦ୍ର ଚହଲ: ବୁମରାହଙ୍କ ଏହି ବଡ ରେକର୍ଡ ଭାଙ୍ଗିବା ଉପରେ ନଜର

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଉଇକେଟ ନେଇଥିବା ଖେଳାଳି ପାଲଟିଛନ୍ତି ୟୁଜବେନ୍ଦ୍ର ଚହଲ। ବୁମରାହଙ୍କଠାରୁ କମ୍‌ ମ୍ୟାଚ୍‌ ଖେଳିଥିଲେ ହେଁ ଏହି କୀର୍ତ୍ତିମାନ ନିଜ ନାମରେ କରିଛନ୍ତି ସେ। ପ୍ରଥମ ମ୍ୟାଚ୍‌ରେ ରବିନ୍ଦ୍ର ଜାଡେଜାଙ୍କ...

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ କଥା ଉଠିଲେ ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କିପରେ ଜୀବନ ବିତାଇଥାନ୍ତି...

ଚଉକା-ଛକା ଲଗାଇବା ସତ୍ତ୍ୱେ ସ୍ତ୍ରୀଙ୍କଠାରୁ ଶୁଣିବାକୁ ପଡେ ଗାଳି, ଚିୟରଲିଡରଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୭।୧୨: ଆଇପିଏଲ୍‌ ୨୦୨୦ରେ ଭଲ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର ଯାଦବ। କେବଳ ଚଳିତ ସିଜନରେ ନୁହେଁ ବରଂ ଗତ ୩ ସିଜନରେ ସେ ୪୦୦ରୁ ଅଧିକ ରନ୍‌ କରିଛନ୍ତି। ଏହାସତ୍ତ୍ୱେ ତାଙ୍କୁ ଭାରତ ଏକାଦଶ ପାଇଁ ଚୟନ କରାଯାଇନାହିଁ।...

ମୁକେଶ ଅମ୍ବାନୀଙ୍କ କାର୍‌ ଠାରୁ ମହଙ୍ଗା ଏହି ଖେଳାଳିଙ୍କ ଗାଡି: ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌

ଯେତେବେଳେ ବି ଫୁଟବଲରଙ୍କ କଥା ଉଠେ ସର୍ବପ୍ରଥମେ ୨ଟି ନାମ ସମ୍ମୁଖକୁ ଆସିଥାଏ। ସେମାନେ ହେଲେ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସି। ଏହି ୨ ଖେଳାଳି କେବଳ ଭଲ ଖେଳନ୍ତି ତାହା ନୁହେଁ ଏମାନେ ବିଶ୍ୱର ସବୁଠାରୁ ଦାମୀ...

ପୁଣିଥରେ ସ୍ମିଥ୍‌ଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଦାୟିତ୍ୱ: କୋଚ୍‌ ଲାଙ୍ଗର ଦେଲେ ଏଭଳି ସଙ୍କେତ

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର ଦଳର ଅଧିନାୟକ ପଦ ଷ୍ଟିଭ ସ୍ମିଥ୍‌କୁ ଦେବାକୁ ସଙ୍କେତ ଦେଇଛନ୍ତି। ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଆରୋନ ଫିଞ୍ଚଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ମ୍ୟାନେଜମେଣ୍ଟ ସ୍ମିଥ୍‌ଙ୍କ ନୁହେଁ ବରଂ ମାଥ୍ୟୁ ଓ୍ବେଡ୍‌ଙ୍କୁ ଦାୟିତ୍ୱ...

ଧଓ୍ବନ୍‌ଙ୍କୁ ଷ୍ଟମ୍ପ ଆଉଟ୍‌ କରିପାରିଲେ ନାହିଁ ଅଷ୍ଟ୍ରେଲିଆ ଅଧିନାୟକ: କହିଲେ ‘ମୁଁ ଧୋନୀ ନୁହେଁ’

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ଭାରତ ୨-୦ ବ୍ୟବଧାନରେ ଆଗୁଆ ଜିତିନେଇଛି। ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ଅନୁପସ୍ଥିତିରେ ଏଭଳି...

ଟି-୨୦ ଜିତିବା ଖୁସିରେ କୋହଲିଙ୍କୁ ଏମିତି କହିଲେ ଅନୁଷ୍କା

ସିଡନୀ,୭।୧୨: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଶିଖର ଧୱନ ଓ କ୍ୟାପଟେନ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଟିମ ଇଣ୍ଡିଆ ଏଠାରେ ଖେଳାଯାଇଥିବା ୨ୟ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ...

ସାଥୀ ଖେଳାଳିଙ୍କ ଏଭଳି କାରନାମା ଦେଖି ବିଶ୍ୱାସ କରିପାରିଲେନି ବିରାଟ କୋହଲି

ସିଡ୍‌ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ଟି-୨୦ ସିରିଜର ପ୍ରତିଶୋଧ ନେଇ ଟି -୨୦ ସିରିଜରେ...

ସିରିଜ୍‌ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୨; ଟିମ ଇଣ୍ଡିଆ ଟି -୨୦ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛ। ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୬ ଉଇକେଟ୍‌ରେ ପରାସ୍ତ କରିଛି। ସିରିଜରେ ଭାରତ ଏବେ ୨-୦ ଅଗ୍ରଣୀ ହାସଲ କରିଛି।...

୩୮ ବର୍ଷ ବୟସରେ ପୁଣି କ୍ରିକେଟ୍‌କୁ ଫେରିଲେ ଏହି ପ୍ରସିଦ୍ଧ ଖେଳାଳି

ଖେଳ ପଡ଼ିଆରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ କିନ୍ତୁ ଉତ୍ସାହ ଆବଶ୍ୟକ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜୋହାନ ବୋଥା ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି। ଅବସର ନେବା ପରେ ପୁଣି ୩୮ ବର୍ଷ ବୟସରେ କ୍ରିକେଟକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।...

ପାକିସ୍ତାନକୁ ପଛରେ ପକାଇ ଭାରତ ରଚିଲା ଇତିହାସ

ସିଡନୀ,୭।୧୨: ଶିଖର ଧାୱନଙ୍କ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟି -୨୦ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ସିଡନୀରେ ରବିବାର ଦ୍ୱିତୀୟ ଟି -୨୦ ରେ ଅଷ୍ଟ୍ରେଲିଆ ୬ଟି ଉଇକେଟରେ ଭାରତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri