Posted inଖେଳ

ଏହି କାର ଚଲାଇବାକୁ ଭଲ ପାଆନ୍ତି ବିରାଟ କୋହଲି

ଭାରତୀୟ କ୍ରିକେଟରମାନେ କେବଳ ସେମାନଙ୍କ ଖେଳ ପାଇଁ ନୁହେଁ ବରଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ କଥା ଉଠିଲେ ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, କିପରେ ଜୀବନ ବିତାଇଥାନ୍ତି ତାହା ଜାଣିବାକୁ ପ୍ରଶଂସକ ବହୁତ ଉତ୍ସାହିତ। ତେବେ କୋହଲିଙ୍କ ପ୍ରତିଟି ସଉକ ବହୁତ ରୟାଲ। କିନ୍ତୁ ଗାଡି ପାଇଁ ସେ ସବୁଠାରୁ ଅଧିକ ପାଗଳ। ୧-୨ ନୁହେଁ ବରଂ ତାଙ୍କ ଗ୍ୟାରେଜରେ ଅନେକ କାର ରହିଛି। ଏକଦା ତାଙ୍କୁ ବସ୍‌ରେ ଯିବାକୁ ପଡ଼ୁଥିଲା। ହେଲେ ଏବେ ତାଙ୍କ ପାଖରେ ଅନେକ ବ୍ରାଣ୍ଡର କାର ରହିଛି।
ଅଡି ସେଥିମଧ୍ୟରୁ ଗୋଟିଏ। ତେବେ ତାଙ୍କ ପାଖରେ ଗୋଟିଏ କି ଦୁଇଟି ନୁହେଁ ଅଧା ଡର୍ଜନରୁ ଅଧିକା ଅଡି ରହିଛି। ଏଥିସହ ତାଙ୍କ ଗ୍ୟାରେଜରେ ଅଡି ଏସ୍‌-୫, ଆରଏସ୍‌ ୫, କ୍ୟୁ ୮, ଏ ୮ ଏଲ୍‌, ଆର୍‌ ୮ ଏଲ୍‌ଏମ୍‌ଏକ୍ସ ଏବଂ ଆର୍‌ ୮ ଭି ୧ହ ପ୍ଲସ୍‌ ଅନ୍ତର୍ଭୁକ୍ତ। ତାଙ୍କ ପାଖରେ ୩ କୋଟିର ଅଡି ୮ ଭି ପ୍ଲସ୍‌ ରହିଛି, ଯାହାକୁ ସେ ସବୁବେଳେ ଚଲାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ‘ବିରାଟ’ ପ୍ରଶଂସକ ଏହି କ୍ରିକେଟରଙ୍କ ଝିଅ: କହିଲେ, ‘ମୁଁ ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଷ୍ଟେଲିଆରେ।...

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ।...

ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଇତିହାସ ରଚିଲେ ମିତାଲି; ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ…

ଲକ୍ଷ୍ନୌ,୧୨।୩: ଭାରତୀୟ ମହିଳା ଦିନିକିଆ କ୍ରିକେଟ ଟିମ୍‌ର ଅଧିନାୟକ ମିତାଲି ରାଜ ଶୁକ୍ରବାର ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଟିମ୍‌ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଦିନିକିଆରେ...

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ...

ରାଞ୍ଚି ଟେଷ୍ଟ: ସିଆରପିଏଫ୍‌, ଆର୍ମି ଯବାନଙ୍କୁ ମିଳିବ ମାଗଣା ଟିକେଟ୍‌

ରାଞ୍ଚି,୧୭।୧୦- ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।...

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ହେମନ୍ତଙ୍କ ଦ୍ୱିଶତକ, ମୁଣ୍ଡେଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ...

ଫୁଟବଲ ରେଫରି ଶିବପ୍ରସାଦଙ୍କ ପରଲୋକ

ଭୁବନେଶ୍ୱର(ସ୍ପୋଟର୍‌ସ ବ୍ୟୁରୋ)/କଟକ ଅଫିସ,୨୫ା୯: ସୁନାମଧନ୍ୟ ଜାତୀୟ ସ୍ତରୀୟ ଫୁଟବଲ ରେଫରି, ପୂର୍ବତନ ଖେଳାଳି ତଥା ଇଷ୍ଟକୋଷ୍ଟ ରେଲୱେ ଦଳର କୋଚ୍‌ ଶିବପ୍ରସାଦ ଦାସଙ୍କ ଭୁବନେଶ୍ୱରର ଏକ...

ଚାପରେ ନ୍ୟାଶନାଲ ରାଇଫଲ ଆସୋସିଏଶନ

ନୂଆଦିଲ୍ଲୀ, ୨ା୪ (ପି.ଟି.)-କୋଭିଡ୍‌-୧୯ ଯୋଗୁ ନୂଆଦିଲ୍ଲୀରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌କୁ ବାତିଲ କରିବା ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଉପରେ ଦିନକୁ...

Advertisement
Archives

Model This Week