ଦିବାରାତ୍ର ଓ୍ବାର୍ମଅପ୍ ମ୍ୟାଚ୍ : ପ୍ରଥମ ଦିନରେ ପଡ଼ିଲା ୨୦ ଉଇକେଟ
ସିଡ୍ନୀ, ୧୧।୧୨(ପି.ଟି.)- ଶୁକ୍ରବାର ଏଠାରେ ଆରମ୍ଭ ହୋଇଯାଇଛି ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ଦିବାରାତ୍ର ଓ୍ବାର୍ମଅପ୍ କ୍ରିକେଟ ମ୍ୟାଚ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ପଡ଼ିଛି ୨୦ଟି ଉଇକେଟ। ଭାରତ ପ୍ରଥମ ଇନିଂସରେ ୧୯୪ ରନ କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’...
ପୁଣି ଖେଳାଳିଙ୍କ ମୁଣ୍ଡରେ ବାଜିଲା ବଲ୍
ସିଡ୍ନୀ,୧୧।୧୨- ଚଳିତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା କ୍ରିକେଟ ସିରିଜ୍ରେ ଖେଳାଳିଙ୍କ ମୁଣ୍ଡରେ ବଲ ବାଜିବା ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଭାରତ ବିପକ୍ଷରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚ୍ର ପ୍ରଥମ...
ପ୍ରଥମ ଶ୍ରେଣୀ କ୍ରିକେଟରେ ବୁମରାଙ୍କ ପ୍ରଥମ ଅର୍ଦ୍ଧଶତକ
ସିଡ୍ନୀ,୧୧।୧୨- ଭାରତୀୟ ଦଳର ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ ବୁମରା ଏଥର ବ୍ୟାଟ୍ରେ କମାଲ ଦେଖାଇଛନ୍ତି। ଏଠାରେ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆରମ୍ଭ ହୋଇଥିବା ପିଙ୍କ୍ ବଲ୍ ଓ୍ବାର୍ମ ଅପ୍ ମ୍ୟାଚ୍ରେ ପୂରା ଫେଲ ମାରିଛି ଟିମ ଇଣ୍ଡିଆ।...
ରୋହିତ ଏବେ ଫିଟ୍: ଏନ୍ସିଏ
ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଆଘାତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାହାର ହୋଇଥିବା ରୋହିତ ଶର୍ମା ଏବେ ଫିଟ୍ ବୋଲି ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ) ଘୋଷଣା କରିଛି। ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି...
ବିବାହର ଛଅ ମାସ ଭିତରେ ମାତ୍ର ୨୧ ଦିନ ସାଙ୍ଗରେ ରହିଥିଲେ ଅନୁଷ୍କା-ବିରାଟ; ହେଲେ..
ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ବିବାହ ବାର୍ଷିକୀ। ୨୦୧୭ ଡିସେମ୍ବର ୧୧ରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ହାତ ଧରିଥିଲେ ବିରାଟ। ୨୯ ବର୍ଷରେ ବିବାହ କରୁଥିବା ହେତୁ ଅନୁଷ୍କାଙ୍କ ପ୍ରଶଂସକ ସେତେବେଳେ ନିରାଶ...
ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍ ମିସ୍ କରୁଛି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର ଦିନରେ ଇଟାଲୀରେ ବିରାଟା ଓ ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ...
ବିରାଟ କୋହଲିଙ୍କ ବଢିଲା ଟେନସନ୍
ସିଡନୀ,୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ଦ୍ୱିତୀୟ ୱାର୍ମ ଅପ ମ୍ୟାଚ ଖେଳୁଛି। ତିନି ଦିନିଆ ଏହି ଦିନିଆ ମ୍ୟାଚରେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ।...
କୋହଲୀ ନୁହେଁ, ହେଡେନଙ୍କ ପସନ୍ଦ ଧୋନୀ
ନୂଆଦିଲ୍ଲୀ,୧୧।୧୨: ଶେଷ ହେବାକୁ ଯାଉଛି ବର୍ଷ ୨୦୨୦। ଏହାସହ ଏକ ଦଶନ୍ଧି ସମୟ ବିତିଯିବ। ତେବେ ଗତ ୧୦ ବର୍ଷ ମଧ୍ୟରେ ଅନେକ କିଛି ବଦଳିଛି। ବିଶେଷକରି ଭାରତୀୟ କ୍ରିକେଟ ଟିମ୍ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି। ତେବେ...
ବିବାହ ମୁଦି ହାତରେ ନୁହେଁ, ଏଠାରେ ପିନ୍ଧିଥାନ୍ତି କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହକୁ ୩ ବର୍ଷ ପୂରିଛି। ଏହି ଅବସରରେ ଉଭୟଙ୍କୁ ଚାରିଆଡ୍ୁ ଶୁଭେଚ୍ଛା ବାର୍ତ୍ତା ମିଳିଛି। ବିରାଟ ଏବେ ଅଷ୍ଟ୍ରେଲିଆରେ ଥିବାବେଳେ ଅନୁଷ୍କା ଭାରତରେ ଅଛନ୍ତି। ଖୁବ୍ଶୀଘ୍ର...
ଏହି ୩ଟି ମ୍ୟାଚ୍କୁ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ,୧୧।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସେ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ଶତକ ଏବଂ ୩୪,୦୦୦ ଆନ୍ତର୍ଜାତୀୟ ରନ ସ୍କୋର କରିଛନ୍ତି। ତେବେ ଏହା ମଧ୍ୟରୁ କେଉଁଟା ସର୍ବୋତ୍ତମ ଇନିଂସ ପ୍ରଶ୍ନରେ ସଚିନ କହିଛନ୍ତି ଯେ...
୫ ଦିନ ପର୍ଯ୍ୟନ୍ତ ଏହି ଗୀତ ଶୁଣିଥିଲେ ତେନ୍ଦୁଲକର: ମାରିଥିଲେ ଦ୍ୱିଶତକ
୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ଖେଳାଯାଇଥିଲା। ଏହି ନଟ୍ଆଉଟ୍ ମ୍ୟାଚ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍ କରି ଇନିଂସ ଖେଳିଥିଲେ। ତେନ୍ଦୁଲକରଙ୍କ ଏହି ଇନିଂସ ଯୋଗୁ ଭାରତ ଅଷ୍ଟ୍ରେଲିଆ ଏହି...
ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ଅନୁଷ୍କା ବିରାଟଙ୍କୁ ବାପା ହେବାର ଖୁସି...
Archives


