ଭାରତୀୟ କ୍ରିକେଟର୍ଙ୍କ ଅଭିଯୋଗ: ପଶୁଙ୍କ ଭଳି ଆମ ସହ ବ୍ୟବହାର ନ କରାଯାଉ
ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଲାଯାଉଥିବା ବର୍ଡର-ଗାର୍ଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ କ୍ୱାରାଣ୍ଟାଇନ୍ ନିୟମକୁ ନେଇ ବିବାଦ ଦେଖାଯାଇଛି। କରୋନା ଯୋଗୁ ବିଭିନ୍ନ ଦେଶରେ ବିଭନ୍ନ...
ଦୁନିଆର ସର୍ବ କନିଷ୍ଠ ବାହୁବଳୀ: ୭ ବର୍ଷର ଝିଅ ଉଠାଉଛନ୍ତି ୮୦ କିଲୋର ଓଜନ
ଦୁନିଆରେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ନିଜର ଚମତ୍କାର କାର୍ଯ୍ୟକରି ସୁନାମ ଅର୍ଜନ କରିଥାନ୍ତି। ଏହି ସଫଳତା ପାଇବା ପାଇଁ ଲୋକଙ୍କୁ ଅନେକ ବର୍ଷ ଲାଗିଯାଇଥାଏ। ଯେଉଁ କାମକୁ ବଡ଼ ଲୋକମାନେ କରିପାରୁ ନାହାନ୍ତି ତାହାକୁ କରି ଦେଖାଇଛନ୍ତି...
ଏହି ସର୍ତ୍ତରେ ଅଭ୍ୟାସ କରିବେ ୫ ଭାରତୀୟ ଖେଳାଳି
ସିଡନୀ,୪।୧: ଭାରତୀୟ ଦଳର ୫ ଖେଳାଳି ନୂଆବର୍ଷରେ ବାହାର ରେଷ୍ଟୁରାଣ୍ଟରେ ଖାଇବାକୁ ନେଇ ବିବାଦ ଦେଖାଦେଇଛି। ରୋହିତ ଶର୍ମାଙ୍କ ସମେତ ୫ ଜଣ ଭାରତୀୟ ଖେଳାଳି ମେଲବୋର୍ନରୁ ସିଡନୀକୁ ସମଗ୍ର ଦଳ ଯାଇଛନ୍ତି କିନ୍ତୁ ସେମାନଙ୍କୁ ଦଳ ସହିତ ସ୍ବତନ୍ତ୍ର...
ଭବିଷ୍ୟବାଣୀ କଲେ ଏହି ପ୍ରସିଦ୍ଧ କ୍ରିକେଟର୍!
ସିଡନୀ,୪।୧: ଭାରତ ଏବଂ ଅଷ୍ଟ୍ରେଲିଆର ମଧ୍ୟ ଚାଲିଥିବା ବର୍ଡର-ଗାଭାସ୍କର ସିରିଜ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର କିଛି ଖେଳାଳି ମେଲବୋର୍ନର ହୋଟେଲରେ ଖାଇବାକୁ ଯାଇଥିଲେ। ସେଠାରେ ବାୟୋ ବବୁଲ ଭାଙ୍ଗିବାକୁ ନେଇ ବିବାଦ ସାମ୍ନାକୁ ଆସିଥିଲା...
ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର
ସିଡନୀ, ୪।୧୨: ଆୟୋଜକ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚର ସିରିଜ ୧-୧ରେ ବରାବର ହୋଇଛି। ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ ଜାନୁଆରୀ ୭ରୁ ସିଡନୀରେ ଖେଳାଯିବ। ଏଥିପାଇଁ ଟିମ ଇଣ୍ଡିଆ ସୋମବାର ଏକ ଚାର୍ଟାର୍ଡ...
ଓଡ଼ିଶାରେ ଦ୍ୱିତୀୟଥର ହେବ ଜାତୀୟ ସିନିୟର ଭଲିବଲ
ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରମାଗତ ଦ୍ୱିତୀୟଥରପାଇଁ ହେବ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍। ଭଲିବଲ ଇତିହାସରେ ପ୍ରଥମଥରପାଇଁ ଗତବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରି ରାଜ୍ୟ ପ୍ରଶଂସା ସାଉଁଟିଥିଲା। ଜାତୀୟ ସିନିୟର ଭଲିବଲର ୬୮ତମ ସଂସ୍କରଣ କିଟ୍ ବିଶ୍ୱବିଦ୍ୟାଳୟ...
ଭାରତୀୟ ମହିଳା ହକି ଦଳରେ ଓଡ଼ିଶାର ୪
ନୂଆଦିଲ୍ଲୀ, ୪।୧: ରାଣୀ ରାମପାଲଙ୍କ ନେତୃତ୍ୱରେ ଭାରତୀୟ ମହିଳା ହକି ଦଳ ରବିବାର ଆର୍ଜେଣ୍ଟିନା ଗସ୍ତ କରିଛି। ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୫ ଜଣିଆ ଦଳରେ ଓଡ଼ିଶାର ୪ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ ଗ୍ରେସ୍...
ଓଡ଼ିଶା ଟି୨୦ କ୍ରିକେଟ ଲିଗ୍: ସୁପର ଓଭରରେ ଜିତିଲା ପାନ୍ଥର୍ସ
ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍ଜିଏମ୍ ଟି୨୦ କ୍ରିକେଟ ଲିଗ୍ର ରବିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ସୁପର ଓଭରରେ ବିଜୟୀ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ...
ଇଣ୍ଡିଆନ ସୁପରଲିଗ୍: ଓଡ଼ିଶା ଏଫ୍ସିର ୬ଷ୍ଠ ପରାଜୟ
ଭାସ୍କୋ, ୪।୧- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସିର ଦୟନୀୟ ପ୍ରଦର୍ଶନ ଜାରି ରହିଛି। ଭୁବନେଶ୍ୱରଭିତ୍ତିକ ଏହି ଦଳ ରବିବାର ଇଷ୍ଟବେଙ୍ଗଲ ନିକଟରୁ ୧-୩ ଗୋଲରେ ହାରି ଯାଇଛି। ୮ ମ୍ୟାଚରୁ ଓଡ଼ିଶା ଏଫ୍ସିର ଏହା ୬ଷ୍ଠ ପରାଜୟ।...
ଶ୍ରୀଲଙ୍କା ୧୫୭ ରନରେ ଅଲ୍ଆଉଟ
ଜୋହାନ୍ସବର୍ଗ, ୪ା୧(ଏପି)-ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ରବିବାର ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଆଘାତଜନିତ ସମସ୍ୟାରେ ଥିବା ଶ୍ରୀଲଙ୍କା ୧୫୭ ରନରେ ଅଲଆଉଟ ହୋଇଯାଇଛି। ସେଞ୍ଚୁରିଅନଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଏକ ଇନିଂସ ଓ ୪୫...
ଏମିତି ଛକା ମାରିଲେ ବ୍ୟାଟ୍ସମ୍ୟାନ୍, ବିୟର୍ ଗ୍ଲାସ୍ରେ ପଡିଲା ବଲ୍
କ୍ରିକେଟ ପଡ଼ିଆରେ ବ୍ୟାଟ୍ସମ୍ୟାନ୍ ଛକା ମାରିକା ଏକ ସାଧାରଣ କଥା। ବ୍ୟାଟ୍ସମ୍ୟାନ୍ ଛକା ମାରିଲେ ବଲ୍ ବାଉଣ୍ଡ୍ରି ବାହାରେ କିମ୍ବା ଗ୍ୟାଲୋରୀରେ ବସୁଥିବା ପ୍ରଶଂସକଙ୍କ ନିକଟକୁ ଯାଇଥାଏ। ବେଳେବେଳେ ପ୍ରଶଂସକମାନେ ବଲ ଧରିଥାନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବ୍ୟାସ...
ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ
ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ ରାଉରକେଲା ମଧ୍ୟରେ ହୋଇଥିଲା। ବରଗଡ ଦଳ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି...
Archives


