ଖେଳ

ବେଙ୍ଗାଲୁରୁ-କୋଲକାତା ଆଇପିଏଲ୍‌ ମ୍ୟାଚ୍‌ ବାତିଲ: ଜାଣନ୍ତୁ କାହିଁକି

ଅହମ୍ମଦାବାଦ,୩।୫: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚକୁ ବାତିଲ କରାଯାଇଛି। କେକେଆର ଦଳର ଦୁଇ ଖେଳାଳି କରୋନା ପଜିଟିଭ ଚିହ୍ନଟ ହେବା ଏହା ପରେ…

ଆଇପିଏଲ୍‌ରେ ବଡ଼ ଝଟ୍‌କା: ସ୍ଥଗିତ ହୋଇପାରେ ଆଜିର ମ୍ୟାଚ୍‌

ନୂଆଦିଲ୍ଲୀ,୩।୫: ଆଜି ଖେଳାଯିବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲର ୩୦ତମ ମ୍ୟାଚ ସ୍ଥଗିତ ହୋଇପାରେ। କେକେଆରର ଅନେକ ଖେଳାଳି ଜ୍ୱରରେ ପୀଡିତ ଅଛନ୍ତି। ଦୁଇ ଖେଳାଳିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ଗଣମାଧ୍ୟମ…

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି। ଆଇପିଏଲରେ ବିରାଟ କୋହଲି ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ୯୯ ରନରେ ଅରାଉଟ୍‌…

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗଦେଲେ ସବା କରିମ

ନୂଆଦିଲ୍ଲୀ,୩ା୫(ପି.ଟି.)-ପୂର୍ବତନ ଭାରତ ଉଇକେଟକିପର ଓ ଜାତୀୟ ଚୟନକର୍ତ୍ତା ସବା କରିମ ରବିବାର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ଟ୍ୟାଲେଣ୍ଟ ସର୍ଚ୍ଚ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। କରିମ ଗତ ଜାନୁୟାରୀ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜେନେରାଲ ମ୍ୟାନେଜର…

୨୦୦ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଦେବେ ପାଣ୍ଡ୍ୟା ଭ୍ରାତା

ନୂଆଦିଲ୍ଲୀ,୩।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଲଢ଼େଇରେ ସାମିଲ ହୋଇଛନ୍ତି ଦୁଇ କ୍ରିକେଟର ଭାଇ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା। ଗ୍ରାମାଞ୍ଚଳରେ ଲୋକଙ୍କ ଚିକିତ୍ସା ପାଇଁ ଏହି ଦୁଇ ଭାଇ ୨୦୦ ଅକ୍ସିଜେନ କନ୍‌ସେନଟ୍ରେଟର୍ସ ଦାନ କରିବେ। ଏ ନେଇ ଶନିବାର ହାର୍ଦ୍ଦିକ…

ଲୋକେଶ ରାହୁଲ ଆପେଣ୍ଡିସାଇଟ୍ସରେ ପୀଡ଼ିତ

ଅହମଦାବାଦ, ୩ା୫ (ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କୁ ଆପେଣ୍ଡିସାଇଟ୍ସରେ ପୀଡ଼ିତ ହୋଇଛନ୍ତି। ଅସ୍ତ୍ରୋପଚାର ପାଇଁ ସେ ବିମାନ ଯୋଗେ ବମ୍ବେ ଗସ୍ତ କରିଛନ୍ତି। ଅତିକମ୍‌ରେ ସେ ଦୁଇ ସପ୍ତାହ ଖେଳରୁ ଦୂରେଇ ରହିବେ, ଏପରିକି ଟୁର୍ନାମେଣ୍ଟରୁ…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ବେଙ୍ଗାଲୁରୁ,୩।୫(ପି.ଟି.): ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ତୃତୀୟ ସଂସ୍କରଣରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଆସନ୍ତା ବର୍ଷ ଫେବୃୟାରୀ ୫ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ବୋଲି ଏଫ୍‌ଆଇଏଚ୍‌ ତରଫରୁ ସୂଚନା ଦିଆଯାଇଛି। ଭାରତ…

ପ୍ରଥମ ଟେଷ୍ଟ: ପାକିସ୍ତାନର ଇନିଂସ ବିଜୟ

ହାରାରେ,୩।୫: ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ପାକିସ୍ତାନ ଏକ ଇନିଂସ ଓ ୧୧୬ ରନରେ ବିଜୟୀ ହୋଇଛି। ଏଥିସହ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ପାକିସ୍ତାନ ୧-୦ରେ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଜିମ୍ବାଓ୍ବେ ପ୍ରଥମ…

ଚେନ୍ନାଇକୁ ହଟାଇ ଶୀର୍ଷରେ ଦିଲ୍ଲୀ

ଅହମ୍ମଦାବାଦ,୨।୫ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା ପଞ୍ଜାବ କିଙ୍ଗ୍ସ। ହେଲେ ପୃଥ୍ବୀ ଶ’ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ି ଏହାକୁ ଅତି ସାଧାରଣ ସ୍କୋରରେ ପରିଣତ କରି ଦେଇଥିଲା। ଦୁହେଁ ପାଓ୍ବରପ୍ଲେରେ…

ମୟଙ୍କ ଅଗ୍ରଓ୍ବାଲଙ୍କ ଓ୍ବାନ ମ୍ୟାନ ଶୋ’

ଅହମ୍ମଦାବାଦ,୨।୫ : ଗୋଟିଏ ପଟେ ପଡ଼ି ଚାଲିଥିଲା ଉଇକେଟ ପରେ ଉଇକେଟ। କିନ୍ତୁ କୌଣସି ବୋଲରଙ୍କୁ ଖାତିର କରି ନ ଥିଲେ କାମଚଳା ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ। ବିସ୍ଫୋରକ ବ୍ୟାଟିଂ କରିବା ସତ୍ତ୍ୱେ ପୂରଣ କରିପାରି ନ ଥିଲେ ଶତକ। କିନ୍ତୁ…

ମେଡିକାଲରେ ଭର୍ତ୍ତି ହେଲେ ରାହୁଲ

ଅହମ୍ମଦାବାଦ,୨।୫ : ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର କରାଯିବ। ଏହି କାରଣରୁ ତାଙ୍କୁ ମୁମ୍ବାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଅତିକମ୍‌ରେ ଗୋଟେ ସପ୍ତାହ ପାଇଁ ସେ ଆଇପିଏଲରୁ ଦୂରେଇ ରହିବେ। ତାଙ୍କ ଅନୁପସ୍ଥିତିରେ…

ବଦଳିଗଲା କ୍ୟାପଟେନ୍‌, ଭାଗ୍ୟ ନୁହେଁ

ନୂଆଦିଲ୍ଲୀ,୨।୫ : କ୍ରମାଗତ ବିଫଳତା ପରେ ବଦଳି ଦେଲେ ଅଧିନାୟକ। କିନ୍ତୁ ଫଳାଫଳରେ ଆସିଲା ନାହିଁ କୌଣସି ପରିବର୍ତ୍ତନ। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୫୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ଏହା ହାଇଦ୍ରାବାଦ୍‌ ଦଳର ଚଳିତ ଆଇପିଏଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?