Posted inଖେଳ

ଚତୁର୍ଥ ଷ୍ଟେଜ୍‌ ଜିତିଲେ କାଭେଣ୍ଡିସ୍‌

ପ୍ୟାରିସ, ୩୦ା୬ ବ୍ରିଟେନର ମାର୍କ କାଭେଣ୍ଡିସ ଟୁର୍‌ ଡି’ ଫ୍ରାନ୍ସର ଚତୁର୍ଥ ଷ୍ଟେଜ୍‌ ଜିତିଛନ୍ତି। ୫ ବର୍ଷରେ ଏହା ହେଉଛି ତାଙ୍କର ପ୍ରଥମ ଏବଂ ଟୁର୍‌ରେ ମୋଟ ଉପରେ ଏହା ହେଉଛି ତାଙ୍କର ୩୧ତମ ଷ୍ଟେଜ୍‌ ବିଜୟ। ମଙ୍ଗଳବାର ରେଡନଠାରୁ ଫୋଗର୍ସ ୧୫୦.୪ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ କାଭେଣ୍ଡିସଙ୍କ ପଛକୁ ଯଥାକ୍ରମେ ନାସେର ବୋହାନି ଓ ଜାସ୍ପର ଫିଲିପ୍‌ସେନ୍‌ ରହିଥିଲେ। ଡଚ୍‌ ରାଇଡର ମାଥ୍ୟୁ ଭାନ୍‌ ଡର ପୋଏଲ ଓଭର ଅଲ୍‌ ଲିଡର ଭାବେ ୟେଲୋ ଜର୍ସି ବଜାୟ ରଖିଥିଲେ। ଆଉ ୩ଟି ଷ୍ଟେଜ୍‌ ଜିତିଲେ ଡିସେନିକ୍‌-କ୍ୱିକ୍‌-ଷ୍ଟେପ୍‌ ଟିମ୍‌ର କାଭେଣ୍ଡିସ୍‌ ଏଡି ମର୍‌କକ୍ସଙ୍କ ସର୍ବକାଳୀନ ୩୪ ଷ୍ଟେଜ୍‌ ବିଜୟର ସମକକ୍ଷ ହେବେ। ସୋମବାର ତୃତୀୟ ଷ୍ଟେଜ୍‌ ରେସ୍‌ ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କେତେଜଣ ରାଇଡର ବିକ୍ଷୋଭ ପ୍ରଦର୍ଶନ କରିବାରୁ ରେସ୍‌ ୧ ମିନିଟ ଅଟକି ଥିଲା। ସେମାନଙ୍କ ମଧ୍ୟରେ ଜରେଣ୍ଟ ଥୋମାସ ଓ ୨୦୨୦ ରନର୍ସଅପ୍‌ ପ୍ରିମୋଜ ରୋଗ୍ଲିିକ୍‌ ଅନ୍ୟତମ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୯(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ରେ ୧୪ତମ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌...

ଗୁପଟିଲ, ରୋହିତଙ୍କ କ୍ଲବରେ ଅଷ୍ଟ୍ରେଲିଆର ଅଧିନାୟକ

ଓ୍ବେଲିଂଟନ,୫।୩ : ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଦେଶର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ ଟି୨୦ରେ ୧୦୦ ଛକା ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ...

ଗୋଟିଏ ଓଭରରେ ଦୁଇ ଉଇକେଟ ହରାଇଲା ଭାରତ

କେପ୍‌ ଟାଉନ,୨୩।୧: ସମ୍ମାନ ବଞ୍ଚାଇବା ପାଇଁ ୨୮୮ ରନ୍‌ର ବିଜୟଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଶିଖର ଧାଓ୍ବନ ଓ ବିରାଟ କୋହଲି ଭଲ ଆରମ୍ଭ...

୩୬ ରନରେ ହାରିଲା ଅଷ୍ଟ୍ରେଲିଆ

ରାଜକୋଟ,୧୭।୧(ପି.ଟି.)- ଓ୍ବାଙ୍ଖଡେରେ ଲଜ୍ଜାଜନକ ପରାଜୟ ବରଣ କରିବା ପରେ ଭାରତ ଦୃଢ଼ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌ରେ ବାଜି ମାରିଛି। ଶୁକ୍ରବାର ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ...

ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌:ଫାଇନାଲରେ ପ୍ରଣତୀ ଭଲ୍ଟ

ନୂଆଦିଲ୍ଲୀ, ୨୦ା୬ (ପି.ଟି.)- ମଙ୍ଗୋଲିଆର ଉଲାନବାଟାରଠାରେ ଚାଲିଥିବା ଏସିଆନ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସରେ ଭାରତର ପ୍ରଣତୀ ନାୟକ ୧୩.୩୫ ସ୍କୋର ସହ ୬ଷ୍ଠ ସ୍ଥାନ ଅଧିକାର...

ଦୁଇ ଦିନ ଖେଳାଇ ଦେଲାନି ବର୍ଷା, ତଥାପି ଜିତିଲା ପାକିସ୍ତାନ

ଢ଼ାକା,୮।୧୨: ପ୍ରଥମ ଦିନ ବର୍ଷା ବାଧକ ସାଜିବାରୁ ମାତ୍ର ୬.୨ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଦ୍ୱିତୀୟ ଦିନ ସମାନ କାରଣରୁ ସମ୍ଭବ ହୋଇପାରି ନ...

ବର୍ଷେ ପୂର୍ବରୁ କଥା ଭିନ୍ନ ଥିଲା; ଏବେ ଟି-୨୦ ବିଶ୍ୱକପ୍‌ରେ ଭାରତ ପାଇଁ ଖେଳିବେ…

ନୂଆଦିଲ୍ଲୀ,୯।୯: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିଲାଗି ୧୫ ଜଣିଆ ସଦସ୍ୟ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ସ୍ଥାନ...

କିଏ ଜିତିବ ବାଜି: ଶେଷ ଦିନରେ ଇତିହାସ ରଚିପାରେ ଭାରତ

ଚେନ୍ନାଇ,୯।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରୋଚକ ସ୍ଥିତିରେ ପହଞ୍ଚିଛି। ଶେଷ ଦିନରେ ମ୍ୟାଚ...

Advertisement
Archives

Model This Week