କ୍ରିକେଟକୁ ଅଲବିଦା କହିଲେ ଅଶୋକ ଦିଣ୍ଡା
କୋଲକାତା, ୩।୨ -ଭେଟେରାନ ପେସର ଆଶୋକ ଦିଣ୍ଡା ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଦେଢ ଦଶନ୍ଧିର ଲମ୍ବା କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ୩୬ ବର୍ଷୀୟ କ୍ରିକେଟର ଭାରତ ତରଫରୁ ୧୩ ଅନ୍ତର୍ଜାତୀୟ...
ନ୍ୟୁଜିଲାଣ୍ଡକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଟିକେଟ୍ ଦେଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୨।୨: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ମୁକାବିଲା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଟେଷ୍ଟ ଭିତ୍ତିକ ଟୁର୍ନାମେଣ୍ଟର ପ୍ରଥମ ସଂସ୍କରଣର ଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ। ତେବେ ନ୍ୟୁଜିଲାଣ୍ଡକୁ ଏହି ସୁଯୋଗ ଦେଇଛି ପଡୋଶୀ ଅଷ୍ଟ୍ରେଲିଆ। କାରଣ ଦକ୍ଷିଣ ଆଫ୍ରିକା...
ନେଟ୍ ସେସନ ଆରମ୍ଭ କଲା ଭାରତୀୟ ଦଳ, ଖେଳାଳିଙ୍କୁ ସ୍ବାଗତ କଲେ କୋଚ୍ ଶାସ୍ତ୍ରୀ
ଚେନ୍ନାଇ,୨।୨: ଆସନ୍ତା ୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାରଠାରୁ ନେଟ୍ ସେସନ ଆରମ୍ଭ କରିଛନ୍ତି। ଉତ୍ସାହ ଭରା ବକ୍ତବ୍ୟ ସହ ଟିମ୍ ଇଣ୍ଡିଆର...
ବିରାଟ କୋହଲିଙ୍କ ପରେ ବାପା ହେଲେ ଏହି ଖେଳାଳି: ସାମ୍ନାକୁ ଆସିଲା ପୁଅର ଫଟୋ
ମହାମାରୀ କରୋନା ସମୟରେ ଅନେକ କ୍ରିକେଟରଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏବେ ଓ୍ବେଷ୍ଟଇଣ୍ଡିଜର ଅଲ୍ରାଉଣ୍ଡର ଏବଂ କେକେଆର୍ ଖେଳାଳି...
ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ
ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍ରେ ଡ୍ର ରଖିଛି। ଏଥିସହିତ ଦଳର ଆର୍ଜେଣ୍ଟିନା ଟୁର୍ ଶେଷ ହୋଇଛି। ଭାରତ ତରଫରୁ ଅଧିନାୟିକା...
ବେନ୍ ଫୋକ୍ସଙ୍କ ପାଇଁ ସୁଯୋଗ
ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଜୋସ୍ ବଟଲରଙ୍କୁ ବିଶ୍ରାମ ଦିଆଯିବାର ଯୋଜନା ରହିଛି। ଏପରି...
ଓଡ଼ିଶା ଏଫ୍ସିର ଆଉ ଏକ ପରାଜୟ
ବାମ୍ବୋଲିମ୍, ୨।୨: ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ରେ ଓଡ଼ିଶା ଏଫ୍ସି ଆଉ ଏକ ପରାଜୟ ବରଣ କରିଛି। ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦଳ ୦-୧ ଗୋଲରେ ଜାମସେଦପୁର ଏଫ୍ସି ନିକଟରୁ ହାରି ଯାଇଛି। ମ୍ୟାଚର ୪୧ତମ ମିନିଟରେ ମହମ୍ମଦ...
ଏମ୍ଜିଏମ୍ ମହିଳା ଟି୨୦ ଲିଗ୍ : ଓଡ଼ିଶା ରେଡ୍ ଚାମ୍ପିୟନ
ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍ଜିଏମ୍ ମହିଳା ଟି୨୦ ଲିଗ୍ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା ରେଡ୍ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ରେଡ୍ ୪ ଉଇକେଟରେ ଓଡ଼ିଶା ଭାଓଲେଟ୍କୁ...
ଦ୍ୱିତୀୟ ଟେଷ୍ଟରେ ୫୦ ପ୍ରତିଶତ ଦର୍ଶକଙ୍କୁ ମିଳିବ ଅନୁମତି
ଚେନ୍ନାଇ, ୨ା୨- ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ ଷ୍ଟାଡିୟମରେ ହେବାକୁ ଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବଂ ତାମିଲନାଡୁ କ୍ରିକେଟ...
କ୍ୱାରେଣ୍ଟିନ ଶେଷ କଲା ଟିମ୍ ଇଣ୍ଡିଆ
ଚେନ୍ନାଇ,୧।୨: ଆସନ୍ତା ୫ ତାରିଖରୁ ଏଠାରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳି ଓ ଷ୍ଟାଫ ସୋମବାର କ୍ୱାରେଣ୍ଟିନ ଶେଷ କରିଛନ୍ତି। କ୍ୱାରେଣ୍ଟିନ ସମୟରେ ପ୍ରତ୍ୟେକ ଖେଳାଳିଙ୍କ ୩ ଥର...
‘ଭାରତରେ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିପାରିବ ନାହିଁ ଇଂଲଣ୍ଡ’
ଚେନ୍ନାଇ,୧।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆସନ୍ତା ୫ ତାରିଖଠାରୁ ସ୍ଥାନୀୟ ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ରେ ଇଂଲଣ୍ଡ ଗୋଟିଏ ହେଲେ ଟେଷ୍ଟ ମ୍ୟାଚ୍ ଜିତିପାରିବ ନାହିଁ। ଏଭଳି...
ବିରାଟଙ୍କ ଠାରୁ ଅଧିକ ଆୟ କରନ୍ତି ଏହି ଖେଳାଳି
ବିଶ୍ୱର ସର୍ବଶ୍ରେଷ୍ଠ କ୍ରିଡାବିତ୍ଙ୍କ ମଧ୍ୟରେ ଅନ୍ୟତମ ଲିଓନେଲ ମେସି। ନିକଟରେ ମେସିଙ୍କ ଦରମା ବିଷୟରେ ସୂଚନା ଲିକ୍ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ପ୍ରାୟ ୨ ଦଶନ୍ଧି ଧରି ସ୍ପାନିଶ କ୍ଲବ ବାର୍ସିଲୋନା ସହ ଜଡିତ ମେସିଙ୍କୁ ୪ ସିଜିନ୍...
Archives


