ଆଇଏସ୍ଏଲ୍: ମୁମ୍ବାଇ ସିଟି ବିଜୟୀ
ବାମ୍ବୋଲିମ,୪।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ସିଟି ଏଫ୍ସି ୨-୧ ଗୋଲରେ କେରଳ ବ୍ଲାଷ୍ଟରଙ୍କୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ୧୫ଟି ମ୍ୟାଚ୍ରୁ ୩୩ ପଏଣ୍ଟ ହାସଲ କରି ତା’ର ଶୀର୍ଷସ୍ଥାନକୁ...
ପ୍ରଥମ ଟେଷ୍ଟ: ବାଂଲାଦେଶ ୨୪୨/୫
ଚଟୋଗ୍ରାମ,୪।୨: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଘରୋଇ ବାଂଲାଦେଶ ଆଭରେଜ ପ୍ରଦର୍ଶନ କରିଛି। ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...
କୋଚ, ଖେଳାଳି କରୋନା ପଜିଟିଭ ଚିହ୍ନଟ
କଲମ୍ବୋ,୩।୨: ଶ୍ରୀଲଙ୍କା କ୍ରିକେଟ ଦଳର ପ୍ରଶିକ୍ଷକ ମିକି ଆର୍ଥର୍ ଏବଂ ଭେଟେରାନ ବ୍ୟାଟ୍ସମ୍ୟାନ ଲାହିରୁ ଥିରିମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଇସିସି ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛି। ୱେଷ୍ଟଇଣ୍ଡିଜ ଗସ୍ତକୁ ଯିବା ପୂର୍ବରୁ ଦଳର ୩୬...
ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି
ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ ଆରମ୍ଭ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ ଟେଷ୍ଟ ପରେ ପୈତୃକ ଛୁଟିରେ ଯାଇଥିବା...
ଲୁଚିଛପି ବିବାହ କଲେ ଏହି ଭାରତୀୟ ଖେଳାଳି
ଭାରତୀୟ କ୍ରିକେଟର ଜୟଦେବ ଉନାଦକଟ ମଙ୍ଗଳବାର ତାଙ୍କ ବାନ୍ଧବୀ ରିନିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ କେବଳ ନିକଟତର ବନ୍ଧୁ ଉପସ୍ଥିତ ଥିଲେ। ଜୟଦେବ ଏବଂ ରିନି ଗତ ବର୍ଷ ମାର୍ଚ୍ଚରେ ନିର୍ବନ୍ଧ କରିଥିଲେ। ୨୦୧୦ରେ...
ଲୋକେଶ ରାହୁଲ ଫିଟ୍
ମୁମ୍ବାଇ,୩।୨: ଆହତ ସମସ୍ୟା ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିପାରି ନ ଥିବା ଲୋକେଶ ରାହୁଲ ଏବେ ଫିଟ୍। ରିହାବିଲିଟେଶନ ଶେଷ ହୋଇଥିବାରୁ ସେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳିବାକୁ ଉତ୍ସାହିତ ଅଛନ୍ତି। ୨୮ ବର୍ଷୀୟ ରାହୁଲ ଅଷ୍ଟ୍ରେଲିଆରେ...
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍:ନ୍ୟୁଜିଲାଣ୍ଡ ଫାଇନାଲରେ, ଅଷ୍ଟ୍ରେଲିଆ ଆପାତତଃ ବାଦ୍
ଦୁବାଇ, ୩ା୨ (ପି.ଟି.)-ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ୍ର ସେକେଣ୍ଡ ଓ୍ବେଭ୍ ଦେଖିବାକୁ ମିଳିବାରୁ ଏହି ଦେଶ ବିପକ୍ଷ ଆଓ୍ବେ ସିରିଜକୁ ଅଷ୍ଟ୍ରେଲିଆ ବାତିଲ କରିଛି। ଫଳରେ ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ...
ସିରାଜ-ଈଶାନ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ୫ରୁ
ନୂଆଦିଲ୍ଲୀ, ୩।୨(ପି.ଟି.)-ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଚଳିତ ମାସ ୫ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚେପକ୍ ପିଚ୍ ସାଧାରଣତଃ ସ୍ପିନରଙ୍କୁ ସହାୟତା କରିଥାଏ। ତେଣୁ ଭାରତ ୨ ପେସର ଏବଂ...
ଉଚ୍ଛସ୍ବିତ ସମ୍ବର୍ଦ୍ଧନାରେ ଭାବବିହ୍ବଳ ହୋଇଥିଲି: ନଟରାଜନ
ନୂଆଦିଲ୍ଲୀ,୩।୨ (ପି.ଟି.): ଅଷ୍ଟ୍ରେଲିଆ ଗସ୍ତରେ ପ୍ରଭାବୀ ପ୍ରଦର୍ଶନ କରି ନିଜ ଘରୋଇ ସହର ଚିନ୍ନାପ୍ପମ୍ପପଟ୍ଟିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ଯୁବ ଦ୍ରୁତ ବୋଲର ଥଙ୍ଗାରାସୁ ନଟରାଜନଙ୍କୁ ଉଚ୍ଛସ୍ବିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ନିଜ ହୋମଟାଉନ୍ରେ ଏଭଳି ସ୍ବାଗତ ସମ୍ବର୍ଦ୍ଧନା...
ଇଣ୍ଡିଆନ୍ ସୁପର ଲିଗ୍: ବେଙ୍ଗାଲୁରୁଠାରୁ ହାରିଲା ଇଷ୍ଟ ବେଙ୍ଗଲ
ଭାସ୍କୋ,୩।୨(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ସୁନୀଲ ଛେତ୍ରୀଙ୍କ ବେଙ୍ଗାଲୁରୁ ଏଫ୍ସି ୨-୦ ଗୋଲରେ ଇଷ୍ଟ ବେଙ୍ଗଲକୁ ପରାସ୍ତ କରିଛି। କ୍ୱାଲିଟି ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଇଷ୍ଟ ବେଙ୍ଗଲ ସୁଯୋଗର ସଦ୍ବ୍ୟବହାର କରିପାରି ନ...
ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇ ଇଷ୍ଟ ବେଙ୍ଗଲ କୋଚ୍ ଦଣ୍ଡିତ
କୋଲକାତା,୩।୨(ପି.ଟି.): ଏବେ ବିଭିନ୍ନ ଭୁଲ କାରଣ ପାଇଁ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍) ଚର୍ଚ୍ଚାରେ ରହିଛି। ଇଷ୍ଟ ବେଙ୍ଗଲର ହାଇପ୍ରୋଫାଇଲ ଇଂଲଣ୍ଡ କୋଚ୍ ରୋବି ଫୋଲର ରେଫରିଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଦେଇ ଦଣ୍ଡିତ ହୋଇଛନ୍ତି। ଶୃଙ୍ଖଳାଗତ କମିଟି ମଙ୍ଗଳବାର...
ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ ପୁରସ୍କାର: ପନ୍ତଙ୍କ ସମେତ ୩ ଖେଳାଳିଙ୍କ ନାମ ସୁପାରିସ୍
ଦୁବାଇ,୩।୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ‘ପ୍ଲେୟର ଅଫ୍ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସମେତ ଆଉ ଦୁଇ ଖେଳାଳି ସାମିଲ ହୋଇଛନ୍ତି। ନୂଆକରି ପ୍ରଦାନ କରାଯିବାକୁ ଥିବା ଏହି ପୁରସ୍କାର ପାଇଁ...
Archives


