Posted inଖେଳ

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭାରତର ଏହି ପୂର୍ବତନ ଅଧିନାୟକ ଗତ ଦୁଇ ବର୍ଷ ଧରି ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ଭାବରେ କାମ କରିଆସୁଛନ୍ତି। ଏହି ଚୁକ୍ତିନାମା ଶେଷ ହେବା ପରେ ସେ ପୁଣିଥରେ ଏହି ପଦ ପାଇଁ ଆବେଦନ କରିଛନ୍ତି। ଖାଲି ପଦବୀ ପାଇଁ ବିସିସିଆଇ ପକ୍ଷରୁ ଲୋଡା ଯାଇଥିବା ଆବେଦନରେ ଦ୍ରାବିଡ ଏକମାତ୍ର ପ୍ରାର୍ଥୀ ବୋଲି ଜଣାପଡ଼ିଛି।

ଦ୍ରାବିଡ ଏନ୍‌ସିଏରେ ଚମତ୍କାର କାର୍ଯ୍ୟ କରିଛନ୍ତି। ତାଙ୍କ ଭଳି ଅନ୍ୟ କେହି ଏହି ପଦବୀ ପାଇଁ ଆବେଦନ କରିନାହାନ୍ତି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଆବେଦନ ସମୟସୀମା ବୃଦ୍ଧି କରଛି। ପ୍ରଥମେ ଏହାର ଅଗଷ୍ଟ ୧୫ ଯାଏ ଥିବା ବେଳେ ଏହାକୁ ଆଗକୁ ବଢ଼ାଯାଇଛି। ଦ୍ରାବିଡ ଆବେଦନ କରିସାରିଥିବାରୁ ଅନ୍ୟକେହି ଚୟନ ହେବାର ସମ୍ଭାବନା କମ୍‌। ଏହା କେବଳ ଔପଚାରିକତା ରହିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟିଂ ବେଳେ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ପାକିସ୍ତାନ ଓପନର

କରାଚୀ, ୨୧ା୧୨ (ପି.ଟି.)- କ୍ୱେଦ୍‌-ଇ-ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ଟେଷ୍ଟ ଓପନର ଆବିଦ ଅଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।...

ଇଣ୍ଡିଆନ ସୁପରଲିଗ୍‌: ଚେନ୍ନାଇନ୍‌କୁ ହରାଇଲା ହାଇଦ୍ରାବାଦ୍‌

ବାମ୍ବୋଲିମ୍‌, ୫।୧-ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ହାଇଦ୍ରାବାଦ୍‌ ଏଫ୍‌ସି ୪-୧ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ...

୨୦୨୫ରେ ବିଶ୍ୱର ଶ୍ରେଷ୍ଠ କ୍ରିକେଟର କିଏ ହେବେ? ଏହି ପ୍ରଶ୍ନର ଏପରି ମଜାଳିଆ ଉତ୍ତର ଦେଲେ ଜାଡେଜା

ଆଗାମୀ ମାସ ଅର୍ଥାତ୍‌ ଏପ୍ରିଲରୁ ଆଇପିଏଲ୍‌ (ଆଇପିଏଲ୍‌ ୨୦୨୧) ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଉତ୍ସାହିତ ହୋଇପଡ଼ିଛନ୍ତି। ଏପରିକି କିଛି ଖେଳାଳି ଅଭ୍ୟାସ କରିବା...

ୟୁଏଇରେ ଟି୧୦ ଅଭିଜ୍ଞତାକୁ ନେଇ ଆଶାବାଦୀ ଲିନ୍‌

ଆବୁଧାବି, ୧୯ା୯ (ପି.ଟି.)-ଅଷ୍ଟ୍ରେଲିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଖ୍ରିସ୍‌ ଲିନ୍‌ ବର୍ତ୍ତମାନ ଯଦିଓ ଟପ୍‌ ଫର୍ମରେ ଅଛନ୍ତି ତେବେ ଗତବର୍ଷ ୟୁଏଇରେ ଟି୧୦ ଟୁର୍ନାମେଣ୍ଟରେ ସେ...

ଟଏଲେଟ୍‌ ସଫା କରୁଛନ୍ତି ଭାରତୀୟ ଖେଳାଳି

ବ୍ରିସବେନ୍‌,୧୩।୧: ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ବ୍ରିସବେନ୍‌ରେ ପହଞ୍ଚିଛି। ଏଠାରେ ଦଳ ଉପରେ ଅନେକ ‘ପ୍ରତିବନ୍ଧକ’ ଅଛି। ଖେଳାଳିମାନେ ହୋଟେଲରେ ବିଭିନ୍ନ...

ବିଶ୍ୱର ପ୍ରଥମ ଓପନର୍‌ ଭାବେ ରେକର୍ଡ କଲେ ହିଟ୍‌ମ୍ୟାନ୍‌: ଚତୁର୍ଥ ଟେଷ୍ଟରେ…

ନୂଆଦିଲ୍ଲୀ,୫।୩: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଦିନରେ ରେକର୍ଡ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ସେ ୧୪୪ବଲ୍‌ରେ ୪୯ରନ୍‌ କରି ଆଇସିସି ବିଶ୍ୱ ଟେଷ୍ଟ...

ହ୍ୟାଟ୍ରିକ ବିଜୟ ଦିଲ୍ଲୀର ଲକ୍ଷ୍ୟ

ଆବୁଧାବି, ୨୯।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଦିଲ୍ଲୀ ଏପର୍ଯ୍ୟନ୍ତ ଖେଳିଥିବା...

ବିରାଟ କୋହଲିଙ୍କଠାରୁ ଅଧିକ ପାରିଶ୍ରମିକ ପାଆନ୍ତି ଏହି ଦେଶର ଅଧିନାୟକ

ଯଦି କୌଣସି କ୍ରିକେଟର ଦେଶକୁ ପ୍ରତିନିଧିତ୍ୱ କରନ୍ତି ତେବେ ରାତାରାତି ସେ ଷ୍ଟାର ପାଲଟିଯାନ୍ତି। ସରକାରୀ ଚାକିରି ସହ ମୋଟା ଅଙ୍କରେ ସେମାନଙ୍କୁ ପାରିଶ୍ରମିକ ମିଳିଥାଏ।...

Advertisement
Archives

Model This Week