ଖେଳ

ଆଇପିଏଲ୍‌-୧୪: ଗୁରୁ- ଶିଷ୍ୟ ଲଢ଼େଇ

ମୁମ୍ବାଇ,୧୦।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରିଷଭ ପନ୍ତଙ୍କ...

ଆରସିବିକୁ ବଞ୍ଚାଇ ଦେଲେ ଡି’ ଭିଲିୟର୍ସ

ଚେନ୍ନାଇ, ୯ା୪- ବୋଲରଙ୍କ ଘାତକ ବୋଲିଂ ଓ ପରେ ଅଧିନାୟକ ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀତା ପରେ ମଧ୍ୟ ସଂଘର୍ଷ କଲା ଆର୍‌ସିବି। କିନ୍ତୁ ବଞ୍ଚେଇ ଦେଲେ ଏବି ଡି’ ଭିଲିୟର୍ସ। ୧୬୦ ରନ୍‌ର...

ହର୍ଶଲଙ୍କ ବୋଲିଂର ଜବାବ ନାହିଁ

ଚେନ୍ନାଇ, ୯ା୪- ମୁମ୍ବାଇ ଇଣ୍ଡିଆନ୍ସର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍‌ ପାଇଁ ଘାତକ ସାବ୍ୟସ୍ତ ହେଲେ ହର୍ଶଲ ପଟେଲ। ତାଙ୍କ ୫ ଉଇକେଟ ସଫଳତା ଯୋଗୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍‌ରେ ପୂରା ୨୦ ଓଭରରେ ୯...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଆରସିବି

ଚେନ୍ନାଇ, ୯ା୪- ଆରମ୍ଭ ହୋଇଯାଇଛି ଆଇପିଏଲର ୧୪ ତମ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତିି ରୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି । ଚେପକର ଧିମା ପିଚ୍‌କୁ ନଜରରେ ରଖି...

ଆଇପିଏଲ୍‌କୁ ନେଇ ଆଫ୍ରିଦିଙ୍କ କଟାକ୍ଷ: ସିରିଜ ମଝିରୁ ଖେଳାଳିଙ୍କୁ ଛାଡ଼ିବା…

ଲାହୋର,୯।୪: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏଏ) ପକ୍ଷରୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସିରିଜ ମଝିରୁ ଆଇପିଏଲ୍‌ ଖେଳିବା ପାଇଁ ପଠାଯିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି। ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ...

ସିଏସ୍‌କେ ଦଳରେ ନୂଆ ବିଦେଶୀ ଖେଳାଳି

ମୁମ୍ବାଇ, ୯ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆନ ପେସର ଜାସନ ବେହେରେଣ୍ଡର୍ଫ। ତାଙ୍କୁ ଜୋସ ହାଜେଲଉଡଙ୍କ ବଦଳ ଖେଳାଳି ଭାବେ ଦଳରେ ନେଇଛି ସିଏସ୍‌କେ। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଚଳିତ ଆଇପିଏଲରୁ ଓହରି...

ଆଜିଠୁ ଆଇପିଏଲ୍‌: ଟାଇଟଲ୍‌ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍‌ର ଏହି ନୂତନ ସିଜନରେ ୨୩...

ଆଇପିଏଲ୍‌-୨୦୨୧ ହେବ ଧୋନୀଙ୍କ ଶେଷ ଟୁର୍ନାମେଣ୍ଟ ? ସିଏସ୍‌କେର ସିଇଓ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୯।୪: ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ପରେ ସେ ଆଇପିଏଲ୍‌ ଖେଳିବେ କି ନାହିଁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେ ‘ଡେଫିନାଇଟଲି ନଟ୍‌’ କହି ଆଲୋଚନାକୁ ବନ୍ଦ...

ଆଜି ଯାଏ ହୋଇଥିବା ମ୍ୟାଚ୍‌ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍‌ ଇତିହାସରେ ରହିଛି ଏଭଳି ରେକର୍ଡ

ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସିଜିନର ପ୍ରଥମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଭେଟିବ। ପାଞ୍ଚଥର ଟାଇଟଲ ବିଜେତା ଏମ୍‌ଆଇ ସିଜିନର ପ୍ରଥମ ମ୍ୟାଚ୍‌ ନିଜ...

ବଢୁଛି ଧୋନୀଙ୍କ ଫାର୍ମହାଉସ ପରିବା ଚାହିଦା: ଏବେ ଷ୍ଟ୍ରବେରୀ ବିକି ରୋଜଗାର କଲେ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କୃଷକ ପାଲଟିଛନ୍ତି। ସେ ତାଙ୍କ ଫାର୍ମହାଉସରୁ ବିଭିନ୍ନ ପ୍ରକାର ଫସଲ ଆମଦାନୀ କରୁଛନ୍ତି। ତାଙ୍କ କ୍ଷେତର ପନିପରିବା ରାଞ୍ଚିରେ ବହୁତ ଚାହିଦା...

ଆଇପିଏଲ୍‌ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୯।୪: କରୋନା ମହାମାରୀ ଯୋଗୁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନର ମ୍ୟାଚକୁ କଭର୍‌ କରିବାକୁ ଗଣମାଧ୍ୟମକୁ ଅନୁମତି ଦିଆଯିବ ନାହିଁ। କିନ୍ତୁ ଅବସ୍ଥା ସୁଧୁରିଲେ ଏହି ନିୟମ ଉଠାଇଦିଆଯିବ ବୋଲି...

ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି ୧୩ତମ ସିଜନ ଅଧିନାୟକ। ସେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୨ ଥର ଅଧିନାୟକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri