ଆଇପିଏଲ୍‌ ୨୦୨୧ ଧୋନୀ ଭାଙ୍ଗିପାରନ୍ତି ଏହି ୭ ରେକର୍ଡ

ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ପରିଗଣିତ ହୋଇଛନ୍ତି। ଆଇପିଏଲ ୨୦୨୧ରେ ଧୋନୀଙ୍କ ଏହା ହେଉଛି ୧୩ତମ ସିଜନ ଅଧିନାୟକ। ସେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୨ ଥର ଅଧିନାୟକ କରିଥିବାବେଳେ ସେ ଥରେ ରାଇଜିଂ ପୁଣେ ସୁପରଓ୍ବାରିୟର୍ସକୁ ଅଧିନାୟକ କରିଥିଲେ। ଧୋନୀ ସିଏସ୍‌କେକୁ ତିନିଥର ଆଇପିଏଲ ଟ୍ରଫି ଜିତାଇଛନ୍ତି। ଏହା ମଧ୍ୟ ଧୋନୀଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି ବିଶ୍ୱାସ କରାଯାଏ ତେଣୁ ବିଜୟର ସହ ଆଇପିଏଲ୍‌ ଶେଷ କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। ଏହି ସିଜିନରେ ଧୋନୀ ନିଜ ନାମରେ ୭ଟି ନାମ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି।

ମହେନ୍ଦ୍ର ସିଂ ଧୋନୀ ୧୮୮ ଆଇପିଏଲ ମ୍ୟାଚ ଅଧିନାୟକତ୍ୱ କରିଛନ୍ତି। ଏହି ବର୍ଷ ସେ ୨୦୦ ଟି ମ୍ୟାଚରେ ଅଧିନାୟକତ୍ୱ ଛୁଇଁବେ।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ୧୮୨ଟି ମ୍ୟାଚରେ ୪୬୩୨ ରନ ସଂଗ୍ରହ କରିଛନ୍ତି। ଉଇକେଟ କିପର ଭାବରେ ୫ ହଜାର ରନ ପୂରଣ କରିବାକୁ ତାଙ୍କୁ ୩୬୮ ରନ ଆବଶ୍ୟକ।

ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ୧୪୮ ଜଣ ଶିକାର ହୋଇଛନ୍ତି। ଆଉ ଦୁଇଜଣ ଖେଳାଳିଙ୍କୁ ଶିକାର କରିବା ପରେ ସେ ଆଇପିଏଲର ପ୍ରଥମ ଉଇକେଟ କିପର ହେବେ, ଯାହାଙ୍କ ନାମରେ ୧୫୦ ଶିକାର ହେବ।

ମହେନ୍ଦ୍ର ସିଂ ଧୋନୀ ଉଇକେଟ ପଛରେ ୧୦୯ଟି କ୍ୟାଚ ନେଇଛନ୍ତି। ସେ କେବଳ ଦୀନେଶ କାର୍ତ୍ତିକ (୧୧୦)ଙ୍କ ପଛରେ ଅଛନ୍ତି।

ପାଞ୍ଚ ନମ୍ବରରେ ବ୍ୟାଟିଂ କରି ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ୧୯୨୮ ରନ ସଂଗ୍ରହ କରିଛନ୍ତି। ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ୨୦୦୦ ରନ ପୂରଣ କରିବାକୁ ତାଙ୍କୁ ୭୨ ରନ ଆବଶ୍ୟକ।

ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ୧୭ ଥର ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି। ସେ କେବଳ ରୋହିତ ଶର୍ମା (୧୮ ଥର) ପଛରେ ଅଛନ୍ତି। ଧୋନୀ ନିଜ ପ୍ରଦର୍ଶନ ସହିତ ସେ ଶୀର୍ଷରେ ପହଞ୍ଚି ପାରିବେ।

ଶ୍ରେଷ୍ଠ ଫିନିସର୍‌ ବୋଲି କୁହାଯାଉଥିବା ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଡେଥ୍‌ ଓଭରରେ ୨୭୬୯ ରନ ସଂଗ୍ରହ କରିଛନ୍ତି। ଏଥିରେ ସେ ୨୦ ଓଭରରେ ୪୯ ଛକା ମାରିଛନ୍ତି। ଯଦି ସେ ଆଉ ଗୋଟିଏ ଛକା ମାରନ୍ତି ତେବେ ସେ ପଚାଶ ଛକା ମାରିବାରେ ପ୍ରଥମ ଖେଳାଳି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବୀ ଗୀତରେ ଗେଲ୍‌ଙ୍କ ସହ ମିଶି ଧୂମ୍‌ ନାଚିଲେ ଯୁବରାଜ

ଟିମ୍‌ ଇଣ୍ଡିଆର ସିକ୍ସର୍‌ କିଙ୍ଗ୍‌ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ ତାଙ୍କ ବ୍ୟାଟିଂକୁ ଏବେ ବି ଦର୍ଶକ ଉପଭୋଗ କରୁଛନ୍ତି। କାନାଡାରେ...

ଅଉ ୨୦୦ ଦିନ ରହିଲା ଅଲିମ୍ପିକ୍ସ

ଟୋକିଓ, ୫ା୧ (ଏପି): ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଘଣ୍ଟା ହେଉଛିି ଟିକ୍‌-ଟକ୍‌-ଟିକ୍‌। ଗେମ୍ସ ଆୟୋଜନ ପାଇଁ ସୋମବାରଠାରୁ ଆହୁରି ୨୦୦ଦିନ ବାକି ରହିଥିବା ଏହା...

ସଚିନ, କୋହଲିଙ୍କୁ ପଛରେ ପକାଇଲେ ରୋହିତ

ମାଞ୍ଚେଷ୍ଟର,୧୬ା୬: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପ୍‌ରେ ପାକିସ୍ତାନ ବିରୋଧରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଛନ୍ତି। ଏହି ମ୍ୟାଚ୍‌ରେ ଭାରତୀୟ ଉପଅଧିନାୟକ ୧୧୨ ବଲର ସମ୍ମୁଖୀନ...

ୟୁରୋ କପ୍‌ ଫୁଟ୍‌ବଲ: ସ୍ଲୋଭାକିଆର ବିଜୟ ଅଭିଯାନ

ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍‌ ଫୁଟ୍‌ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସ୍ଲୋଭାକିଆ ୨-୧...

ବାତିଲ ହେବ ନାହିଁ ସୁଶିଲଙ୍କ ବର୍ଗର ଟ୍ରାଏଲ

ନୂଆଦିଲ୍ଲୀ,୨।୧(ପି.ଟି.)- ପୁରୁଷ ଫ୍ରିଷ୍ଟାଇଲ ୭୪ କେଜି ବର୍ଗର ଟ୍ରାଏଲ ଅନୁଷ୍ଠିତ ହେବ। ଏହାକୁ ବାତିଲ କରିବା ପାଇଁ ଆହତପ୍ରାପ୍ତ ସୁଶିଲ କୁମାର ଅନୁରୋଧ କରିଥିଲେ। କିନ୍ତୁ...

୩୬ ବର୍ଷ ପୂର୍ବେ ଆଜିର ଦିନରେ ଏହି ଖେଳାଳିଙ୍କୁ ମିଳିଥିଲା ଅଡ୍ଡି କାର: ପାକିସ୍ତାନକୁ ୮ ଉଇକେଟରେ ହରାଇ ଜିତିଥିଲେ ମିନି ବିଶ୍ୱକପ୍‌

କ୍ରିକେଟ ଦୁନିଆରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି ହେଉଥିବା ବେଳେ ରେକର୍ଡ ଭାଙ୍ଗିଥାଏ ମଧ୍ୟ। ଠିକ୍‌ ସେହିପରି ମାର୍ଚ୍ଚ ୧୦ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣ...

ଏହି ଉପାୟରେ ରୋହିତଙ୍କୁ ଆଉଟ୍‌ କରନ୍ତି ଦକ୍ଷ ସ୍ପିନର

ଚେନ୍ନାଇ,୨୧।୪: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କୁ କେଉଁ ଭଳି ଆଉଟ୍‌ କରି ହେବ, ତାହା ପ୍ରକାଶ କରିଛନ୍ତି ବରିଷ୍ଠ ଲେଗ୍‌...

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା...

Advertisement
Archives

Model This Week