ହାଇଦ୍ରାବାଦ୍କୁ ଲାଗିଲା ଝଟ୍କା: ଟୁର୍ନାମେଣ୍ଟରୁ ବାଦ୍ ପଡିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ରେ ସମସ୍ତ ଦଳ ଏପର୍ଯ୍ୟନ୍ତ ୩ କିମ୍ବା ୪ଟି ମ୍ୟାଚ ଖେଳିଛନ୍ତି। ଏହି ସମୟରେ, ବାୟୋ ବବୁଲ ଭୟ ହେତୁ କିଛି ଖେଳାଳି ଟୁର୍ନାମେଣ୍ଟ ଛାଡୁଛନ୍ତି ଏବଂ କିଛି ଖେଳାଳି ଆହତ ହୋଇଛନ୍ତି। ଏହି...
ଓ୍ବାଲର୍ଡ ୟୁଥ୍ ବକ୍ସିଂ ଚାମ୍ପିୟନଶିପ୍: ଭାରତୀୟ ମହିଳା ବକ୍ସର ଜିତିଲେ ୭ ସ୍ବର୍ଣ୍ଣ ପଦକ
ନୂଆଦିଲ୍ଲୀ,୨୩ା୪ (ପି.ଟି.)-ପୋଲାଣ୍ଡର କିଲ୍ସିଠାରେ ଚାଲିଥିବା ଓ୍ବାଲର୍ଡ ୟୁଥ୍ ବକ୍ସିଂ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ବକ୍ସରମାନେ ପ୍ରଧାନ୍ୟ ବିସ୍ତାର କରି ଗୁରୁବାର ୭ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେମାନେ ହେଲେ ଗୀତିକା (୪୮କେଜି), ବେବିରୋଜିସାନା ଚାନୁ(୫୧କେଜି), ପୁନମ (୫୭କେଜି), ଭିନ୍କା...
ଟୋକିଓ ଅଲିମ୍ପିକ୍ସ: ମଶାଲ ରାଲିରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ
ଟୋକିଓ,୨୩।୪(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ୩ ମାସ ବାକି ରହିଛି। ଅଲିମ୍ପିକ୍ସ ମଶାଲ ରାଲିରେ ପ୍ରଥମ କରୋନା ପଜିଟିଭ୍ କେସ୍ ପଦାକୁ ଆସିଛି। ଗତ ସପ୍ତାହରେ ମଶାଲ ରାଲି ପାଇଁ ଦାୟିତ୍ୱରେ ରହିଥିବା ଜଣେ ପୋଲିସ କର୍ମଚାରୀ...
ମୋର୍ଗାନଙ୍କୁ ୧୨ଲକ୍ଷ ଟଙ୍କା ଜରିମାନା
ମୁମ୍ବାଇ, ୨୨ା୪ (ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷ ଆଇପିଏଲ୍ ମ୍ୟାଚ ବେଳେ ଏକ ସ୍ଲୋ ଓଭର ରେଟ୍ ପାଇଁ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ବୁଧବାର ରାତିରେ ଅନୁଷ୍ଠିତ...
ଜେରିଙ୍କ ଚୁକ୍ତିର ନବୀକରଣ କଲା ଓଡ଼ିଶା ଏଫ୍ସି
ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)-ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍)ର ଭୁବନେଶ୍ୱରଭିତ୍ତିକ ଦଳ ଓଡ଼ିଶା ଏଫ୍ସି ମିଜୋରାମ ଓ୍ବିଙ୍ଗର ଜେରି ମାଓ୍ବିମିଙ୍ଗଥଙ୍ଗାଙ୍କ ସହ ଚୁକ୍ତିର ନବୀକରଣ କରିଛି। ୨୪ ବର୍ଷୀୟ ଜେରି ଗତ ସିଜନର ୧୭ ଗେମ୍ରେ ୫ ଗୋଲ ହେବାରେ ସହଯୋଗ କରିଥିଲେ।...
ବିଶ୍ୱ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍ଙ୍କ ସ୍ଥାନରେ ଅମିତ
ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍ଙ୍କ ସ୍ଥାନରେ ପୂର୍ବତନ ଏସୀୟ ଚାମ୍ପିୟନ ଅମିତ ଧନକର (୭୪ କେଜି)ଙ୍କୁ ସାମିଲ କରାଯାଇଛି। ଭେଟେରାନ ସୁଶୀଲ କୁମାରଙ୍କୁ...
ଏଭଳି ରେକର୍ଡ କରିବାରେ ଆଇପିଲର ପ୍ରଥମ ବ୍ୟାଟ୍ସମ୍ୟାନ କୋହଲି
ମୁମ୍ବାଇ,୨୨।୪ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଗୁରୁବାର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ପୂରଣ କରିଛନ୍ତି ୬ ହଜାର ରନ୍। କ୍ୟାରିୟରର ୧୯୬ ତମ ଆଇପିଏଲ ମ୍ୟାଚ୍ ସେ ଏହି...
ଅତିସହଜରେ ରୟାଲ ଲଢ଼େଇ ଜିତିଲା ଆର୍ସିବି
ମୁମ୍ବାଇ,୨୨।୪ : ପ୍ରଥମେ ବୋଲିଂ ଓ ତା’ ପରେ ଦେବଦତ୍ତ ପାଡିକଲ ଏବଂ ବିରାଟ କୋହଲିଙ୍କ ଓପନିଂ ଭାଗିଦାରୀ ଯୋଗୁ ୧୦ ଉଇକେଟରେ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଚଳିତ ଆଇପିଏଲରେ ଏହା ଦଳର କ୍ରମାଗତ...
ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୨୨।୪ : ସନରାଇଜର୍ସ ହାଇଦ୍ରାବାଦ୍ ପେସର ଟି. ନଟରାଜ ଚଳିତ ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଆଣ୍ଠୁରେ ପୁଣି ଥରେ ସମସ୍ୟା ଦେଖାଦେଇଛି। ଆହତ ସମସ୍ୟା ଯୋଗୁ ୩୦ ବର୍ଷୀୟ ପେସର ଚଳିତ ଆଇପିଏଲରେ କେବଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି।...
ଟସ୍ ଜିତି ବୋଲିଂ ବାଛିଲେ କୋହଲି
ମୁମ୍ବାଇ,୨୨।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଟସ୍ ଜିତି ବୋଲିଂ ବାଛିଛନ୍ତି। ଏଠାକାର ପିଚ୍ରେ ଟାର୍ଗେଟର ପିଛା କରିବା ସହଜ ଓ ମ୍ୟାଚ୍ର ପରବର୍ତ୍ତୀ ଭାଗରେ କାକର ପ୍ରଭାବ...
୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍ କ୍ଲବରେ ଭେଟିବା ପରେ …
ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ପ୍ରେମରେ ପଡ଼ିଯାଇଥିଲେ। ବୟସାଗତ ତାରତମ୍ୟ ଅଧିକ...
ହାଟ୍ରିକ୍ ବିଜୟ ପରେ ହସିଲେ ଧୋନୀ, କହିଲେ ‘୨୦ ଓଭର ପୁରା ଖେଳିଥିଲେ…’
ମୁମ୍ବାଇ,୨୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍କେ) ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ବୁଧବାର କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ବିପକ୍ଷ ମ୍ୟାଚ୍ରେ ଚେନ୍ନାଇ ବିଜେତା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୩ ଉଇକେଟ ହରାଇ ୨୨୦ ରନ୍...
Archives


